Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Romance

2  

Ram Prasad Bisoi

Romance

ଅଳ୍ପ ଅଳ୍ପ-୯୫

ଅଳ୍ପ ଅଳ୍ପ-୯୫

1 min
6.9K



ଚାଲ

ଦୁହେଁ ମିଶି କାଟିଦେବା

କିଛିଦିନ

ପାଗଳ ଗାରଦରେ--------!

ଚାଲ,

ହଜାଇ ଦେବା ସଭ୍ୟତାର

ମୁଖା

ନୀଳ ଅତଳ ସମୁଦ୍ର ଗର୍ଭେ----------!!

ଚାଲ

ଦୁହେଁ ବନିଯିବା କୋମଳ

ଶିଶୁ

ହାତରେ ହାତ ଛନ୍ଦି

ନେଇ ମନେ

ବିଶ୍ୱାସ

ଚାଲିଯିବା ଉଡି

ଦୂର ଦିଗନ୍ତ

ବଳୟ

ସେପାରିକୁ

ଚାଲ----------!!!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ

ରାୟଗଡା ।



Rate this content
Log in

Similar oriya poem from Romance