STORYMIRROR

Mrutyunjay Das

Inspirational

3  

Mrutyunjay Das

Inspirational

ଅଦଭୁତିଆ ପ୍ରେମ ଭାଲେଣ୍ଟାଇନ

ଅଦଭୁତିଆ ପ୍ରେମ ଭାଲେଣ୍ଟାଇନ

1 min
174


ନଦେଖିଲା ଓଉ ଛ ଫଡା

ଆଚାର ବିଚାର ନେଫେଡ଼ା

ଅରେ ପୋଡା ମୁହାଁ ତୋତେ ଲାଜ ନାହିଁ

ଯଦି ପେରେମ କରିବୁ

ଥରେ ବୋପାକୁ ତୋର ପଚାରି ଆଆଆ

ମାଇଲା ଲୋ

କାନ୍ଦି କାନ୍ଦି କାନ୍ଦି କଦଳୀ

ଗୋଛାଗୋଚ୍ଛା ଗୋଲାପ

ଆଖି ଲୁହ ଶୁଖିଲା ପରା

କାହିଁ ଆସୁଛି ବସନ୍ତ

ମାଘ ମାସିଆ ଶୀତ ଥିଲେ ବି

ବାହାରେ ପରା ଗ୍ରୀଷମ

ଛି ୟେ କି ଯୁଗ ହେଲା

ଖାଲି ଚର୍ଚ୍ଚ ଅଗଣା ନରମ ନରମ

ଗୋଲାପ ଗନ୍ଧରେ ଉଷୁସ

କି ଅମୃତ ପେରେମ ଗୋ

ଗୂଡ଼ ଫ୍ରାଇ ଡେ ଆସିବ ବୋଲି

ବାଟ ଘାଟ ସବୁ ହେଲାଣି

ଛମ ଛମ ଆଉ ରାସ୍ତା ବନ୍ଦ

ଟ୍ରାଫିକ ଜାମ

ପଢିବାପାଇଁ ଧନ୍ୟବାଦ

ମୋ ବିଶ ଉଇଶ ଭାଳେଣି ଦେଲେ

ଦଶା ଦଶଥର ଭାବିକି ସଭିଏଁ

ପାଳିବ ଭାଲେନଟାଇନ ଦିବସ  ।


Rate this content
Log in

Similar oriya poem from Inspirational