Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Liza Senapati

Abstract Tragedy

2  

Liza Senapati

Abstract Tragedy

ଅବୁଝା

ଅବୁଝା

1 min
110


ଅଭିନୟ

କେତେ ଆଉ କରିବି ମୁଁ।

ଲୁହ ସବୁ ଅବୁଝା,

କେତେ ହସିବି 

ଦୁଃଖକୁ ଲୁଚେଇ ,

କେତେ ଆଉ କରିବି ଅଭିନୟ ,

ପଡିଲିଣି ଥକି ମୁଁ।

ମୁଁ କି କଳାକାର ,

ମୁଁ କି ନାଟ୍ୟକାର ,

ତଥାପି କରୁଚି ଅଭିନୟ।


Rate this content
Log in