Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Liza Senapati

Abstract Tragedy


2  

Liza Senapati

Abstract Tragedy


ଅବୁଝା

ଅବୁଝା

1 min 99 1 min 99

ଅଭିନୟ

କେତେ ଆଉ କରିବି ମୁଁ।

ଲୁହ ସବୁ ଅବୁଝା,

କେତେ ହସିବି 

ଦୁଃଖକୁ ଲୁଚେଇ ,

କେତେ ଆଉ କରିବି ଅଭିନୟ ,

ପଡିଲିଣି ଥକି ମୁଁ।

ମୁଁ କି କଳାକାର ,

ମୁଁ କି ନାଟ୍ୟକାର ,

ତଥାପି କରୁଚି ଅଭିନୟ।


Rate this content
Log in

More oriya poem from Liza Senapati

Similar oriya poem from Abstract