ଅବଶୋଷ
ଅବଶୋଷ
ଲୁହରେ ଗଢ଼ା ଯାହା ଜୀବନ
ସୁଖ ଦେଖିବା ସାତ ସପନ
ତା ପାଇଁ ଦିନ,ରାତି ସବୁ ତ ସମାନ
ସଭିଙ୍କ ପାଇଁ କାନ୍ଦେ ହୃଦୟ ଆଜି
ହେଲେ ସଭିଏଁ ଖୁସିରେ ଦିଅନ୍ତି ଲୁହ ନିତି
ଦୁଃଖ ସହି ହୃଦୟ ହୋଇଗଲାଣି ପଥର ପରି
ଏମିତି ପଥ ଯିବି ମୁଁ ଦିନେ
ଯେଉଁଠି କିଏ ଫେରେ ନାହିଁ କେବେ......
ଲୁହରେ ଗଢ଼ା ଯାହା ଜୀବନ
ସୁଖ ଦେଖିବା ସାତ ସପନ
ତା ପାଇଁ ଦିନ,ରାତି ସବୁ ତ ସମାନ
ସଭିଙ୍କ ପାଇଁ କାନ୍ଦେ ହୃଦୟ ଆଜି
ହେଲେ ସଭିଏଁ ଖୁସିରେ ଦିଅନ୍ତି ଲୁହ ନିତି
ଦୁଃଖ ସହି ହୃଦୟ ହୋଇଗଲାଣି ପଥର ପରି
ଏମିତି ପଥ ଯିବି ମୁଁ ଦିନେ
ଯେଉଁଠି କିଏ ଫେରେ ନାହିଁ କେବେ......