Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaram Sethi

Abstract

3  

Balaram Sethi

Abstract

ଅଭୂଲା ଅତୀତ ଆମ " ବାପୁ "

ଅଭୂଲା ଅତୀତ ଆମ " ବାପୁ "

1 min
147



   ଇତିହାସ ପରେ ସ୍ୱର୍ଣ୍ଣ ଅକ୍ଷର ରେ

   ଲିପି ବଦ୍ଧ ହୋଇ ରହେ

   ମୃତ୍ୟୁ କୁ ବରଣ କରିବା ସତ୍ତ୍ୱେ ବି

   ଅମର ବୋଲାଇ ଥାଏ ।


   ଅଠର ସ ଅଣ ସ୍ଥୋରୀ ମସିହା ରେ

   ଦୁଇ ତାରିଖ ଅକ୍ଟୋବର

   ଜନମ ତାଙ୍କର  ପୋର ବନ୍ଦର ର

   ଗୁଜୁରାଟ  ସହରର ।


   ବାପାଙ୍କ ର ନାମ କରମ୍ ଚାନ୍ଦ ଗାନ୍ଧୀ

   ମାଆ ଯେ ପୁତୁଲି ବାଇ

   ଧନ୍ୟ ତାଙ୍କ ମାତା ଧନ୍ୟ ତାଙ୍କ ପିତା

   ସୂ .. ପୁତ୍ର କୁ ଜନ୍ମ ଦେଇ ।


   ତେର ବରଷ ରେ ବିବାହ କରିଲେ

   କସ୍ତୁରୀ ବାଆ ଙ୍କ ସାଥେ

   ଉଚ୍ଚ ଶିକ୍ଷା ପାଇଁ ଆଗ ଭର ହୋଇ

   ଯାଆନ୍ତି ବିଦେଶ ଗ୍ରସ୍ଥେ ।


   ବିଦ୍ୟା ଶିକ୍ଷା ସାରି ବିଦେଶୁ ଫେରନ୍ତି

   ଅଠର ଶ ଏକାନବେ

   ବମ୍ବେ ଠାରେ ତାଙ୍କ ଓକିଲ ଜୀବନ

   ଆରମ୍ଭ କରନ୍ତି ସେବେ ।


   ଅଠର ଶ ତେୟା ନବେ ମସିହାରେ

   ଅପ୍ରେଲ ମାସ ଟି ଜାଣ

   ଆଫ୍ରିକା ଯାତ୍ରା ର ଶୁଭାରମ୍ଭ କଲେ

   ଏକ ନୂତନ ଜୀବନ ।


   କଳା ଲୋକ ପ୍ରତି ଗୋରା ଲୋକମାନେ

   ଅତ୍ୟାଚାର  ଅପମାନ

   ସହି ନ ପାରିଲେ ମନରେ ଭାବିଲେ 

   ଭାରତୀୟ ଙ୍କ କଥା ମାନ ।

    

   ଗଭୀର ଭାବରେ ମର୍ମାହତ ହୋଇ

   ଆରମ୍ଭିଲେ ରାଜନୀତି

   ଉଣେଇଶ ପନ୍ଦର ମସିହା ବେଳ ରୁ

   ଭାରତ କୁ ଫେରି ଆସି ।


   ସତର ମସିହା  ଜାତୀୟ କଂଗ୍ରେସ

   ସଭାପତି ରେ  ନିଯୁକ୍ତି

   ଗାନ୍ଧି ଙ୍କ ନେତୃତେ ସଂଗଠନ ହେଲା

   ଅହିଂସା ଆନ୍ଦୋଳନ ନୀତି ।


   କାହିଁ କେତେ ଦୂରେ ରହିଗଲେ ସେହି

   ଦରଦି  ମଣିଷ  ଟିଏ

   ସ୍ୱାଧୀନତା ର  ସ୍ଵାଦ ଚାଖୁ  ଛନ୍ତି

   (ଆଜି)ଭାରତ ମାତାର ପୁଏ ।

 

   ଭାରତ ମାତା କୁ    ଶାନ୍ତି ଦେବାକୁ

   (ଦେଲେ)ପ୍ରାଣବଳି କେତେ ବୀର

   ତା ହସ୍ତ ରୁ ବେଢ଼ି ଫିଙ୍ଗି ଦେଲେ କାଢି

   (ସତ୍ୟ)ପୂଜାରୀ ଗାନ୍ଧୀ ଫକୀର ।


           


Rate this content
Log in

Similar oriya poem from Abstract