Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj kumar Maharana

Others

2  

Manoj kumar Maharana

Others

ଆଉ....

ଆଉ....

1 min
251


ଆଉ,

ଆମ ବାରିପଟେ କାଉ..

ମୁଁ କୁହେ ଆସେଲୋ ବୋଉ..

ଖାଇଦେଲା କାଉ ଲାଉ ।

ଆଉ,

ବୋଉ କୁହେ ଯା'ରେ କାଉ

ଖାଆ ନାହିଁ ଆମ ଲାଉ

ତରକାରୀ ହେଲେ ଖାଉ ।

ଆଉ, 

ବୋଉକୁ କହିଲା କାଉ

ଜାଉ ସାଥେ ଦେବ ଲାଉ

ନ ହେଲେ ଖାଇବି ଲାଉ ।

ଆଉ,

ବୋଉର ହଁ ଶୁଣି କାଉ

ଖୁସିରେ ଉଡ଼ିଲା କାଉ

ବୋଉ ଆଣିଲା ସେ ଲାଉ ।

ଆଉ,

ଦିନେ କଲା ବୋଉ ଜାଉ

ତରକାରୀ କଲା ଲାଉ 

ଡାକିଲା କାଉକୁ ବୋଉ ।

ଆଉ,

ବେଗେ ଆସିଗଲା କାଉ

ଖୁସିରେ ଖାଇଲା ଲାଉ 

କହିଲା ତୁମେ ମୋ ବୋଉ ।


Rate this content
Log in