Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ଆଉ ବାଜୁନି ସେ ପେଁକାଳି

ଆଉ ବାଜୁନି ସେ ପେଁକାଳି

1 min
162



ପ୍ରୀତିର ପଲ୍ଲବିତ ପଲକ

ଆଜି ଯାଇଛି ମଉଳୀ

ଆଉ ଶୁଭୁ ନାହିଁ ପେଁକାଳି

ସ୍ବର ସତେ କି ତାକୁ କିଏ

ଆଜି ଦେଇଛି ଭାଙ୍ଗି

ଥୁଲାକି ସେ ଏତେ ଦୁର୍ବଳ

ତୀକ୍ଷ୍ଣ ଛୁରିର ଧାର ଲଗାଇ

ବ୍ରଜବାଳୀ କି ନେଇଛନ୍ତି

       ଚୋରାଇ

ଝୁମିଝୁମି ଯାଉଥିଲି ମୁଁ

ତାରି ନାଦର ସ୍ବରଶୁଣି

ଦେଉଥୁଲି ପାଦେ ଘୁଙ୍ଗୁର

       ବାନ୍ଧି

ନାଚି ଉଠୁଥିଲି ପାଦରେ

    ପାଦ ଛନ୍ଦି

ଅମାନିଆ ଲୁହ ଆଉ

   ମାନୁନାହିଁ

ଝର ଝର ହୋଇ ଯାଉଛି

      ଝରି

ରାତିକର ଗଙ୍ଗଶିଉଳୀ ପରି

ବଇଁଶୀ ଥରେ ଦିଅନ୍ତା କହି

ତାକୁ କିଏ ଦେଇଛି ଉଜାଡି

ଭଗ୍ନସ୍ତୁପର ବାଲୁକା ପରି

ତାରି ନାଦ ଶୁଣିବାକୁ

 ମନ ମୋ ଯାଉଛି ଝୁରି



Rate this content
Log in

Similar oriya poem from Inspirational