Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Maharana

Tragedy

4  

Manoj Maharana

Tragedy

ଆଶା...

ଆଶା...

1 min
31


ମୋ'ର ଆଶା ଥିଲା

ଆଶାକୁ ନେଇ 

ପ୍ରେମର ମନ୍ଦିରଟେ ତୋଳିବାକୁ

ହେଲେ କେଜାଣି କ'ଣ ହେଲା

ମାେ ଆଶା ମାେ ଆଶାରେ ରହିଗଲା ।

ସତରେ କ'ଣ ସେ ଆଶା ପୁଣି ଥରେ ଆସିବ

ଆଉ ମୋ ଆଶାକୁ ପୂରଣ କରିବ

ମଧୁର ଦ୍ଵନ୍ଦର ଦୋ ଛକିରେ 

ମାେ ମନର ଆଶା

ମାେ ପ୍ରେମର ଭରସା

ମୋ ଆଶା!,

ମୋତେ କରିବ ନିରାଶା ନା

ସାଜିବ ମାେ ହୃଦହଂସା ?



Rate this content
Log in