Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

3  

Saroj Kumar Jena

Inspirational

ଆଶା

ଆଶା

1 min
131



ଆଶା ଯେବେ ଏଠି ନିରାଶା ପାଲଟେ

କହିବା କାହାକୁ କୁହ ,

ସବୁ ଆଶା ଯଦି ପୂରଣ ହୁଅନ୍ତା।

ମନରେ ନଥାନ୍ତା କୋହ ।।୧।।

ଆଶାଟି ପାଞ୍ଚିବା ସଭିଙ୍କ ମନରେ

ଥାଏ ନିଜ ଅଧିକାର ,

ପରକୁ ଆଶ୍ରୟ କରିଥିବ ଯଦି

ଆଶା ହୋଇଯାଏ ଦୂର ।।୨।।

ନିଜ ଶକ୍ତି ବଳେ କରିବ ପ୍ରୟାସ

ଯେବେ ହେବ ଆଶା ପୁରା ,

ନିରାଶ ମନଟି ଉଲ୍ଲାସ ହୋଇବ

ସୁଖ ଦେବ ଆପେ ଧରା ।।୩।।



Rate this content
Log in

Similar oriya poem from Inspirational