Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Romance

5.0  

Puspanjali Panda

Romance

ଆକସ୍ମିକ

ଆକସ୍ମିକ

1 min
239


ଏଠି ସବୁକିଛି ଆକସ୍ମିକ

ପ୍ରେମ ବି ଟିକିଏ ଟିକିଏ ସେମିତି

ତୁମେ ରାଗିଯାଅ ଯେମିତି

କହିବିକି? କେମିତି ବତାସ ବହେ 

ପ୍ରେମ ର ପରିବର୍ତ୍ତନ ରେ


ପାରିଜାତ ଫୁଟିଯାଏ ଆକସ୍ମିକ

କିଏ କଣ ଭାବୁଛି ଭାବୁ

ସବୁକିଛି ନିଧଡ଼କ

ଖୁବ୍ ଏକାନ୍ତରେ ନିରବତା କଥାକୁହେ

ଚାରିକାନ୍ଥ ଭିତରେ


ତାପରେ ତ ଦି ପତ୍ର ମେଲେଇ

ଗୋଡ଼ହାତ ହଲେଇ

ଡ଼ଗଡ଼ଗ କଥାକହୁଥିବ 

ଖିଲି ଖିଲି ହସୁଥିବ

ସବୁତକ ସମୟ

ଜୀବନାନନ୍ଦରେ


Rate this content
Log in

Similar oriya poem from Romance