Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

2  

Ghanashyam Biswal

Inspirational

ଆକାଶ ଛୁଇଁବି ବୋଲି

ଆକାଶ ଛୁଇଁବି ବୋଲି

1 min
140


ସୂର୍ଯ୍ୟ ପରି ନିତି ମୁହିଁ

ସକାଳୁ ଉଠିବି

ନଦୀ ପରି ବାଟ କାଟି

ଆଗେ ବଢୁଥିବି l


ଫୁଲ ପରି ଫୁଟି ପୁଣି

ଝରାଇବି ବାସ

ନିଜେ ହସି ସମସ୍ତଙ୍କ

ପୁଟାଇବି ହସ l


ମାଟି ମତେ ଶିଖାଇଛି

ଧୌର୍ଯ୍ୟ ଓ ସାହସ

ହେଉ ପଛେ ଯେତେ କଷ୍ଟ

ଆସୁ ଯେ ବତାସ l


Rate this content
Log in