Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ଆଜି କିଆଁ ମନେ ପଡୁଛି

ଆଜି କିଆଁ ମନେ ପଡୁଛି

1 min
431



ତୁମେ ମୋ ପ୍ରିୟା ହୃଦୟ ବଲ୍ଲଭା 

ମନେ ମନେ କେତେ ଖୋଜୁଛି

ମୋ ମନ ଆକାଶ ନିଶା ଅନ୍ଧାରେ 

ହଜିଗଲ ସଖୀ ଖୋଜୁଛି ।


ମନେ ପଡିଯାଏ ତାରୁଣ୍ୟ କାଳ

ହଜିଯାଇଛି ମୁଁ ଖୋଜୁଛି

ସେ ବେଳ ସେକାଳ ମୂହୁର୍ତ୍ତ ସବୁ

ସ୍ମୃତି ପଟଳେ ମୁଁ ଖୋଜୁଛି ।


ପିଲା ବେଳ କଥା ମନେ ପଡଇ

ସେକଥା ଭାବି ମୁଁ ଖୋଜୁଛି

ହଜିଯାଇଛି ମୋ ଗାଆଁ ର ଶିରୀ

ମୋ ପିଲାଦିନ ଗାଁ ଖୋଜୁଛି ।


ହଜିଲା ଦରବ ଆଉକି ସଖୀ

ପାଇବି ତଥାପି ଖୋଜୁଛି

ଜୀର୍ଣ୍ଣ ଶରୀର ବିଦିର୍ଣ୍ଣ ହୃଦୟେ

ଆଜି କିଆଁ ମନେ ପଡୁଛି ।


Rate this content
Log in

Similar oriya poem from Romance