Read #1 book on Hinduism and enhance your understanding of ancient Indian history.
Read #1 book on Hinduism and enhance your understanding of ancient Indian history.

Prafulla Chandra Mishra

Romance


3  

Prafulla Chandra Mishra

Romance


ଆଜି କିଆଁ ମନେ ପଡୁଛି

ଆଜି କିଆଁ ମନେ ପଡୁଛି

1 min 236 1 min 236


ତୁମେ ମୋ ପ୍ରିୟା ହୃଦୟ ବଲ୍ଲଭା 

ମନେ ମନେ କେତେ ଖୋଜୁଛି

ମୋ ମନ ଆକାଶ ନିଶା ଅନ୍ଧାରେ 

ହଜିଗଲ ସଖୀ ଖୋଜୁଛି ।


ମନେ ପଡିଯାଏ ତାରୁଣ୍ୟ କାଳ

ହଜିଯାଇଛି ମୁଁ ଖୋଜୁଛି

ସେ ବେଳ ସେକାଳ ମୂହୁର୍ତ୍ତ ସବୁ

ସ୍ମୃତି ପଟଳେ ମୁଁ ଖୋଜୁଛି ।


ପିଲା ବେଳ କଥା ମନେ ପଡଇ

ସେକଥା ଭାବି ମୁଁ ଖୋଜୁଛି

ହଜିଯାଇଛି ମୋ ଗାଆଁ ର ଶିରୀ

ମୋ ପିଲାଦିନ ଗାଁ ଖୋଜୁଛି ।


ହଜିଲା ଦରବ ଆଉକି ସଖୀ

ପାଇବି ତଥାପି ଖୋଜୁଛି

ଜୀର୍ଣ୍ଣ ଶରୀର ବିଦିର୍ଣ୍ଣ ହୃଦୟେ

ଆଜି କିଆଁ ମନେ ପଡୁଛି ।


Rate this content
Log in

More oriya poem from Prafulla Chandra Mishra

Similar oriya poem from Romance