Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Romance Tragedy

3  

Goutam Mohanty

Romance Tragedy

ଆଃ

ଆଃ

1 min
220



ଶୁଣିଛି ତୁମେ ଖୁବ ଖିଆଲି

ତୁମ ପ୍ରେମରେ ଧୋକା ଅଧିକ !


କିନ୍ତୁ ତୁମେ ମୋ ଆଖିରେ

ଈଶ୍ୱରୀୟ କାରୁକାର୍ଯ୍ୟର

ଅବଦମିତ ସୌନ୍ଦର୍ଯ୍ୟ 

ପ୍ରେମର ବିଶାଳ କୋଣାର୍କ ।


ତୁମେ କି କେବେ କାହାକୁ

ପ୍ରତିଶ୍ରୁତି ଦେଇ ଭାଙ୍ଗି ପାରିଥିବ ?


ଠିକ ଅଛି ତଥାପି

ବିଶ୍ୱାସ କର ମୁଁ ସହିପାରିବି

ତୁମ ପ୍ରେମରେ ଧୋକାର ଦୁଃଖ ।


ମୋତେ ଭଲକରି ଚିହ୍ନି ରଖ

ମୁଁ ତୁମର ସେଇ କଳଙ୍କିତ ନାୟକ...।

            


Rate this content
Log in

Similar oriya poem from Romance