ଆହ୍ୱାନ
ଆହ୍ୱାନ
ବଲିଷ୍ଠ ସୁନ୍ଦର ବୀର ପୁଙ୍ଗବ ।
ଶୌର୍ଯ୍ୟ ସାହସିନୀ ମନ ନିର୍ମଳ ।।
ନୂଆ ଚିନ୍ତାଧାରା ନବ ଦିଗନ୍ତ ।
ଆଚ୍ଛାଦିତ ହେଉ ସାରା ସଂସାର ।।
ପ୍ରବର୍ତ୍ତନ ଯେଣୁ ଯଥା ବିଚାର ।
ଆଗକୁ ଆସହେ ଡାକେ ସମାଜ ।।
ବଲିଷ୍ଠ ସୁନ୍ଦର ବୀର ପୁଙ୍ଗବ ।
ଶୌର୍ଯ୍ୟ ସାହସିନୀ ମନ ନିର୍ମଳ ।।
ନୂଆ ଚିନ୍ତାଧାରା ନବ ଦିଗନ୍ତ ।
ଆଚ୍ଛାଦିତ ହେଉ ସାରା ସଂସାର ।।
ପ୍ରବର୍ତ୍ତନ ଯେଣୁ ଯଥା ବିଚାର ।
ଆଗକୁ ଆସହେ ଡାକେ ସମାଜ ।।