Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Comedy Classics

3  

Basanti Pattnaik

Comedy Classics

ଆଧୁନିକ ସାହିତ୍ୟ ସଭା

ଆଧୁନିକ ସାହିତ୍ୟ ସଭା

1 min
152


 ଆଧୁନିକ ସାହିତ୍ୟ ସଭାରେ

    ଶ୍ରୋତା ଟିଏ ମୁଁ ସାଜିଥିଲି

  ବଡ଼ ବଡ଼ କବିଙ୍କ ଲେଖାକୁ

     କିଛି ବୁଝି ପାରୁନଥିଲି

 ବୋକା ହୋଇ ମୁଁ ଯାଇଥିଲି

     ଶବ୍ଦ ବିଶ୍ଳେଷଣ କରୁଥିଲି

ସାହିତ୍ୟ ସଭାରେ ଆଧୁନିକତା

    ବାସ୍ନା ଭାରି ବାସୁଥିଲା

 ବାର୍ ଲାଇଟ୍ ମନଟା ମୋର

   ଧପ୍ ଧପ୍ ହୋଇ ଜଳୁଥିଲା

 ଗିତି କବିତା ଟିଏ ଶ୍ରଦ୍ଧାରେ

   କାଗଜରେ ମୁଁ ଲେଖିଥିଲି

ଆଧୁନିକ ସାହିତ୍ୟ ସଭାରେ

  ମୂଲ୍ୟ ନାହିଁ ବୋଲି ଭାବୁଥିଲି

ଆଧୁନିକ କବିତା ପଠନ ହେଲା

  ସମିକ୍ଷା ହୋଇ ପ୍ରଶଂସା ପାଇଲା

 ସାହିତ୍ୟ ସଭାର ସାଙ୍ଗ ହେଲା

   କରତାଳି ରେ ହସି ଉଠିଲା

ଆଧୁନିକ ସାହିତ୍ୟ କୁ ସମ୍ମାନ କରୁଛି

   ଲେଖନୀ ପାଇଁ ପ୍ରୟାସ ଚାଲିଛି ।


Rate this content
Log in

Similar oriya poem from Comedy