Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Inspirational

3  

Madhumita Mishra

Inspirational

ଆ କା ମା ବୈ

ଆ କା ମା ବୈ

1 min
218


ଆ.. କା.. ମା..ଵୈ...


ଆ...

ଆଶା ବିଶ୍ୱାସକୁ ଦୂରରେ ପକାଇ..!!

ସଂଶୟ ମନରେ ଗଲାଣି ଭରି..??

ବିଭୁକୃପା ପାଇଁ ମନ ବଳେ ନାହିଁ..!!

କାମ ଲୋଭ ମୋହ ଗ୍ରାସ କରଇ...??


କା..

କର୍ତ୍ତବ୍ୟ ଭୁଲି ଅର୍ଥ ପଛେ ଧାଇଁ..!!

ଜୀବନ ଦୁର୍ବିସହ ହୋଇଛି..??

ଜ୍ଞତିକୁଟୁମ୍ବ ପର ଲାଗିଲେଣି..!!

ସ୍ୱସ୍ୱାର୍ଥ କେବଳ ଭଲ ଲାଗୁଛି..??


ମା..

ମାନବିକତା ତ ହଜି ହିଁ ଗଲାଣି..!!

ମଣିଷ ପଣିଆ ଆଉ ଦିଶୁନି..??

ପଶୁପ୍ରବୃତ୍ତି ପ୍ରକାଶ ପାଉଛି..!!

ମଦ ମାଂସ ମୋହ ବଢି ଗଲାଣି..??


ବୈ..

ବୈରାଗ୍ୟ କଣ କିଏ ଯେ ଜାଣିଛି..??

ସତ୍ ସଙ୍ଗ କାହାକୁ ବାନ୍ଧି କି ପାରିଛି??

ଅଧୁନିକବାଦ ନାମରେ ଆଜି ତ..!!

ଭ୍ରଷ୍ଟାଚାର ତାର ଶାଖା ମେଲିଛି..??


ଆ.. କା.. ମା.. ଵୈ..

ପାନଗୁଆକୁ ମୁଁ ଦେଇଛି ଥୋଇ..

କାମନା ଆଜି ଏତିକି କରଇ..!!

ପାନଗୁଆ ସବୁ ହେଇଯାଉ ତୋର..!!

ଷଡରିପୁ ଦୂର ହେଉ ଜଗତର...!!



Rate this content
Log in