Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Amit Bal

Romance Tragedy


4.0  

Amit Bal

Romance Tragedy


(୨୨)*ହଜାରେ ରଙ୍ଗର ସପନ *

(୨୨)*ହଜାରେ ରଙ୍ଗର ସପନ *

1 min 163 1 min 163

ସୃଷ୍ଟିର ପ୍ରତିଟି ସୁନ୍ଦରତାରେ ମୁଁ

           ଆଜିକାଲି ତମକୁ ହିଁ ପାଏ

ଲାଗେ ତମଠୁ ସୁନ୍ଦର ଯେମିତି

     ୍   ଏ ଦୁନିଆରେ ଆଉ କିଛି ନୁହେଁ ,


ତମ ସାଥେ ମିଳନର ସ୍ମୃତିକୁ

      ସାଇତି ରଖିଛି ମୁଁ ଏଯାଏ

          ଏଇ ମୋ ଛୋଟ ହୃଦୟରେ ,

ମନ କହେ ଆସନ୍ତି କି ତମେ କେବେ

   ବୁଣିବାକୁ ହଜାରେ ରଙ୍ଗର ସପନ

       ଲୁଚି ଲୁଚି ପୁଣି ମୋ ଜୀବନରେ ,


ଜାଣିଛି ସ୍ୱପ୍ନ ସହଜେ ସତ ହୁଏନା

          ଅଙ୍କାବଙ୍କା ଜୀବନ ପଥରେ

ତଥାପି ଖୁସି ତ ମିଳି ଯାଏନା

     ଜୀଇଁବାକୁ କିଛି ଦିନ ମନ ଆନନ୍ଦରେ ,


କିଏ ଜାଣେ ଏ ମହୀରେ ଆମେ

             ଅତିଥି କେତେ ବା ଦିନର

ଆଜି ମଲେ କାଲିକୁ ନଥିବ

            ସପନ ଏ ହଜାରେ ରଙ୍ଗର .......!

           


Rate this content
Log in

More oriya poem from Amit Bal

Similar oriya poem from Romance