ଅନ୍ଧାର ରାତିର ସାଥୀ, ଚୋର ଏଠି ମନେ ନଥାଏ ତା ଭୟ ମେଘ ଅନ୍ଧକାର ର୍ନିଜନ ରାତିରେ ଚୋରି ପାଇଁ ରଖେ ଲୟ
ପତ୍ର, ଫୁଲ, ଫଳ ଯୋଗାଏ ସକଳ କରେ ନାହିଁ ଅଭିମାନ ପ୍ରତି ବଦଳରେ କିଛି ସେ ନଚାହେଁ ହୃଦୟ କପଟ ହୀନ ।
ପୁୁରୁଣା ହେଉକି ନୂଆ ଦୁଃଖ ବେଳେ ଦିଅନ୍ତିନି କେବେହେଲେ ଧରାଛୁଆଁ
ଜୀବନଟା ମିଥ୍ୟା ମୃତ୍ୟୁ ଚିରନ୍ତନ, ସତ୍ୟର ଶଯ୍ଯାରେ ବନ୍ଧା ବି ଅନନ୍ତ.
ସିନ୍ଦୁରା ଫାଟକ ଖୋଲି ସତେ କି ସୂରୁଜ ହସେ
ସୂରୁଜଙ୍କ ତେଜ ନ ଲାଗେ ପ୍ରଖର ସଭିଏଁ ଖୋଜନ୍ତି ଖରା