ଅଧୁରା ସପନ
ସପନ ସହର
କେଡ଼େ ଭୁଲଟିଏ କଲି ବୁଝି ନ ପଚାରି ମନେ ନ ବିଚାରି ମନ କଥା କହିଦେଲି ସତ ଖୋଲି କହିଦେଲି,,,,
ମନ୍ଦିର,ମସଜିଦ,ଗୁରୁଦ୍ୱାରେ ଭିଡ, ଶଙ୍ଖ ଘଣ୍ଟ ଧ୍ୱନୀ ଶୁଭୁଥିବ | ହେଲେ ବିଦେଶୀ ପୁଅକୁ ମାଆ ଆଖି ଖୋଜେ , ଆଶା ତ ତାର ଆଶାରେ ମଊଳିଯିବ |
ହେ ମୋ ଶୀତୁଆ ପବନ ଭରା ଆନନ୍ଦମୟୀ ଅମାପ ଶୀତ ତୁମେ ହିଁ ତ ମୋ ପ୍ରେମିକା ତୁମେ ହିଁ ତ ମୋ ପ୍ରକୃତ ମିତ ॥