ଗୁରୁ ବ୍ୟାସ ଦେବ ଦେଲେ ଉପଦେଶ କନ୍ୟା ସାଙ୍ଗେ ଦାନ ପାପ ଅର୍ଜନ
ଦୂରଭାଷ ଯନ୍ତ୍ର ସ୍ପର୍ଶ କଲା ପୁଅ ଡାକିବ ବୋଲି ପୁଲିସ, ଉଦ୍ଦେଶ୍ୟ ତାଙ୍କର ବୁଝି ସରପଞ୍ଚ କଥାରେ କଲା ସାଲିସ ।
ଆମେ ଆସ ବଦଳାଇବା ଏଇ ସମାଜର ରୀତି ନୀତି ପୁତ୍ର କନ୍ୟା ହୋଇଥାନ୍ତି ଦୁହେଁ ଦୁହିଁଙ୍କର ସାଥୀ ।
ସବୁଠୁ ସୁନ୍ଦର ତା ଚାହାଣୀ ନା ନା ସବୁଠି କଷ୍ଟ ପାଏ ରମଣୀ ସେ ହେଉ ଭଗିନୀ ସେ ହେଉ ଯୁଗିନୀ ସେ ହେଉ ମା’ କି ରାମା ସେ ହେଉ ଢେମଣୀ ।।
ଶୁଣି ମୁଁ ପାରିଲି ମନଲୋଭା ନାରା ନାରୀ ହେବେ ସୁରକ୍ଷିତ, ସଭିଏଁ ବଢିବେ,ପଢିବେ ସଭିଏଁ ନ ହେଲା ଚିତ୍ତ ସଂଶୟ ରହିତ।
ଅଚିହ୍ନା ମଣିଷ ବିଶ୍ୱାସ ଭାଜନ କରନ୍ତି କିଛି ଦାମ୍ଭିକ ମଣିଷ ବିଶ୍ୱାସ ଜିତିପାରେ ହେଳେ ଦେଖାଇ ନିଜର ଭେକ।