କେବେ ଆଇନା ରେ ନିଜ ମୁହଁକୁ ଦେଖିଛୁ, ତୁ ପରା କାଳିଆ ଭାଲୁ ଗୋରା ଚାନ୍ଦ ସିଏ ଆକାଶ ଛାତିରେ ଏକଥା କି ଭୁଲିଗ...
ଜାଣେ ମୁହିଁ, ନିୟତିରେ ବନ୍ଧା, ଦେଖିବାର ତର ନାହିଁ ଖୋଜେ କିଆଁ ଜାଣି ନାହିଁ, ଜାଣେ ନାହିଁ।
ସତ୍ୟ, ଅହିଂସାର ପଥିକ ସାଜିବା ପ୍ରିୟ ବାପୁଙ୍କର ଆଦର୍ଶ ନେଇ ଜାତି, ଧର୍ମଠାରୁ ଉପରକୁ ଉଠି ଦେଶ, ଜାତ ହିତେ ଯିବା ଆଗେଇ l
ଆଜି ଭାରି ମନେ ପଡେ ଜେଜେଙ୍କର ଗପ ..... ମାଈସଞ୍ଜବେଳେ ପଡିଯାଏ ଅଗଣାରେ ସପ ।
ଏକା ଏକା ଲାଗେ ତୁମରି ବିରହେ ଫିକା ଲାଗେ ଏ ଜୀବନ ଦିନ ରାତି ଖାଲି ତୁମ ପ୍ରତିଛବି ତୁମ ଅଭୁଲା ସପନ ॥
ବୟସର ଅପରାହ୍ନରେ....