ତୁମେ କହିଛ !! ପ୍ରେମ ପ୍ରୀତି ଆଉ ପ୍ରତ୍ୟେୟ ର ଏକ ନିରୁକ୍ତ କାମନା ।।
ସଂପର୍କ କେବେ ମଧୁରତାର ସ୍ବାଦ ଚଖାଏ ତ କେବେ ତିକ୍ତତା ଭରି ଦିଏ ଅତି ଆପଣାର ମଣିଷଟି ମନରେ
ମୁଁ କେତେ ବେଳେ ମୋ ଦେହର ମେଞ୍ଚା ମେଞ୍ଚା ଅନ୍ଧାରକୁ ଦେଖୁଛି ,
ଭାଇ ,ଅପା, ବନ୍ଧୁ,ବାନ୍ଧବୀ ନାମରେ ଗଢି ବନ୍ଧନର ସେତୁ କିଏ ପୁଣି କେବେ ଦୂର ହୋଇଥାନ୍ତି ଭୁଲି ହୁଏ ନାହିଁ କିନ୍ତୁ ।
ଦୁଇ ହାତ ଦୁଇ ମନ ଦୁଇ ଆତ୍ମାର ମିଳନ,