ଭିଜିଭିଜି ଆମେ ଦୁହେଁ ପାଲଟଂତେ ଦେହରୁ ବିଦେହ ତମେ ବି ବିଭୋର ମୁଁ ବି ବିଭୋର
ଅଳ୍ପକିଛି ବାକିଥିବା ଲୁହ ବୋହୁଛି ଯମୁନାର କ୍ଷୀଣ ଧାର ପରି "ତଥାପି ଆଶାବାଦୀ ସାହଜାହାନ"ସାଜି ମମତାଜ ଗୋ, ଖୋଜୁଛି ତୁମକୁ ଆଜି ସ୍ୱପ୍ନର ତା...
କେତେ ଆହାଉହୁ କେତେ ଲୁହଲହୁ ତଥାପି ଜୀବନ ରଙ୍ଗ ମୁରୁଜ ଉଜାଣି ସମୟ ଉଜାଡି ଦିଏ ଅସମୟରେ ପ୍ରତିଥର ॥୨॥
ରିତୀ ପିଞ୍ଜୁରୀ ରେ , ଅଲୋଡ଼ା ସହରେ, ଅବାଞ୍ଛିତ ଆଶା ,କରିଲ ଘର,, କେହି ନାହିଁ ବୋଲି, ନିର୍ଦୟ ହେଉଛ,
ଝିଅ ନଥିଲେ ଘର ଶୋଭା ନାହିଁ ଘରର ଲକ୍ଷ୍ମୀ ସିଏ ମାଆ ବାପାଙ୍କର ସୁଖଦୁଃଖର ସାଥୀ ହୋଇ ରହିଥାଏ l
ଏ ନାମହୀନ ସମ୍ପର୍କର ମହକ ରାତିର ବିଭୋର ସପନ ପରି - ଅଧାରୁ ନିଦ ଭାଙ୍ଗନି କି ଉଜାଡ଼ି ଦିଅନି