ସୁନୀଳ ଅାକାଶର ସୂର୍ଯ୍ୟକିରଣରେଧରାପୃଷ୍ଠକୁ କରେ ପୁଲକିତସତେ ଲାଗେ ଆସିଛି କି ଶୁଭେଚ୍ଛାର ସମାହାର...
ଆହେ ଚକ୍ରଧର କରୁଣା ସାଗର କରୁଣା ଟିକିଏ କର ଛାଡି ସବୁ ଦୋଷ ବୋଲୁ ପୀତବାସ ଅମାନିଆଁ ମନ ମୋର
ତୁମ ବିନା ଆଜି ଏକା ମୁଁ ଏକା ମୋ ଦୁନିଆ ତଥାବି କରୁଛି ପ୍ରେମରେ ବିଶ୍ୱାସ ଆଉ ଜୀବନରେ କେବଳ ସଙ୍ଘ
ଶ୍ରାବଣ ଚାଲି ଆସିଛି ତା ସାଥେ ତୁମେ ମାତିଚ ହାତ ରେ ହାତ ଛନ୍ଦି ଅବିକଳେ ତୁମ ପଥ ଚାହିଁଛି ମୁଁ ଝୁର
ଶୁଭ୍ର ବର୍ଣ୍ଣ ହୋଇଯାଏ ଯେତେ ଢାଙ୍କିଲେ ବି କଳା ବାଦଲ ହୋଇବନି କେବେ କଳା, ଅଳପ ସମୟେ ଅମା ଅନ୍ଧକାର
ପ୍ରତିଟି ସୁନା ସକାଳେ ଚିକ୍ ମିକ୍ ବାଳାରୁଣ ଢାଳିଦିଏ ରଙ୍ଗର ଅବିର, ପବନେ ସଞ୍ଚରିଯାଏ ଜାତି ଜାତି ଫୁଲର ସୁରଭି ପକ୍ଷୀକୁଳ ବିହରନ୍ତି ...