ଲଗାଅନି କେବେ ମଣିଷ ଗଛ ପ୍ରତାରଣା ବିଶ୍ଵାସଘାତକ ମାଟିରେ ଯେତେ ଗଙ୍ଗା ଜଳ ଢାଳିଲେ କଣ ହେବ ଗଛ ସିନା ଦ୍ରୁମ ପାଲଟିବ
ପରିଶ୍ରମ ଫଳ ବେକାର ଯାଏନି ଶ୍ରମେ ଲଭେ ସିଂହାସନ ଅଳସୁଆଙ୍କର ବାରବାଟୀ ଚାଷ ଫଳିଲା ବେଳକୁ ଶୂନ।।
ପର ତଣ୍ଟି ଚିପି ଅର୍ଜନ କରିଲେ ସୁଖେ ସେ ଲାଗିବ ନାହିଁ ପରିଶ୍ରମ ଫଳ ମିଠା ହୋଇଥାଏ ଏ କଥା ଜାଣ କି ନାହିଁ।
ତୁମ ଇସ୍ ଗୋଟିଏ ଇସ୍ପାତ ଛୁରୀ କାଟିଦିଏ ଆବଶ୍ୟକତାରୁ ଅଧିକ ବଢି ଯାଇଥିବା ଆତ୍ମ ବଡିମାକୁ ପଚିଶ କଥାକୁ ପଦଟିଏରେ କହିବାରେ ସା...
ଶ୍ରାବଣର ବର୍ଷା ଧାରେ ହୁଏ ଆନନ୍ଦିତ ଦେଖି ତାଣ୍ଡବ ଜଳର ବୃକ୍ଷ ପ୍ରସ୍ଫୁଟିତ ତରୁ କଲ୍ଲୋଳିତ ସାକ୍ଷୀ ଧରଣୀ ଆମର
ଘଟିବାର ଯାହା ଥିବ ଘଟିବତ ନିଶ୍ଚିତ କରିଯାଅ କାମ ଯାହା ସଂସାରରେ ଉଚିତ । ମାଟିର ଏ ଘଟ ଦିନେ ମାଟିରେ ତ ମିଶିବ କରିଥିଲେ ଭଲ କାମ ଯଶ ବ...