କେତେ ଯେ ଔଷଧ ଦିଏ ସେ ଆମକୁ ତାହାର କଳନା ନାହିଁ ବିଜ୍ଞାନ ଯୁଗର ଏ ଔଷଧ ଗୁଡାକ ତାହାର ସରି ହେବେ ନି ମାନବ ଜାତିକୁ କିଅବା ଦେଇନି
ପଥରେ ପଥିକ, ବିହଙ୍ଗର କୂଳ, ଆଶ୍ରା କରିଥାନ୍ତି ମୋତେ: ବାଦଲ ଆକୁଳେ, ଦରଶନ ପାଇଁ, କରେ ବଜ୍ରାଘାତ କେତେ::
ମୁଁ ଚିର କିଶୋରୀ, ନ ଯିବ ପାସୋରି ମୁଖ ମୋ ପୂର୍ଣ୍ଣିମା ଇନ୍ଦୁ , ଦେବତା,ଦାନବ ଯେ ମନ ତୋଷିବ ସେଇ ହେବ ପ୍ରାଣବନ୍ଧୁ ।
ଟିକି ଟିକି ଭାଙ୍ଗି ଏଇ ମାଟି ଧୂଳି ସଙ୍ଗେ ଦିଅନ୍ତି ମିଶାଇ ପରା ଦୃପ୍ତ ବିଦ୍ରୋହରେ ! ଯଦି କେହି ବୋଲନ୍ତା ସେ ନରର ଦେବତା....
ଅନୁତାପାନଳେ ଦଗ୍ଧ ବ୍ରାହ୍ମଣ, ଶୁକ୍ର ଭାବନ୍ତି କଲି ଘୃଣ୍ୟ କର୍ମ
ରାଜଜେମା ଆସି ସେ କାଳେ, ମୁଖ ପୋତି ଉଭା ହୋଇଲେ