ଝଡ କି ଜାଣିନି ଏଠି ଛୋଟ ଏକ ଦୂବର ମୁଁ ଭିନ୍ନ ଏକ ସତ୍ତା ମୁଁ ନୁହେଁ ଆକାଶଚୁମ୍ବୀ ଦ୍ରୁମର ସେ ତୁଚ୍ଛ ଅହମିକା ।
ଝଡପରେ କିଏବା କହୁନ'ଥିଲା, ଭୟଙ୍କର ସେ ଅଦିନ ଝଡଟା କେତେବେଶି ବେଦରଦୀ ଥିଲା !!
ଜୀବନ ସମସ୍ୟା ବହୁଳ...
ଉଷ୍ଣତା ଦେଇ ଆର୍ଦତାରେ ଭିଜାଏ,, ଉଜାଣି ବୃକ୍ଷରୁ ସ୍ମୃତି ଶେଫାଳି ଝରାଏ,, ସୁଧରିଆ ମନକୁ ଚହଲାଇ ଝଡ଼ର ଇଗଲ ଉଡାଏ,,
ଫନି ପାଇଁ ଆଡ ଥରୁଛି ବସୁଧା କୁନି ନାନୀ ସହ ଅନଳ ପାଶେ ପାଦ ତଳେ ଆଜି ଲାଗୁନି ଭୂଇଁରେ ଚାନ୍ଦ କି ସତେ ହସ୍ତରେ ।
କହୁଥିଲା ତୋଳିଦେବି ସରଗର ସୁନାଚାନ୍ଦ ଗୋଟିଗୋଟି ତାରା ଫୁଲ ଆକାଶ କୁସୁମ କେଉଁ ଘୋଡା ଆଣିଦେବି କହ ପକ୍ଷୀରାଜ ନା’ ମନପବନ ?