ଆତୁର ପରାଣେ ଥିଲା କେଉଁ କାଳୁ ବିଚ୍ଛେଦର ଅଭିମାନ ଅଧରେ ଅଧର ଛୁଉଁ ଛୁଉଁ କେତେ ଉଠିଛି ପ୍ରଣୟ ତାନ ।
ବୁଝେଇ କହିଲି ତୋତେ ରେ,ଘର ଅଗଣା ଉଦାସୀ ନୟନ ତୋଳି ଆଉ ଅନାନା
ଵିଶ୍ଵ ମାତୃଭାଷା ଦିବସ ବାରତା ଭାଷା ପ୍ରତି ବଢୁ ପ୍ରୀତି ସଵୁ ପ୍ରଦେଶରେ ଭାଷା ପ୍ରୀତି ଭାସେ ଓଡ଼ିଶାର ଅବନ୍ନତି
ନିଝୁମ ,ନିଶୂନ , ନିସ୍ତବ୍ଧ ମୁହୂର୍ତ୍ତେ ତୁମେ ନିତି କାହିଁ ଭେଟ ବେଦନା , ବିଧୂର ,ବିରହ ହୃଦୟେ ପ୍ରଶମନ କର କ୍ଷତ ।
ବିରହୀ ଋତୁ ବି ସାଜଇ ପ୍ରଣୟ ତୁମର ସେ ଆଗମନେ ପ୍ରେମର ରଙ୍ଗରେ ଅବିରର ଛିଟା ବୋଳିଦିଏ ପ୍ରତିକ୍ଷଣେ ।।
ଉତଫୁଲ୍ଲିତ ସମୃଦ୍ଧି ହୃତ ଗୌରବ ଦୁର୍ଭାଗ୍ଯର ମୂଳୋତ୍ପାଟନ ଅବନତିକୁ ଅଣଦେଖା ପରାଧୀନତା ପ୍ରତି ବିତସ୍ଫୃହ।