ମନେପଡେ ସେ ପିଲାଦିନ
ପିଲାବେଳୁ ବୁଢା ହେବାଯାଏ ଆଖିରେ ଜ୍ୟୋତି ଭରେ ଦୁନିଆକୁ ଚିହ୍ନାଏ ଓଠେ ଫୁଟାଏ ଶବ୍ଦର ଫୁଲ ସୁନ୍ଦର ଉପବନଟିଏ ସେ ।
ହାତ ଗୋଡ ଧରି ପିଲା ଦୁଇଜଣ ମାଆ ଙ୍କୁ ଭୁଲ ମାଗିଲେ ଆଉ ଯିବୁ ନାହିଁ ନ ପଚାରି କେବେ ଏଇ ଥର କ ପାଇଁ ଛାଡ କହିଲେ l
ଏ ପୁରୁଣା ଜୀବନକୁ ଫେରିବାର ତ ବାଟ ନାହିଁ ଆଉ ଆଜି ବାପା ମାଙ୍କ ହାତରେ ସେ ଛାଟ ନାହିଁ
ଚଳିବା ଚଳେଇବା ଭିତରେ କେଜାଣି କେମିତି ସମୟଟା ବହିଯାଏ କ୍ଷୀପ୍ରଗାମୀ ନଦୀଟିଏ ପରି ;
ବାହାନା ଖୋଜି ଅଣ୍ଟାଲୋଡେ ଖଟ ମୁଣ୍ଡ ଆଉ ସମ୍ଭାଳେ କି ବୋଝ, ଢୁଳେଇ ଢୁଲେଇ ଆଖି ସାଉଁଟେ ଆଖିଏ ନିଦ ଯେବେ ଛୁଏଁ... ହାତ ...