ସମସ୍ୟାରୁ ଯେଣୁ ପାଉ ନାହିଁ ମୁକ୍ତି ଛଟପଟ ମନ ହୁଏ ଦିନକୁ ଦିନ ତ ରକ୍ତ ଚାପ ବଢ଼େ ହୃଦ୍ଘାତେ ପ୍ରାଣ ଯାଏ
ଗ୍ରୀଷମର ଦାଉ ବଡ଼ ବିଷମଟି ହୁଏ କେତେ ଗୁଳୁଗୁଳି , ସେଇଥିପାଇଁକି ଦେଉଳୁ ବାହାରି କରିବେ ନଉକା କେଳି
ବାଇଶି ପାହାଚେ ନାହିଁତ ଗହଳୀ ସି°ହଦ୍ବାର ଖାଲିଖାଲି ଅରୁଣ ସ୍ତମ୍ଭକୁ ଛୁଇଁ ହେଉନାହିଁ
ଚନ୍ଦନ ଯାତ୍ରାକୁ ଆସିଲୁନି କାହ୍ନୁ ଚାପ ହେଲା ନାହିଁ ନରେନ୍ଦ୍ର ଜଳେ କାନ୍ଦେ ପୁଷ୍କରିଣୀ, କାନ୍ଦିଲା ଧରଣୀ ନନ୍ଦା ଭଦ୍ରା ଦୁଃଖେ ଅଧୀ...