ଥିବ ଭଲ ଚାଲି ଢଙ୍ଗ, ଯୌବନର ରୂପ - ରଙ୍ଗ । ଯୌବନର ଗୁଣ ପରୀକ୍ଷା କର, ଥିଲେ କୁଗୁଣ କେବେ ନ ଆଦର ।
ମନରେ ଛନ୍ଦ କପଟ, ବିଷାକ୍ତ ହୃଦୟ ପଟ । ବେଶି ମିଳାମିଶା କଳିଯୁଗରେ, ସବୁଠୁ ଖରାପ ବୁଝ ଅନ୍ତରେ
ବୋଲନ୍ତି ସାଧୁ ବାଣୀ ସ୍ୱାର୍ଥକୁ ଆଗେ ଆଣି । ଚରିତ୍ର ଦେଲେ ସାରି ପଛରେ ପଡି ନାରୀ । ସାହିତ୍ୟ ଚାଷ କରି ପୁରସ୍କାର କୁ ଧରି ।
ଆଜି ଯିଏ ଶିଶୁ କାଲି ସେ ହୋଇବ ଏ ଦେଶର ନାଗରିକ ଭଲ ପାଠ ପଢ଼ି ସୁନାମ ଆଣିବ ରଖିବ ଏ ଜାତି ଟେକ l
ବୈଦିକ ବୈଧବ୍ୟ ବିଧାତା ଚକ୍ଷୁରେ ନୁହେଁ ଅପରାଧ ରଙ୍ଗ ଭରିଦିଅ ନୂଆ ଉନ୍ମେଷେ ।
ଫୁଲେଇ ପ୍ରିୟା ମୋ ରାଗେ ସେ ଟିକିଏ ଟିକିଏ କଥାରେ ଭାରି ଗେହ୍ଲେଇ ସେ ଋଷି ଯାଏ ନାହିଁ କେବେ ମୋ ଉପରେ