କାହାର ଇସାରାରେ ଏଠି ଜୀବନ ଆଉ ମୃତ୍ୟୁର ଖେଳ କିଏ ସେ ମାଲିକ ଦେଖିଛକି ତାଙ୍କ ମୁଖ,
ପରକୁ କରେ ଅତି ଆପଣା ଶତ୍ରୁ ଜିତା ବାଟ ତାକୁ ଜଣା.
ମନ ମନ୍ଦିରରେ ଈଶ୍ୱରଙ୍କୁ ସ୍ଥାପି ସର୍ବଦା ସତ୍ୟର ମାର୍ଗରେ ଯିବା, ଅନ୍ୟାୟ, ଅନୀତି ଦେଖିଲେ ସାମ୍ନାରେ ନିଜ ପର ଭୁଲି ସବୁ ସମୟରେ
ମଣିଷର ଯେତେସବୁ ଗୁଣ ଦୁର୍ଗୁଣ ଅବଗୁଣ ନେଇ ହାତ ପାଦ ଆଖି ନାକ ଧରି ଉଭା କିଏ ତୁମେ।
ମୁଁ ଏବେ ଭୟମୁକ୍ତ ଦ୍ଵନ୍ଦମୁକ୍ତ ଯେତେସବୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ମହଣ ମହଣ ବୋଝରୁ ମୁକ୍ତ ମୁଁ।।