ପ୍ରାଚୀନ କାଳର ଲୋକଙ୍କୁ ଭେଟିଲେ କହିଦେବି ସବୁତକ ଯୁଗ ବଦଳିଛି ଏ ସଂସାରେ ଏବେ ମିଳିବେ ସମସ୍ତ ଠକ । ଅବୋଧ ଭଳି ମୁଁ ଲେଖିଦ...
ସବୁ ଖାଲି ନିଜକୁ ବାନ୍ଧିବା ଓ ମୁକ୍ତ କରିବାର ଅଦ୍ଭୂତ ଲକ୍ଷଣ ! ହେଲେ ସବୁ,ମଶାଣୀର ମାଟିପରି ଅବୋଧ,ଅଭିଶପ୍ତ, ଅସ୍ପୃଶ୍ୟ ଅଙ୍କନ !!
କିଏ ଶିଖାଇଲା ସେଦିନ ଏ ଦେହ ଖଣ୍ଡିକ ମୁଁ ବୋଲି ଆଉ ପରିପାର୍ଶ୍ବର ଲୋକଙ୍କୁ ମୋର ବୋଲି ?
ମାଗିବିନି ହାତ ପାତି ମୁଁ ଭିକାରୀ ପରି ଦେଉଥିବ ଯାହା ନେଉଥିବି ମୁହିଁ ଅଝଟ ହେବିନି କେବେ ଅବୋଧ ପରି....
ପଦେ ପଦେ ପାନ୍ଥ ପଥ ଦୁର୍ବିସହ ଜତୁଗୃହ ପାନ୍ଥଶାଳା ଜାଗ୍ରତେ ବାହିବୁ ଭେଳା ମମତାର ଛାଇ କେବେ ଲିଭିଯିବ କେହି ତ ଜାଣିନି ପରା ।
ମାତୃକୃପା