• ହୋମ୍
  • କାହାଣୀ
  • କବିତା
  • କୋଟ୍
  • ଅଡ଼ିଓ
  • ପ୍ରତିଯୋଗିତା
  • ପୁରସ୍କାର
  • ଏକାଡେମୀ
  • Buy
  • ବ୍ଲଗ୍
  • ଫୋରମ୍
  • About
  • ଅଳ୍ପ
  • ଅଧିକ
Terms & Condition ଗୋପନୀୟତା ନୀତି

କୋଟ୍

En
English
Hi
हिन्दी
Gu
ગુજરાતી
Ma
मराठी
Or
ଓଡ଼ିଆ
Bn
বাংলা
Te
తెలుగు
Ta
தமிழ்
Ka
ಕನ್ನಡ
Ml
മലയാളം
 Library
Terms & Condition ଗୋପନୀୟତା ନୀତି

ସାଇନ ଅପ୍ କରନ୍ତୁ ଲଗ୍ ଇନ୍
En
English
Hi
हिन्दी
Gu
ગુજરાતી
Ma
मराठी
Or
ଓଡ଼ିଆ
Bn
বাংলা
Te
తెలుగు
Ta
தமிழ்
Ka
ಕನ್ನಡ
Ml
മലയാളം

ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା

ପ୍ରୋଫାଇଲ୍

Odia Abstract Quotes
ଅସଲ ଗଣିତ ଏ ମାନ ଅଭିମାନ
ଭାଗଶେଷ ରହେ ଶୁନ 
ମାନେଇ ପାରିଲେ ହୁଏ ହିସାବ ସମାନ
ନ ପାରିଲେ ଆଉ ଗୁଣୁ ।।
ମାନେଇବା ଟା ମାନସାଙ୍କ ସୂତ୍ର
ମଧୁର କଥା ରେ ହୁଏ ସମାଧାନ,
ସମିକରଣର ସରଳ ସୂତ୍ର ଟା
ପ୍ରେମୀକେ ପ୍ରେମ କାବ୍ୟ ପଢି ଜାଣ ।।
                                        @ଶ୍ରୀୟାକାନ୍ତ ପଟ୍ଟନାୟକ
ସମ୍ପର୍କ ଓ ସନ୍ଦେହ କେବେ ହେଲେ ଏକାଠି ରହି ପାରିବେ ନାହିଁ. ତେଣୁ କାହା ଉପରେ ସନ୍ଦେହ କରିବା ପୂର୍ବରୁ ତା ସହ ସିଧାସଳଖ ଭାବରେ ଆଲୋଚନା କରନ୍ତୁ. କାରଣ କ୍ଷତ ସିନା ଭରିଯାଏ  କିନ୍ତୁ ଚିହ୍ନ ଛାଡିଯାଏ
"  ଚିରସ୍ରୋତା ଏବଂ ଖରସ୍ରୋତା ଜୀବନର ଦୁଇଟି ନଈ "

               
                            -: ଡଃ ଶିବ ପ୍ରସାଦ ତ୍ରିପାଠୀ :-
ଈଶ୍ୱର ତୁମେ ମୋର ନିରାଶ ଭରା ଜୀବନରେ
ଆଶାର ଦୀପାଳି ନେଇ ଆସିଛ ।
ସବୁ ତ ଦେଇଛ 
ଆଉ କଣ ମାଗିବି ମୁହଁ  ଖୋଲି
ତୁମେ ପରା ମୋ ଅନ୍ତର ପଢି ପାରୁଛ
ଜୀବନରେ ମୋର ଯଦି ବେଦନା 
ଦେବାର ଥାଏ।
ମୋ ମନ ପାହାଡ ପରି କର 
ଗୋଟେ ବୁନ୍ଦା ଲୁହ ନ ଝରୁ ମୋ ଆଖିରୁ .......। Reeta aparajeeta Mohanty
ସତ୍ୟ,ନ୍ୟାୟ ରେ ଚଳିଲେ ସମସ୍ତ ଙ୍କ ଉନ୍ନତି ହୁଏ।ଲେଖିକା ରୀତା ଅପରାଜିତl ମହାନ୍ତି
କିଛି ଲୋକଙ୍କୁ ଭଲପାଇବା ମୋ ଭୁଲ୍ ଥିଲା।
ଆଉ କିଛି ଲୋକଙ୍କୁ ଭୁଲିଯିବା ମୋ ଭୁଲ୍ ଥିଲା।କିନ୍ତୁ ଭୁଲ୍ ର ଗଭୀରତା ବଢିଗଲା,ଯେବେ କିଛି ମୁଁ ଭଲ ପାଉଥିବା ଲୋକ ମାନଙ୍କ ପାଇଁ କିଛି ମୋତେ ଭଲ ପାଉଥିବା ଲୋକଙ୍କୁ ଭୁଲିଗଲି।
ଈଶ୍ବର ସବୁଠି ବିଦ୍ୟମାନ। ତାଙ୍କ ସ୍ୱରୂପ କୁ ବୁଝିହୁଏନି।ହେଲେ ସେ ସବୁବେଳେ ଆମ ପାଖରେ ଉପସ୍ଥିତ ଅଛନ୍ତି ଆମ ଜାଣତ ରେ ବା ଅଜାଣତରେ। ଲେଖିକା ରୀତା
ଆମ ସଫଳତା ଆମ ଖୁସିର  ରହସ୍ୟ ନୁହେଁ ବରଂ ଆମ ଖୁସି ହିଁ  ଆମ ସଫଳତାର ରହସ୍ୟ  l
ଭୁଲ୍ ଯାଣତରେ ହେଉ କିମ୍ବା ଅଜଣାତରେ ହେଉ ଭୁଲ୍ ଟା ସବୁବେଳେ ହିଁ ଭୁଲ୍।
" ଯେବେ ଆଗକୁ ବଢିଲି 
   ନଈ ପଛରୁ ଡାକିଲା 
   ବାଙ୍କ ମୁହାଁ ହେଲାବେଳେ 
   ସ୍ମୃତିର ପଠାରେ 
   ମୁହୂର୍ତ୍ତର ଫଳକ ହସୁ ଥିଲା ।।"

             - : ଡଃ ଶିବ ପ୍ରସାଦ ତ୍ରିପାଠୀ  :-
" ବଡହେଲେ ବାପା ତୁମପରି ହେବି
   ଗୀତା-ଭାଗବତ ନିତି ପଢୁଥିବି ।।"
 
             -:ଡଃ ଶିବ ପ୍ରସାଦ ତ୍ରିପାଠୀ :-
ନିଜେ ରୋଜଗାର କରି ଖାଇବା --କୃତି
ନିଜେ ରୋଜଗାର କରି ଖାଇବା ଓ ଅନ୍ୟ କୁ ଖୁଆଇବା --ସଂସ୍କୃତି 
ନିଜେ ରୋଜଗାର ନ କରି ଅନ୍ୟ ର ଖାଇବା --ବିକୃତି
ସିନେମା କେବଳ ମନୋରଞ୍ଜନ ପାଇଁ  ନୁହେଁ।ବେଳେବେଳେ ଏହା ପ୍ରେରଣା ଦିଏ । କେବେ ଦେଶ ପ୍ରେମରେ ବି ଭରିଦିଏ। 
 ରାଜି,ଛପାକ ,ଉରୀ ପରି ଚଳଚ୍ଚିତ୍ର ତା ଉଦାହରଣ। ଲେଖିକା ରୀତା
ଲୋଭ , ମୋହ, ମାୟା ସଂସାରରେ  ମରୀଚିକା ପଛରେ ଧାଇଁ  
ଧାଇଁ କେବଳ ପାଇଛି ମୁଁ ପ୍ରତାରଣା ଆଉ ପ୍ରତାରଣା ।         
                           ଆଶିଷ କୁମାର ସ୍ବାଇଁ
କେବେ ଖରା କେବେ ଛାଇ
ଜୀବନର ଗାଥା ଏହି । 
ସୁଖେ ଯଦି ଏତେ ହସ !
ଦୁଃଖେ କାନ୍ଦ କାହିଁ ପାଇଁ?
ବଡ଼ ବିଚିତ୍ର ଏ ଦୁନିଆ, "ସମ୍ପର୍କ "ଅଧିକ ମଜବୁତ ହେଲା ବେଳକୁ ଭଗବାନ ତାକୁ ଛିଡ଼ାଇ ଦିଅନ୍ତି।
00:00
00:00
Download StoryMirror App