Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ଝରଝର ନାଦ...

ଝରଝର ନାଦ ଶ୍ରାବଣର କିମ୍ପା କରେ ଦୁନିଆ ଠୁ ପର। ଶୀତଳ ମଳୟ ଶୀତଳତା କିଆଁ ମନରେ ଲଗାଏଁ ସେ ମିଠା ନିଆଁ। କଦମ୍ବ ଫୁଲର ତନୁ ଯେମିତି ରୋମାଞ୍ଚିତ ଭାବ କାହିଁ ଏମିତି। ଜଗାଉଛି ତୃଷିତର ଭାବନା ମନ କାହିଁ ହୁଏ ତ ଆନମନା। ....ଚିନ୍ମୟୀ ସାହୁ।

By Chinmayee Sahoo
 131


More english quote from Chinmayee Sahoo
1 Likes   0 Comments
1 Likes   0 Comments
1 Likes   0 Comments

Similar english quote from Abstract