I'm Ranita and I love to read StoryMirror contents.
ସତରେ ଏ କୁଆଁର ପୁନେଇଁ ଜହ୍ନଟା କେତେ ଫୁଲେଇ.... ସତରେ ଏ କୁଆଁର ପୁନେଇଁ ଜହ୍ନଟା କେତେ ଫୁଲେଇ....
ଯେତେ ସବୁ ସାଇତିଛି ଆବେଗର କୋହକୁ ହୃଦୟ ପେଡିରେ, ଫିଟେଇ ଦିଅନ୍ତି...ତୁମରି ଆଗରେ ଯେତେ ସବୁ ସାଇତିଛି ଆବେଗର କୋହକୁ ହୃଦୟ ପେଡିରେ, ଫିଟେଇ ଦିଅନ୍ତି...ତୁମରି ଆଗରେ
ଏବେ ଭାବିଲେ ହସ ଲାଗେ, ସମୟର ଗତିପଥ କେବେ ବଦଳେନି.... ଏବେ ଭାବିଲେ ହସ ଲାଗେ, ସମୟର ଗତିପଥ କେବେ ବଦଳେନି....
କିଛି ମିଛି ମିଛିକା ଆଉ କିଛି ସତ ସତିକା,, ମୁଁ ବି,, ନିଜକୁ ବୁଝେଇ ଦିଅନ୍ତି କିଛି ମିଛି ମିଛିକା,,,ଆଉ କିଛି ସତ ସ... କିଛି ମିଛି ମିଛିକା ଆଉ କିଛି ସତ ସତିକା,, ମୁଁ ବି,, ନିଜକୁ ବୁଝେଇ ଦିଅନ୍ତି କିଛି ମିଛି ମ...
ମୁଁହ ସଞ୍ଜ ବେଳ ହେଉ ତା'ର କି ଯାଏ ଆସେ,, ସେ ତ ସଞ୍ଚରି ଯାଏ ହୃଦୟରେ ମୁଁହ ସଞ୍ଜ ବେଳ ହେଉ ତା'ର କି ଯାଏ ଆସେ,, ସେ ତ ସଞ୍ଚରି ଯାଏ ହୃଦୟରେ
ସ୍ବପ୍ନଟା ବି କମ୍ବଳ ଟେକି ଆଖିର ଅଳସକୁ ଭାଙ୍ଗେ ଥରି ଉଠେ ମନ ଆଉ ପ୍ରାଣ..... ସ୍ବପ୍ନଟା ବି କମ୍ବଳ ଟେକି ଆଖିର ଅଳସକୁ ଭାଙ୍ଗେ ଥରି ଉଠେ ମନ ଆଉ ପ୍ରାଣ.....
ତୁମେ ମୋ ଆଶା ମୋ ଭରଷା... ତୁମେ ମୋ ଆଶା ମୋ ଭରଷା...
ସଞ୍ଜ ହେଲା ଫେସ୍ ବୁକ୍ ର ଷ୍ଟାଟସ୍ ମିସଙ୍ଗ୍ ସମ୍ ଓ୍ବାନ ଭେରି ବ୍ୟାଡଲି,,,ସହ। ସଞ୍ଜ ହେଲା ଫେସ୍ ବୁକ୍ ର ଷ୍ଟାଟସ୍ ମିସଙ୍ଗ୍ ସମ୍ ଓ୍ବାନ ଭେରି ବ୍ୟାଡଲି,,,ସହ।
ମନରେ ଏକ ସମ୍ପର୍କର ରଙ୍ଗ ବୋଳିଦେଲା ତୁମେ ଖାସ୍ ହୋଇଗଲ ତୁମ ପାଇଁ ମୋ ପୂଜାଘରେ ଦୀପ ଜଳିଲା ମନରେ ଏକ ସମ୍ପର୍କର ରଙ୍ଗ ବୋଳିଦେଲା ତୁମେ ଖାସ୍ ହୋଇଗଲ ତୁମ ପାଇଁ ମୋ ପୂଜାଘରେ ଦୀପ ଜଳିଲା
ସତରେ ଜୀବନଟା ତ ଏକ କବିତା... ସତରେ ଜୀବନଟା ତ ଏକ କବିତା...