Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Rajeet kumar Das

ସମସ୍ତ ଙ୍କୁ ଭଲ ପାଇବା

  Literary Captain

ମାଟି

Others

ରାମ ନାମ ହରି ନାମ ରହିରହି ଶୁଭୁଥିଲା ତା ପରେ ମକରାଟା ମାଟିରେ ମିଶିଲା ସିଏ ବି ତ ମାଟି ଥିଲା.....

1    0 0

ସହରରେ ରାତି ଅଛି ନିଦ ନାହିଁ ଜମା

Action

ସହର ରେ ନିଦ କାହିଁ ଏଠି ରାତିସାରା ବତି ଖୁଣ୍ଟ ଜଳେ ଝିଙ୍କାରୀର ଶବ୍ଦ ଆଢୁଆଳେ ନିଦ ଏଠି ଶୋଇଯାଏ

1    319 42

ମୋ ପରିସୀମା

Others

ନିର୍ଜନତା ବୋଧେ ବନ୍ଧୁ ଆଜି ମୋର ପରିଚୟ ହୀନ ସମାଜ ରେ ବନ୍ଧୁ ପରିବାର ସଖା ସହୋଦର ଏକା କରି ଚାଲିଗଲା ପରେ।

1    180 5

ବୋଉ

Tragedy

କିଏ କହେ ତାକୁ କାହିଁକି ଖୋଜୁଛୁ ସିଏ କଣ ତୋତେ ମିଳିବ ଆଉ ଜୁଇ ରେ ପାଉଁଶ ହେଇଗଲା ପରେ ତେବେ କଣ ଆଉ ଫେରିବ ବୋଉ।

1    45 0

ବୋଉ

Others Tragedy

କିଏ କହେ ତାକୁ କାହିଁକି ଖୋଜୁଛୁ ସିଏ କଣ ତୋତେ ମିଳିବ ଆଉ ଜୁଇ ରେ ପାଉଁଶ ହେଇଗଲା ପରେ ତେବେ କଣ ଆଉ ଫେରିବ ବୋଉ।

1    6 0