@y4ym8nhj

Prasanta K Mahakud
Literary Captain

3
Posts
2
Followers
3
Following

ଛୋଟ ବେଳୁ ହିଁ ଗପ ପଢିବାକୁ ଭାରି ଭଲ ଲାଗେ । ଖରା ଛୁଟି ହେଲେ ସାଙ୍ଗ ମାନଙ୍କ ଠାରୁ ଜହ୍ନମାମୁଁ ବହି ସଂଗ୍ରହରେ ଲାଗିପଡୁଥିଲି । ପରେ ପରେ ପତ୍ରପତ୍ରିକା, ଗପବହିରୁ ଗପ ପଢିବାକୁ ଲାଗିଲି । କିଛି ଗପ ବହୁତ ଥର ପଢିଛି । ଏବେ ନୂଆ କରି ଲେଖିବା ଆରମ୍ଭ କରିଛି । ଆଶା କରୁଛି ଲେଖା ଗୁଡିକ ଭଲ ଲାଗିବ ।

Share with friends

No Poem contents submitted





Feed

Library

Write

Notification

Profile