@xy3mpcix

Nayak Akshaya raazhasti
Literary Captain
605
Posts
121
Followers
7
Following

ଜୀବନ ର ଦାସ ଟିଏ

Share with friends
Earned badges
See all

Submitted on 31 Oct, 2020 at 15:12 PM

ଘର .. ଚାରି କାନ୍ଥ ର ବର୍ଗାକାର ସ୍ନେହ ଶ୍ରଦ୍ଧା ପ୍ରେମ ସଂସ୍କାର ଫୁଟି ଉଠି ବାସେ ନିରନ୍ତର

Submitted on 30 Oct, 2020 at 16:43 PM

ମାଆ ମମତା ଚିର ବନ୍ଦିତା ଯୁଗେ ଯୁଗେ ପ୍ରମାଣିତ ଦେବ ମାନବ ବ୍ରହ୍ମ ବେତ୍ତା

Submitted on 30 Oct, 2020 at 16:38 PM

ସେ ମୋ ବାପା ଯେ ଛାତି କୁ ଦିଅନ୍ତି ସାହସ ପାଦ କୁ ଦିଅନ୍ତି ଶକ୍ତି ଆଉ ହାତ ହୁଏ ଯାହାଙ୍କ ପାଇଁ ଅନୁକମ୍ପା

Submitted on 02 Jul, 2020 at 11:14 AM

ଅନ୍ତର ର ଇଛା ଶକ୍ତି କୁ ବିକଶିତ କରିବା ହିଁ ଆଶା

Submitted on 24 Jun, 2020 at 07:13 AM

ଆକାଶ ଖୋଜେ ମାଟି ସାହସ ଖୋଜେ ଛାତି @ରାଜହସ୍ତୀ

Submitted on 22 Jun, 2020 at 18:55 PM

ଇର୍ଷା ସବୁବେଳେ ନାଲି ରଙ୍ଗ କୁ ଭଲ ପାଏ ଓ ଅନ୍ୟ କୁ କଣେଁଇ କଣେଁଇ ଚାହିଁ ଦିଏ @ରାଜହସ୍ତୀ

Submitted on 21 Jun, 2020 at 19:56 PM

ବାପା ବର ଗଛ ତୁଲ୍ୟ ଯେମିତି ମଜଭୂତ ସେମିତି ଶାନ୍ତ ଶୀତଳ @ରାଜ ହସ୍ତୀ

Submitted on 21 Jun, 2020 at 04:42 AM

ମହାପ୍ରଭୁ ଶ୍ରୀଜଗନ୍ନାଥ ଯୋଗ ବିଦ୍ୟା ର ଗୁହ୍ୟ ସିଂହ, ଯାହା କୁ ନିରେଖି ଦେଖିଲେ ସାଂସାରିକ ବିଷୟାସକ୍ତ ନ ହୋଇ ଓଁକାର ରେ ବିଲୀନ ହେବାକୁ ପଡ଼ି ଥାଏ @ରାଜହସ୍ତୀ

Submitted on 20 Jun, 2020 at 07:33 AM

ସଙ୍ଗୀତ ସବୁରି ହୃଦୟ କୁ ସ୍ପର୍ଶ କରେ ସତ କିନ୍ତୁ ସେଇ ଭାବ ରେ ଆତ୍ମ ଲୀନ ହେବା କ୍ଵଚିତ୍ ଦେଖାଯାଏ @ରାଜ ହସ୍ତୀ


Feed

Library

Write

Notification
Profile