Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Seetaram Dash

  Literary Colonel

ଇଣ୍ଡିଆନ ଆର୍ମି

Inspirational

ଜାତୀୟ ପତାକା ଆକାଶେ ଉଡେ, ଦେଶ ଲାଗି ବୀର ସୈନିକ ଲଢ଼େ

2    201 0

ମା

Others

ଭଗିଆର ସାନ ପୁଅ ତା ଅଜାଙ୍କୁ ପଚାରିଲା ଆମେ ଏତେ ଲୋକ ଆଉ ଆମ କୁକୁର ବି ଅଛି, ନେଉଳକୁ ଡର ଲାଗୁନି, ଛୁଆ ପାଖକୁ ଚାଲି ଆସ...

2    247 2

ପ୍ରେରଣା

Others

ଏବେ କୁନା ସ୍କୁଲରେ ଶିକ୍ଷକ ମାନଙ୍କର ସବୁଠୁ ଅତି ପ୍ରିୟ ଛାତ୍ର। ସ୍କୁଲରୁ ଗାଁ ପର୍ଯ୍ୟନ୍ତ ସବୁଠି କୁନାର ପ୍ରଶଂସା। ଯେ...

5    64 1

ଅବୁଝା କଥା

Others

"ରୋଜି ଯଦି ମୋ ପାଟିରୁ ଶୁଣିବ ତରକାରି ଭଲ ହୋଇଛି, ସବୁତକ ମୋ ଥାଳିରେ ଢାଳି ପିଆଜ ଲୁଣ ଲଗେଇ ଖାଇବ"।

1    233 0

ବାପା

Inspirational Others

କାଳୁ ଅପରାଧୀ ଭଳି ତଳକୁ ମୁଣ୍ଡ କରି ଠିଆ ହେଲା । ଆଉ ସବୁ ପିଲା ବସିଥିଲେ । ପ୍ରଧାନ ଶିକ୍ଷକ କହିଲେ, କାଳୁ ତୁ ଆସିଲୁନି...

1    80 1

ହିସାବ

Tragedy

ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ପୁଣି ରାତି ଦଶ ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଦୀ ଘର। ଗୁହାଳେ ଅନେକ ଗୋରୁଗାଈ।...

2    344 2

କଳି ଯୁଗ ସାବିତ୍ରୀ

Romance Tragedy

ଜୀବନରେ କେବେ ଦୁହିଁଙ୍କର କଳି ଝଗଡା ହୋଇନି। ବୟସ ବେଳେ ସକାଳର ନିତ୍ୟକର୍ମଠୁ ଆରମ୍ବ କରି ସନ୍ଧ୍ୟାରେ ଭାଗବତ ଟୁଙ୍ଗିକୁ ...

1    45 0

ଅକ୍ଷୟ ତୃତୀୟା

Tragedy Inspirational

ଏ ସବୁ ଭାବିଲା ବେଳେ ସେ କାନ୍ଦ କାନ୍ଦ ହୋଇଗଲା କିନ୍ତୁ କାନ୍ଦି ପାରିଲାନି।

1    63 0

ଠିକଣା ବିହୀନ ଚିଠି

Tragedy

ଆମ ଭଲ ପାଇବାର ପ୍ରଥମ ସନ୍ତକ ହେବ ଆମ ସ୍ୱପ୍ନର ସୌଧ, ସୌଧ ନୁହେଁ ତ ସ୍ୱପ୍ନର ରାଜମହଲ। ତୁମେ ପୋତିଥିବା ଚାରା ଗଛଟି ମହା...

2    364 1

ଭକ୍ତି ଓ ଭଗବାନ

Others

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ମତେ ଭକ୍ତିରେ ଫଳ,ପୁଷ୍ପ କିମ୍ବା ପତ୍ର ଅର୍ପଣ କରିବ ମୁଁ ତାକୁ ଆଦରରେ ଗ୍ରହଣ ...

5    389 2

କର୍ତ୍ତବ୍ୟ

Inspirational Others

ଭାବଗ୍ରାହୀ ବାବୁ କଷ୍ଟରେ ଆଉଟୁ ପାଉଟୁ ହେଉଥାନ୍ତି। ବଡ଼ ପାଟିରେ କହୁଥାନ୍ତି କୁନାରେ ଆଉ ସମ୍ଭାଳି ପାରୁନି। ମତେ ଟିକେ ...

3    132 3

ବାତ୍ୟା ପରେ ପରେ

Others

ସନା ଭାଇଟା ଦୁଇଦିନ ହେବ ମୁଣ୍ଡରେ ହାତ ଦେଇ ବସିଛି। ଆର ବର୍ଷ ନୂଆ କରି ପାନ ବରଜ କରିଥିଲା।ପଚାଶ ହଜାର ଟଙ୍କା ଏବେ ବି କ...

2    125 1

ଚାଷ ଏବଂ ଚାଷୀ

Inspirational

ଯେଉଁ ବୀର ଜାତି ନିଜର ଗଭୀର ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ, ଅସୀମ ଧର୍ଯ୍ୟ ଏବଂ ଅସାଧାରଣ ସାଧନା ବଳରେ ଦେଶ ବିଦେଶରେ ନାଁ...

1    162 2

ମାନ ଅଭିମାନ

Classics

ବିବେକହୀନ ଚକରା ନିଜ ହିତାହିତ ଜ୍ଞାନ ହରେଇ ରାଣୀ ମାଉସୀକୁ ପିଟିବା ଆରମ୍ଭ କଲା। ଚକରାର ସ୍ତ୍ରୀ ପାଟିତୁଣ୍ଡ ଶୁଣି ଦୌଡି...

3    96 1

ମୁଁ ରିକ୍ସାବାଲା

Others

"ଆହାର ଯୋଜନା"ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ କରି ସେଇ ଟଙ୍କାରେ କିଛି ରୋଜଗାର ସୃଷ୍ଟି କଲେ ମୋ ଭଳି ଗରିବ ମାନେ ଭୋକି...

3    112 4

ଚଷମା

Others

ଆସିଲା ବେଳେ ସୁତା ଲୁଗା ଖଣ୍ଡେ ଭଲ କରି ଆଣି ନ ଥିଲା। ଏବେ ଶାଢ଼ୀ ଚୁଡି, ଗହଣା ଗାଣ୍ଠି ରେ ଭାସୁଛି।

2    332 10

ପଖାଳ

Others

ବୋଉ ଜହ୍ନି ହେଉ, ଭେଣ୍ଡି ହେଉ କି ବାଇଗଣ ଟିଏ ପୋଡି ଦେଲେ, ଦୁଇ କଂସା ପଖାଳ ଖାଇ ଦେଉଥିଲେ ସେ ଦୁଇ ବେଳା।

3    456 34

ଚିନୁ

Inspirational

ଆଗ୍ରହ ଏବଂ ନିଷ୍ଠା ଦ୍ଵାରା ମଣିଷ ଅସମ୍ଭବ କୁ ସମ୍ଭବ କରିପାରେ। ଅନ୍ୟ ପାଇଁ ନୁହେଁ ପ୍ରଥମେ ନିଜ ପାଇଁ ଲେଖ।

4    211 5

ଗାଁ ମୁରବି

Others

"ବାର ବର୍ଷ ହେଲା ବହୁତ କଲାଣି। ଆଉ ନୁହେଁ। ତମେ ତ ସବୁ ଶୁଣିବ ଘର ଭିତରେ ମାଛି ଭଳି ବସିବ"।

2    530 29

ବଉଳ

Others

ଅନେକ ବର୍ଷ ପରେ ଉଚ୍ଚ ନ୍ୟାୟାଳୟରୁ ବିଚାର ଆସିଲା "ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ନିର୍ଦୋଷ ରେ ଛାଡି ଦିଆଗ...

4    383 28

ଧୂଳି

Others

ଦଶ ବର୍ଷ ପରେ ଗୁଡ଼ିଆ ଘର ଗାଡି ଘୋଡା ଭଲ ମନ୍ଦ ସବୁ ଅଛି କିନ୍ତୁ ଚମ୍ପା ମାଉସୀର କର୍ପୂର ଉଡିଯାଇଛି ଖାଲି କନା ପଡିଛି।

1    526 33

ସମ୍ବଲପୁରର ସଞ୍ଜନା

Others Tragedy

କେବଳ ପଶ୍ଚାତାପ ଛଡା କିଛି ଉପାୟ ନ ଥିଲା।ସୁମନର ସବୁ ହସ ଖୁସି ସହ ଚାଲିଯାଇଥିଲା ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ପାଞ୍ଚ ଲକ...

3    265 41

ଶାଶ୍ୱତ ପ୍ରେମ

Tragedy

ଜୀବନର ଅପରାହ୍ନରେ ସେଇ ଛୋଟିଆ ଚାଳ ଘରେ ଯମୁନାର ସ୍ମୁତିକୁ ପାର୍ଥୟ କରି ନୀରବରେ ଏକୁଟିଆ ଦିନ କାଟୁଛନ୍ତି ଯୋଗେନ୍ଦ୍ର।

3    278 5

ମହିଆ କା

Tragedy

ଘରଟିକୁ ଦେଖି ଅଟକି ଯାଇଛନ୍ତି ତପନ ମହାନ୍ତି ଓରଫ ତପୁ।ମନଟା ବିକଳ ହୋଇ ଉଠିଛି, ଦୃଦୟ କାନ୍ଦି ଉଠିଛି। ହଜି ଯାଇଛନ୍ତି ଭ...

4    551 53

ଭାଗ୍ୟ

Inspirational Romance

ପତଙ୍ଗ ମାନେ ପ୍ରଜାପତି। ଏବେ ପ୍ରଜାପତି ମାନେ ମୋ ଦେହ ଚାରି ପାଖରେ ଉଡି ବୁଲୁଛନ୍ତି। ଆଉ ଗୋଟେ ଖୁସି ଖବର, ଘରେ ବାହାଘର...

5    580 43

ବିଶ୍ୱାସ

ମୋର ମା ବୁଢ଼ୀ ଭୁଆଶୁଣୀ(ଗ୍ରାମ ଦେବତୀ) ଉପରେ ଅଖଣ୍ଡ ବିଶ୍ୱାସ ଥିଲା, ମୋ ବୋହୁ ଭଲ ହୋଇ ନିଶ୍ଚୟ ଫେରିବ

8    524 25

ବୋଉ

Abstract

ରଘୁଆ ସ୍କୁଲରୁ ଫେରୁଥାଏ। କିଛି ସାଙ୍ଗ ବାଟରେ ମାରଧର କଲେ। ସମସ୍ତେ ଦ୍ୱିତୀୟ ଶ୍ରେଣୀ ଛାତ୍ର।ଧାନ ବିଲର କାଦୁଅ ପଙ୍କ ରା...

1    568 55

ଲଞ୍ଚ ବକ୍ସ

Tragedy

ଟ୍ରେନରେ ଯେଉଁ ଖାଦ୍ୟ ନ କହିଲେ ଭଲ। ଭାତ ଚାଉଳ ଠୁ ହୀନ। ପାଣିଚିଆ ଡାଲି, ବାସି ଦ୍ରୁଗନ୍ଧ ଯୁକ୍ତ ତରକାରୀ।

3    308 9

ବୋଉର ଫଟ

Others

ଜୟରାମ ବାବୁଙ୍କର ସବୁ ଖୋଜା ସାରିଯାଇଛି।ଦୀର୍ଘ ନିଃଶ୍ୱାସ ଟିଏ ଛାଡି ଜୋରେ ଚାପି ଧରିଛନ୍ତି ଫୋଟଟିକୁ ଛାତିରେ।

2    202 4

ସ୍ଵାର୍ଥ

Tragedy

ଏବେ ଶୀତ ରାତିରେ କାହାକୁ ଶୁଆଇ ଦେଉ ନାହାନ୍ତି ମା ଛେଉଣ୍ଡ ପାଞ୍ଚଟି କୁକୁର ଛୁଆ।

1    249 6

ପରଦାର ଅନ୍ତରାଳେ

Crime Others

ବାପା ଭାଇ ବି ଏତେ କରିବେନି। ପର ଦିନ ସକାଳେ ଗାଁର କିଛି ସାମାଜିକକର୍ମୀ ସ୍ଲୋଗାନ ଦେଉଥାନ୍ତି.....ମଦ ଛାଡ଼, ଗାଁ ଗଢ଼। ...

4    332 10

ଅପରାହ୍ନ

Tragedy

ଶୁଣିଛି ଡାକ୍ତର ଓ ଲେଖକ କେବେ ବୁଢା ହୁଅନ୍ତି ନି। ସମୟ ଅନୁସାରେ ଅଧିକ ରୁ ଅଧିକ ଯୁବକ ହୁଅନ୍ତି ବୋଲି।

3    312 9

କାଳି

Others

ନାନୀ ତୁ ଗଲାଦିନୁ କାଳି ବି କୁଆଡେ ଚାଲି ଯାଇଥିଲା। ଆଜି ଆସିଛି, କେମିତି ଜାଣିଲା କେଜାଣି ତୁ ଆସିଛୁ ବୋଲି

4    349 15

ବୁଢା ନାଉରୀ

Tragedy

ନିଜର ପ୍ରାଣପ୍ରିୟାକୁ ବାସର ଦୀପର କ୍ଷୀଣ ଆଲୋକରେ କଥା ଦେଇଥିଲେ, ନିଜର ଅତି ପ୍ରିୟ ନାଆ ରେ ବୁଲାଇ ନେବାକୁ ନଦୀ ପଥରେ ଅ...

3    431 11

ଦ୍ରୋଣ

Others

ଗୁରୁ ଦ୍ରୋଣ ଏପରି ଅଦ୍ଭୁତ ଧନୁର୍ଦ୍ଧାରିକୁ ଖୋଜି ଖୋଜି ସେଇ ବନବାସୀକୁ ପାଇଁଛନ୍ତି। ସମସ୍ତ ରହସ୍ୟ ଜାଣିବା ପରେ ନିଜର ଅ...

1    363 7

କାବେରୀ

Inspirational Tragedy

କାବେରୀ ଆଜି "ପ୍ରଗତି ଅନ୍ଧ ମୁକ ବଧିର ସ୍କୁଲ" ରେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନେକ କୁନି କୁନି ବେସାହାରା ପିଲାମାନଙ୍କ...

3    1.6K 13

ଅଳ୍ପ ବିରାମ

Others

ପ୍ରେମ ସବୁବେଳେ ଅନ୍ଧ, ମୁଁ ବି ତୁମକୁ ଅନ୍ଧ ପରି ଭଲପାଏ।

4    5.0K 11

ମଧୁ ଚନ୍ଦ୍ରିକା

Romance

ଆଜି ଅନିତାକୁ ଲାଗୁଚି, "ମା କୋଳରେ ଶୋଇଛି ପ୍ରଥମ ଥର ପାଇଁ"

3    2.7K 12

ଭାଇ

Inspirational

କିନ୍ତୁ ରହିପାରିଲାନି ନିଲୁ।ଭଉଣୀର ସ୍ନେହ ଆଗରେ ସବୁ ଲାଗିଲା ଫିକା। ଟଙ୍କା ଆଜି ନ ହେଲେ କାଳି ଆସିବ।

3    3.2K 13

ପଖିଆ

Inspirational Tragedy

ଦୁଇ ହାତରେ ଉଠାଇ ଧରିଛି ପାଖିଆର ଦୁଇ ପାର୍ଶ୍ୱକୁ। ହେଲେ ପର ମୁହୂର୍ତ୍ତରେ ଅନୁଭବ କରିଛି ନିଜ ହାତ ମୁଠାରେ ଅଛି କେବଳ କ...

4    4.6K 19

ନିରୀହ ଝିଅଟିଏ

Others

ତମେ ଚକ୍ରରେ ବୁଲାଅ ସାରା ଜଗତ, ମହା ଭାରତ ମହା ଭାରତ

8    3.4K 9

ଲେଲି, ଏକ ଅମୂଲ୍ୟ ରତ୍ନ

Tragedy

ଭାଇ ଲେଲିର ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଛୋଟ ସମାଧି ମନ୍ଦିରଟିଏ ନିର୍ମାଣ କଲେ। ସେଥିରେ ଲେଖିଥିଲେ ଲେଲି, ମୁଁ ତା ପାଖର...

5    7.1K 18

ଶେଷ ସନ୍ତକ

Others

ଏ ଟଙ୍କାଟା ମୋ ପାଇଁ ଜଗନାଥଙ୍କ ନିର୍ମାଲ୍ୟ ପରି, ତୁମେ ତୁମ ଟଙ୍କା ପାଇ ମୋତେ ପାପରୁ ମୁକ୍ତି କରିଦେଲ

4    1.3K 9

ଛାଡ଼ଖାଇ

Others

ଏବେ କାଲୁ ମିଆଁ ମାଂସ ବିକ୍ରି ଛାଡି ଲୁଗାପଟା ବ୍ୟବସାୟ କରୁଛି, ବହୁତ ଭଲରେ ବି ଅଛି।

4    9.0K 15