Pabitra Das
Literary Colonel
19
Posts
14
Followers
0
Following

ସାହିତ୍ଯ ସାଧନା ।କବିତା ରଚନା ଏବଂ ଅନ୍ଯାନ ସମାଲୋଚନା ଲେଖିବାରେ ରୂଚି ରହିଛି ।

Share with friends
Earned badges
See all

ମନରେ ମୋହର କେତେ ଯେ ଭାବନା ଭାଷାରେ କହିହୁଏନା ହୃଦୟରେ ଅଛି ଅସଂଖ୍ୟ ଯନ୍ତ୍ରଣା କାହା ଆଗେ କହି ହୁଏନା ।। © ପବିତ୍ର..

ତୁମେ ମନ୍ଦାକିନୀ ହୈମବନ୍ତୀ ସମ ଆସିଥିଲ ମୋ ଜୀବନେ ମନ ଉପବନେ ବହି ଯାଇଥିଲା ପ୍ରେମର ରାଗିଣୀ ଦିନେ ।। #ପବିତ୍ର_ଦାସ..✍️

ସ୍ବାଧୀନତା ମଣିଷର ଜନ୍ମ ଅଧିକାର ଜୀବନର ବଡ ପଣ ମଣିଷ ଜାତିର ପ୍ରାପ୍ତି ପାଇଁ ଏହିଦିନ କେତେ ଯେ ସଂଘର୍ଷ ହୋଇଥିଲା ଏ ମାଟିରେ ବହୁ ପ୍ରାଣ ପାତ ।। #ପବିତ୍ର_ଦାସ ।

ଜୀବନ ଯୁଦ୍ଧରେ କେବେ କେବେ ଥରେ ହାର ଜିତି ହୋଇଥାଏ ମନର ଭିତରେ ବିଜୟୀ ହେଲେ ବି ହୃଦୟରେ ସାରିଥାଏ ।। ସ୍ଵପ୍ନରେ ତୁମକୁ ଭାବିଲେ ଥରେ ବି ତମେ କେବେ ଆସୁନାହଁ ବାସ୍ତବ ଜୀବନ ମରଣ ସମାନ ତମେ କେବେ ବୁଝିନାହଁ ।।

ଦୁନିଆର ଲୋକବାକ ହାନିଲାଭ ସବୁ ଏଠି ଲାଗେ ମହରଗ ପ୍ରେମ ଏକା ମୋତେ ଲାଗଇ ଶ୍ବାଶତ ଆଉ ସବୁ ଲାଗେ ତୁଚ୍ଛ.. © ପବିତ୍ର

"ତମେ ଆଉ ମୁଁ ଥିଲେ ଦୁନିଆଟା ସୁନ୍ଦର ଅନନ୍ତ ଆକାଶ ପରି ମନ ମୁଗ୍ଧକର ।।"

ମନକୁ ହଜେଇ ଦେହକୁ ସଜେଇ ତୋ କଥା ଯେବେ ଭାବେ ନୟନ ଯୁଗଳୁ ବୋହିଯାଏ ଅଶ୍ରୁ ରୋକି ପାରେ ନାହିଁ ତାକୁ ।। ପବିତ୍ର ଦାସ

ଦେହ ବଦଳିବା ସହ ମନ ବି ବଦଳେ । ବଦଳିବା ହେଉଛି ସମୟର ନିୟମ । ଏଥିରୁ କେହି ବାଦ୍ ପଡିବେନି । ଏମିତି କି ଈଶ୍ବର ବି ନୁହେଁ ।

ଜୀବନର ରଙ୍ଗମଞ୍ଚରେ ଆମେ ଜଣେ ଜଣେ ଅଭିନେତା ।କେତେବେଳେ ସୁଖ ତ ପୁଣି କେତେବେଳେ ଦୁଃଖ...


Feed

Library

Write

Notification
Profile