Audio

Forum

Read

Contests

Language


Write

Sign in
Wohoo!,
Dear user,



Santosh Pattnayak  


ନିଦାଘ

Others

ପ୍ରବେଶ ନିଦାଘ ବାଘ ଗଛ ନାହିଁ ବୋଲି ତାତିଟା ବଢୁଛି ନିସ୍ତେଜିତ ସର୍ବଅଙ୍ଗ...



1    235 35

ମଧୁବାବୁ ସ୍ମରଣୀକା

Others

ଶ୍ରଦ୍ଧାଞ୍ଜଳି ଘେନି ଆସ ଭାତୃ ଭଗ୍ନୀ ସ୍ବାଭିମାନ ଜାଗୁ ହୃଦେ ଭାଷାର ସୁରକ୍ଷା ଆମରି ହାତରେ ଆଗାମୀ ପୀଢିର ହିତେ....



1    4 0

ତୋ'ବିନା

Others

ଦୂରରେ ରହିଛି ଶରୀର ଅଥଚ ମନଝୁରେ ତୋ'ପ୍ରେମ କି' ରହସ୍ୟ ଅଛି ତୋହରି ଛୁଆଁରେ ଆନମନା କ୍ଷଣ କ୍ଷଣ



1    172 17

ଦାଦନ

Others

ଶ୍ରମିକ ଆଗକୁ ମିଳିବେନି କାଳେ ଏଣୁ ଆଗୁଆ ଅର୍ଥ ଦାନ ଚୁକ୍ତି ଭିତିକ ଏ ଶ୍ରମ ଏହାକୁ କହନ୍ତି ଓଡିଆ ଭାଷାରେ ଦାଦନ ବୋଲିକି ଜାଣ....



1    11 1

ତୋ'ବିନା

Others

ପ୍ରତିଥର ଶ୍ବାସ ଦିଏ ତୋ ଆଭାସ ଚକ୍ଷୁ କୋଣେ ଅଭିସାର ବିନିଦ୍ର ରଜନୀ ବିମ୍ବିତ ଛାତିରେ ଅମାନିଆଁ ଅଶ୍ରୁଧାର



1    25 1

ବିଶ୍ବ କରୁ ସନମାନ

Others

ଭକତ ପ୍ରବର ହନୁମନ୍ତ ଜନ୍ମ ଶୁଭବେଳା ଶୁଭଲଗ୍ନ ଘେନ ମୋ କୋଟି ପ୍ରଣାମ କଳିଙ୍ଗ ପ୍ରବାସୀ ଦୁଃଖ ଦିଅ ନାଶି



1    273 31

ନିଜସ୍ୱାର୍ଥେ ନିଜେ ଯାଅନି ହଜି

Others

ଗଣତନ୍ତ୍ରର ଏ ଭାରତ ବରଷେ ଆଜିବି କାନ୍ଦୁଛି ଉତ୍କଳେଶ୍ବରୀ ବିଛିନ୍ନାଞ୍ଚଳ ଭାଷାହୀନ ଆଜି ଚାପରେ ବିତୁଛି ଦୁର୍ଦ୍ଦିନ ତାର....



1    192 11

ତୋ'ବିନା

Others

ଜୀବନର ମାୟା ସରି ମୋ ଯାଇଛି ଶରୀରଟା ଖାଲି ଅଛି ପ୍ରତାରଣା ଯୁଇ ଆଦରି ନେଇଛି ପ୍ରମାଗ୍ନିଟା ବାକିଅଛି



1    349 43

ତୋ'ବିନା

Others

ଜୀବନଟା ଆଜି ଦେଇଛି ତ ଠକି ପାରୁନି ଲୁହକୁ ରୋକି ହସିବାଟା ମନା କାନ୍ଦି ବି ହଉନି ମରିବାଟା ଖାଲି ବାକି....



1    372 43

ଜନନୀ ଲଭନ୍ତା ତୃପ୍ତି

Others

ଅତୀତକୁ ହେଜି ବିବେକରେ ମଜ୍ଜି ବୁଦ୍ଧିଜୀବି ଗଣ ଦିଅନ୍ତୁ ନୀତି ବିଛିନ୍ନାଞ୍ଚଳକୁ ମିଶାଇ ପାରିଲେ ଜନନୀ ଲଭନ୍ତା ପରମ ଶାନ୍ତି....



1    45 2

ପ୍ରିୟାପାଇଁ

Others

ମୋର ମନକୁ ମୋହିବି ତୁମ ବିରହ ବେଦନା ସହି ହେଉନାହିଁ ଭାଙ୍ଗିଦିଅ ସେ ଗୁମାନ .....



1    239 27

ତୋ'ବିନା

Tragedy

ନିଃଶବ୍ଦ ପ୍ରହରେ ଶୂନ୍ୟ କୋଠରୀରେ ଦେଖୁଛି ତୋହରି ଛବି ଅଜବ କଳ୍ପନା ଅଦ୍ଭୁତ ଚିନ୍ତା ମୋ' ତୋ'କଥାକୁ ଭାବିଭାବି



1    323 28

ସପ୍ତରଙ୍ଗ ସାଥେ ହୋଲି

Inspirational Others

ସର୍ବ ରଙ୍ଗ ସମାହାରେ ରୂପ ଚହଟିବ ଉଛୁଳିବ ପ୍ରେମ ରଙ୍ଗ ଆସ ପ୍ରାଣସହି ପ୍ରେମ ରଙ୍ଗେ ମଜ୍ଜି ଅଭିମାନ



1    64 2

ସହାହୁଅ ବାରେ ରାଧା ମାଧବ

Others

ହୃଦୟ ମନ୍ଦିରେ ବିଜେ ହୁଅ ପ୍ରଭୁ ସହାହୁଅ ବାରେ ରାଧା ମାଧବ ପୁଲକିତ ହେଉ ତନୁମନ ଡାଳ ମନ ଚାଖୁ ଥରେ ଭକତି ସ୍ବାଦ.....



1    44 2

ତୋ ବିନା

Others

ହୃଦୟ କାନ୍ଦୁଛି ସମୟ କୋଳରେ ଅତୀତକୁ ଝୁରି ଝୁରି ଆଖିପତା ଦୁଇ ବତୁରି ଯାଉଛି ଝାଟିମାଟି କାନ୍ଥପରି



1    153 8

ତୋ'ବିନା

Others

ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ ଯେ'ହେତୁ ଉପାୟ ଶୂନ୍ୟ କପାଳ'ତ ଫଟା ଏଇ ଜୀବନଟା ବିଷାଦ ବେଦନା ପୂର୍ଣ୍ଣ



1    65 2

ଅନୁଚିନ୍ତା

Others

କଥାଟିକୁ ସାରି ଆଖି କହେ ପୁଣି କହରେ ହୃଦୟ ଭାଇ ଛାତି ତଳେ ରହି ନଦେଖି କାହାକୁ କେମିତି ତୁ ଭଲ ପାଉ !?.



1    80 2

ଜାଗର

Others

ଗୁଞ୍ଜରିତ କର ଓଁ କାର ଶବଦ୍ଦ ସନ୍ତାପିତ ହେଉ ପ୍ରାଣ ଗରିମା ବିନାଶି ମନ ସ୍ମରୁ ଶିବ ଭକ୍ତିରସେ ହୁଅ ଲୀନ....



1    55 2

ତୋ'ବିନା

Others

ସ୍ମୃତି ସାଗରରୁ ସୁନାମୀ ଆସୁଛି ତଥାପି ଚିତ୍ତେ ମୋ ତୃଷ୍ଣା ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ ତଥାପି ଜୀଇଁବା ନିଶା



1    88 4

ସ୍ବାଗତ ଅଭିନନ୍ଦନ

Others

ଜାଗରେ ଜାଗରେ ହିନ୍ଦୁ ମୁସଲିମ ଶିଖ୍-ଖ୍ରୀଷ୍ଟିଆନ ସର୍ବେ ବଜାଅ ତୁର୍ଯ୍ୟ ବଜାଅ ଭେରି ଉଡାଅ ତ୍ରିରଙ୍ଗା ଉର୍ଦ୍ଧ୍ବେ....



1    85 3

ତୋ'ବିନା

Others

ମଉଳା ସଞ୍ଜରେ ଚାହିଁ ଆରପାରେ ସମୟ ଯାଉଛି ବିତି କଥାରେ କଥାରେ କଥା ରହିଗଲା ବାଟବଣା ହେଲା ପ୍ରୀତି



1    30 1

ତୋବିନା

Others

ଆଶା ଇଛା ସ୍ବପ୍ନ ମରି ମରି ଯାଏ ଜୀବନ ହେଲା କାହାଣୀ ବୟଷ ବିଳାସ ବିଳପୁଛି ଏବେ ତୋହରି ଗୁଣକୁ ଗୁଣି



1    279 7

ଜାଗ ବୀରଗଣ

Inspirational Others

ତୀକ୍ଷ୍ନ ତୀର ସମ ଗର୍ଜିଉଠୁ ତୋପ ସ୍ନାହାନ କରତୁ ଶତ୍ରୁ ଶୋଣିତ ।।



1    200 39

ମିଠା ସପନ

Others

ଏକାଳେ ଭାଙ୍ଗିଲା ସୁନେଲି ସପନ ସରିଗଲା ପ୍ରିୟାପ୍ରୀତି ସପନର ଦୃଶ୍ୟେ ପ୍ରିୟା ମିଳନଟା ହୃଦେ ଭରିଦେଲା ତାତି



1    290 6

ଆଶିଷର ଆଶେ ଶରଣ ସନ୍ତୋଷେ

Others

ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁ ପାଟରାଣୀ ସିଦ୍ଧିଦାତ୍ରି ଭଗବତୀ ଭୂବନ ମୋହିନୀ ଅଜ୍ଞାନ ନାଶିନୀ ନମୋମାତା ସରସ୍ବତୀ.



1    322 38

ତୋ'ବିନା-6

Others

ଅତୀତ ଭାସୁଛି ସମୟ ସ୍ରୋତରେ ମୁଠାଏ ଆଶାକୁ ଧରି କର୍ମ ଜଞ୍ଜାଳରେ ଦିନସରେ ସିନା ରାତି ବିତେ ସ୍ମୃତି ସ୍ମରି



1    359 33

ଆଶିଷର ଆଶେ ଶରଣ ସନ୍ତୋଷେ

Others

ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁ ପାଟରାଣୀ ସିଦ୍ଧିଦାତ୍ରି ଭଗବତୀ ଭୂବନ ମୋହିନୀ ଅଜ୍ଞାନ ନାଶିନୀ ନମୋମାତା ସରସ୍ବତୀ....



1    62 2

ଶୁଭ ସଞ୍ଜ

Others

ଉତ୍କଳୀ ମନାସେ ସର୍ବ ସୁଖ ଶାନ୍ତି ପକେଇକି ଶୁଭସଞ୍ଜ ତା ଭକ୍ତିରେ ବନ୍ଧା କାଳିଆ ଠାକୁର ଜନାର୍ଦ୍ଦନ ଚତୁର୍ଭୁଜ.....



1    83 5

ପ୍ରେମ

Romance

ପ୍ରେମ ଟା’ ପ୍ରେରଣା ମାଦକତା ଭରା ପ୍ରେମ ଉତ୍ସାହର ସୁଅ ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା ପ୍ରେମରେ ନିମଗ୍ନ ରୁହ…..।



1    25 1

ତୋବିନା - 4

Tragedy

ବର୍ଷାରେ ଭିଜିଲା ଦେହ ମୋର ସିନା ଶୁଖିଲା ରହିଲା ମନ ତୁମରି ବିରହେ ପାଲଟି ଯାଇଛି ଏ' ହୃଦୟ ମରୁବନ....



1    79 2

ତୋବିନା - 5

Tragedy

ମନସ୍ତାପେ ବସି ଅଶ୍ରୁ ନିଗାଡିଲି ପ୍ରଭାତୁ ହୋଇଲା ସଞ୍ଜ ହୃଦୟ ବିବରେ ସ୍ମୃତି ଭରିଗଲା



1    146 8

ତୋ'ବିନା

Others

ମୁଠାଏ ଆଶାକୁ ଚାତକ ପରାୟେ ଆଜି ବି ଚାହିଁଛି ମନ ତୋ'ବିନା ସଜନୀ ଅପରିଚିତ ମୁଁ ହୃଦୟେ ଲାଗିଲା ଚିହ୍ନ



1    65 2

ଦାଦନ

Others

ବାପ ସମ୍ପତ୍ତିରେ ଚଳିବାଟା କେବେ ହେଇ ନପାରେ ସମ୍ମାନ ଜାଣିରଖ ସୁଧିଜନ



1    113 6

ଶୀତଟା ଆମରି ମିତ

Others

ସୀମାରେ ସୈନିକ ହିମପାତ ସାଥେ ସଂଘର୍ଷଟା ସାର ହେଲା ଶୀତର ପ୍ରକୋପେ ବୃକ୍ଷରାଜି ନିଜ ପତରକୁ ପରକଲା...



1    48 2

ଶୀତଟା ଆମରି ମିତ

Others

ସୀମାରେ ସୈନିକ ହିମପାତ ସାଥେ ସଂଘର୍ଷଟା ସାର ହେଲା ଶୀତର ପ୍ରକୋପେ ବୃକ୍ଷରାଜି ନିଜ ପତରକୁ ପରକଲା....



1    230 9

ଦାଦନ

Others

ଆମରି ଗଣମାଧ୍ୟମ ପ୍ରଚାର ପ୍ରସାର ଦାୟିତ୍ୱ ନିଭାଏ ଶ୍ରମ ଏଠି ହିନୀମାନ



1    134 4

କାକର କାଖରେ ମକର ଆସିଛି

Others

ସ୍ବତନ୍ତ୍ର ବ୍ୟଞ୍ଜନେ ସ୍ନେହ ପରଶିବ ସମର୍ପଣ ପୁଷ୍ପାଞ୍ଜଳୀ ଗୃହଦେବତାଙ୍କୁ ଭୋଗ ଲାଗେଇବ ବିଶ୍ୱାସ ମନା ଉତ୍କଳୀ....



1    71 2

କାକର କାଖରେ ମକର ଆସିଛି

Others

ନୂଆଁ ଚାଉଳକୁ ଗୁଡ ଛେନା ଘିଅ କ୍ଷୀର କଦଳୀ ନଡିଆ ସର୍ବ ସମାହାରେ ପ୍ରସ୍ତୁତ ବ୍ୟଞ୍ଜନ 'ମକର ଚାଉଳ' ନାଆଁ



1    87 3

ତୋ' ବିନା - 2

Others

ମନ ମନ୍ତ୍ରଣାରେ ବିବେକ ବିବଶ ବିଗତ ସ୍ମୃତିକୁ ଝୁରି ବାଧ୍ୟ ବାଧ୍ୟତାରେ ଜୀଉଁଛି ଜୀବନ ଜୀଅନ୍ତା ଶବଟେ ପରି.... ଜୀବନଟା ଏଠି



1    151 7

ବହି

Inspirational

ଇତିହାସ ସାଥେ ଭୌଗଳିକ ସ୍ଥିତି ସବୁ ତା ଛାତିରେ ଲେଖା ଗଳ୍ପ ଓ କବିତା ନାଟକ ରଚନା ଦେଇଥାଏ ପୁଳେ ମଜା...



1    94 5

ତୋ'ବିନା- 1

Others

କରମ ଜଞ୍ଜାଳ ଜାଳୁଛି ହୃଦୟ ନିରବୀ ରହୁଛି ମନ ଅଭୁଲା ସ୍ମୃତିକୁ ସଞ୍ଜ ପରଶୁଛି ତାତ୍ସଲ୍ୟ କରୁଛି ଜହ୍ନ....



1    68 4

ସମ୍ପର୍କ

Inspirational Others

ନିସଙ୍ଗ ଜୀବନେ ପୁଷ୍ପ ବରଷିବ ସମ୍ପର୍କର ହୁଅ ଦାସ ଭୁଲି ଅଭିମାନ ହେଲେ ସମର୍ପଣ ଓଠେ ଭରେ ଚିରହସ…।



1    25 1

ଜୀବନର ଧର୍ମ

Others

ସୁକର୍ମ ଆଦରି କର ଅଭିନୟ ସାହା ହେବେ ଦୟାମୟ ଜୀବନ ଦର୍ଶନ ମୂଲ୍ୟାୟନ ବେଳେ ନଥିବ ପାପର ଭୟ



1    448 8

ତୁମେ ଗଲାପରେ

Tragedy

ଝୁଣ୍ଟିଝୁଣ୍ଟି ଚାଲେ , ଜୀବନର ପଥ ପଦେପଦେ ହୁଏ ବ୍ୟଥା ଭାବିଭାବି ତୋ’କଥା



1    850 3

ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା

Others

ମାନିବୋଉ ବାସି ପାଇଟିକୁ ସାରି ବଉଳା କ୍ଷୀର ଦୁହିଁଲା କିଚିରି ମିଚିରି ପକ୍ଷୀ କାକଳିର ମୃଦ୍ୟୁ ଗୁଞ୍ଜରଣ ହେଲା ।



1    911 5

ସାମ୍ପ୍ରତିକ କାଳେ ସଭ୍ୟତାର ଆଳେ

Others

ଜାଗ ଭାଷାପ୍ରେମୀ ଜାଗ ଭ୍ରାତା, ଭଗ୍ନୀ ଉଠରେ ପୁତା ତୁ ଉଠ ଆନ ଯେତେ ଭାଷା ଶିଖୁଛ ଶିଖ ନିଜ ମାତୃଭାଷା ମହତ ରଖ



1    152 7

ସ୍ବପ୍ନ

Others

ସଜାଡି ସାରିକି ଅଡୁଆ କେଶକୁ ବାହୁପରେ ଦେଲି ଛନ୍ଦି ପ୍ରେମ ନାଗଫାଶେ ବାନ୍ଧି ନେଲା ସିଏ କପାଳୁ ଝରିଲା ବିନ୍ଦି



1    2.5K 3

ସମ୍ପର୍କ

Inspirational

ନିସଙ୍ଗ ଜୀବନେ ପୁଷ୍ପ ବରଷିବ ସମ୍ପର୍କର ହୁଅ ଦାସ ଭୁଲି ଅଭିମାନ ହେଲେ ସମର୍ପଣ ଓଠେ ଭରେ ଚିରହସ…



1    2.3K 4

ସମ୍ପର୍କ

Others

ସ୍ନେହ ମମତାର ଢେଉ ସମ୍ପର୍କରେ ମିଳେ ମୁକତିର ପଥ ଚିନ୍ତୁଥିଲେ ମହାବାହୁ… ମଶାଣି ବୁଝେନା ସମ୍ପର୍କର ଅର୍ଥ



1    2.3K 4

ଶେଷ ଇଛା ସେଇ ଗାଆଁ ଶ୍ମଶାନ

Others

ବଦଳିନି ସେଇ ବାଡିର କଦଳୀ ସ୍ବାର୍ଥୀ ହୋଇ ସିନା ଭାଇ କରେ କଳି ବଦଳି ଯାଇଛି ଝାଟିମାଟି ଘର କିଞ୍ଚିତ ବଞ୍ଚିଛି ସେନେହ ଆଦର ।।



1    9.5K 6

ଆଇନା

Others

ଜୀବନ ଜଞ୍ଜାଳେ ସମୟର କୋଳେ ସତ୍ୟକୁ କରାଏ ସାମ୍ନା ସୁପ୍ତ ମନଟିକୁ ଚେତନା ଯୋଗାଏ ନାମଟି ତା'ର ଆଇନା...



1    4.4K 7

ସନ୍ତୋଷେ ଆଶିଷ ଦିଅ

Others

ଆଶିଷ ବରଷି ଦୟାକର ମାତ ଚରଣେ ଶରଣ ଦିଅ କିଞ୍ଚିତ ସହାୟ ହୁଅ ବାରେ ମାତା ସନ୍ତୋଷେ ଆଶିଷ ଦିଅ....



1    4.4K 6

ତୋ' ବିନା

Tragedy

ଜହ୍ନ ରୋଷଣୀରେ ରାତି ବି ଜଳିବ ହୃଦୟେ ଲାଗିବ ନିଆଁ ଭାରାକ୍ରାନ୍ତ ମନ ସମୀକ୍ଷା କରିବ ସଂସାରର ମୋହମାୟା….



1    5.0K 3

ଆ କା ମା ବୈ

Inspirational

ବୋଇତ ଭାସୁଛି ଧନ’ତ ଆସୁନି ଆସୁଛି ଚାଇନା ଦରବ ସାଧବ ସାଜିଛି ଶାସକ ଆଜିର ଲୁଟୁଛି ଦେଶର ସର୍ବ…. ଜନତା ପାଳୁଛି ପୁନେଇ ପରବ ଗୁଣି ଇତିହାସ ଗାଥା



1    6.4K 7

ମୁଁ ' ଆଉ ତୁ

Romance

ଅନୁରକ୍ତି ପୀରତିର, ସ୍ରୋତଧାର ନଈଟିଏ ତୁ' ସ୍ମୃତିକୁ ସାଉଁଟି ମୁଁ' ଫେରନ୍ତା ବୋଇତେ ସପନ ବଣିକ.....



1    6.1K 5

ଆଶିଷ ଦିଅ ଚାଚାଜୀ

Inspirational

ଶାସକ ବିବେକ ବିକଶିତ ପାଇଁ ଆଶିଷ ଦିଅ ଚାଚାଜି ପ୍ରତିଭା ର ପ୍ରଭା ଆଲୋକିତ ହେଉ ନବୀନ ସୂର୍ଯ୍ୟଟେ ସାଜି.....



1    6.5K 2

ଯତନେ ଲଗାଅ ବୃକ୍ଷ

Inspirational

ନହୁଅ କାରଣ ଜାଗ ଜନଗଣ କରହେ ବୃକ୍ଷରୋପଣ ପ୍ରକୃତି ହସିବ ଧରା ଝଲସିବ ଖୁସି ହୋଇବ ଛଗୁଣ…..



1    6.9K 6

ମାଗିବା ସୁଖ ସୌଭାଗ୍ୟ

Others

ସ୍ମୃତିର ପ୍ରତୀକ ଆମ ପିତୃଗଣ ଶୁଭ ଅବସର ଆଜି କୋଟି ଆଶୀର୍ବାଦ ଭିକ୍ଷିବା ସରବେ ପିତୃଜଙ୍କ ପଦ ପୂଜି.....



1    14.1K 6

ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା

Others

ମଥାନ ଉପରୁ କାକ ରାବ ଶୁଣି କୁନାଟା ନିଦରୁ ଉଠିଲା ସେ'ମୁଣ୍ଡ ମନ୍ଦିରୁ ଘଣ୍ଟଘଣ୍ଟା ଶବ୍ଦେ ଭଜନ ଗାନ ଶୁଭିଲା ।।



1    6.5K 4

ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା

Others

ଦେଖି ଏ ସୌନ୍ଦର୍ଯ୍ୟ ବିଧିର ବୈଭବ ମନ ପୁଲକିତ ହେଲା ସନ୍ତୋଷେ ସନ୍ତୋଷ ସମର୍ପଣ ଭାବେ ବିଭୁଙ୍କ ଶରଣ ଗଲା ।।



1    6.6K 2

ମି ଠୁ

Others

ହଟିବ କେମିତି ନିଶାଣ ଅଦାଲତ ଏବେ ତୁମ ସପକ୍ଷରେ ବରିନିଅ ମି ଠୁ କଷଣ....



1    6.6K 5

ପ୍ରୀତି ପରିତ୍ୟାକ୍ତେ ପୁନେଇଁ ରାତି

Romance Tragedy

ସୁଖ ଶାନ୍ତି ଏବେ ସାତ ସପନ ମୋ' ସାହା ସେଇ ଚଉବାହାକୁ , କଣ୍ଟଦେଲା ପୁଣି ପୁନେଇଁ ରାତିଟା ଆସିଯିବ ଆରବର୍ଷକୁ....



1    7.2K 6

ତୋ'ବିନା

Others

ହୃଦୟେ ଯନ୍ତ୍ରଣା ଗେଞ୍ଜି ନୟନେ ମାଖିଛି ଆଶା ଅଞ୍ଜନକୁ ଛାତିଟାରେ ପ୍ରେମମଞ୍ଜି....



1    7.0K 7

ତୋ' ବିନା

Others Tragedy

ଜୀବନଟା ଏଠି ତମସା ଆଚ୍ଛନ୍ନ କାଳବୈଶାଖିର ଭୀତି କି' ସରାଗେ ଆଉ ଖୋଜିବି ପୁନେଇଁ ଜହ୍ନ ଜୋଛନାର ରାତି.....



1    7.1K 3

ବୃକ୍ଷ ଓ ନାରୀ

Others

ସ୍ନେହ,ଶ୍ରଦ୍ଧା,ପ୍ରେମ ସଦା ଝରୁଥାଏ ସଂସାର ମଧ୍ୟେ ସାରଟି ବୃକ୍ଷ ଓ ନାରୀ ଦୁହେଁ ଉପକାରୀ ଏକଥା ଅନ୍ୟଥା ନୁହେଁଟି....



1    6.7K 7

ତୋ'ବିନା

Others

ଜୀବନ ଫସିଛି ଚକାଭଉଁରୀରେ ସଂଘର୍ଷ ହୋଇଛି ବ୍ରତ ନିଦାଘେ ସିଜୁଛି ମନ ଯଉବନ ହୃଦୟଟା ଆନ୍ଦୋଳିତ.... ସଞ୍ଜ ଯେବେ ଆସି ବଖାଣଇ ବସି



1    13.2K 4

ଉଦ୍ଧାରିବେ ମହାମାୟୀ

Others

ଶରତ କାଳର ଶୋଭା ବଢିଗଲା ଆଗମନେ ଦଶଭୂଜା ପୂଜା ମଣ୍ଡପରେ ବିଜେ ହେଲେ ମାଆ କାର୍ତ୍ୟାୟନୀ ଅଷ୍ଟଭୁଜା.... ଧରଣୀ କମ୍ପିଲା ଶରତ ସନ୍ଧ୍ୟାରେ



1    13.6K 7

ନବରାତ୍ରର ନଅଟି ସ୍ବରୂପ

Others

ନବଦିନାତ୍ମକ ପୂଜାଯେ ସଂପୂର୍ଣ୍ଣ ଶେଷ ଏଇ ଅବତାର ଶାନ୍ତି ପ୍ରଦାୟିନୀ ଶକ୍ତି ସ୍ବରୁପିଣୀ ଚରଣେ ତୋର ଜୁହାର....



1    6.8K 8

ନବରାତ୍ରିର ନଅଟି ସ୍ବରୂପ

Others

ଶିବ-ପାର୍ବତୀଙ୍କ ବିବାହର ପରେ ସ୍କନ୍ଦପୁତ୍ର ହେଲା ଜାତ ସେଇଦିନୁ ଦେବୀ ସ୍କନ୍ଦମାତା ନାମେ ଜଗତେ ହୋଇଲେ ଖ୍ୟାତ....



1    6.8K 6

ଦୁଷ୍ଟଙ୍କୁ କର ବିଧ୍ବସ୍ତ

Others

ଜୀବନ ଯନ୍ତ୍ରଣା ଅସହ୍ୟ ହେଲାଣି ବିବେକ ହେଲାଣି ସୁପ୍ତ ଆହେ ଯୋଗମାୟା ହୁଅ ଆବିର୍ଭାବ ଆତୁରେ ତୁମରି ଭକ୍ତ....



1    7.1K 11

କଲମ

Others

କଳ୍ପନା ରାଇଜ ଭାଷାକୁ ସଜାଡେ କବିଙ୍କ ହାତେ କଲମ



1    1.5K 7

ଆ କା ମା ବୈ :

Others

ଜନତା ପାଳୁଛି ପୁନେଇ ପରବ ଗୁଣି ଇତିହାସ ଗାଥା ପାଠୁଆ ବାବୁଟା ବଖାଣି ହଉଚି ଇତିହାସ କାଳେ ମିଥ୍ୟା…..



1    7.0K 5

କୁମାରପୂର୍ଣ୍ଣିମା

Others

କର୍ମ ଜଞ୍ଜାଳରେ ଦିନ ବିତିଯିବ ନିରବୀ ରହିବ ମନ ହୃଦୟ ଝୁରିବ ଅଭୂଲା ପ୍ରିତୀକୁ ତାତ୍ସଲ୍ୟ କରିବ ଜହ୍ନ….୨



1    13.8K 4

ଶରତର ଆଗମନେ

Others

ନୀଳ ଆକାଶର ଚନ୍ଦ୍ରମାକୁ ଦେଖି ଫୁଲେଇ ଧରଣୀ ରାଣୀ କାଶତଣ୍ଡୀ ଫୁଲେ ଗଭାକୁ ସଜାଏ ସବୁଜ ବନାନୀ ବେଣୀ….



1    12.8K 6

ଦୂରକର ଦୁଃଖ କ୍ଳେଶ

Others

ଅସଭ୍ୟ ବର୍ବର କଳିଯୁଗ ନାରୀ ସ୍ୱାମୀ ସମାଜକୁ ଏଡି ହୋଇ ଭ୍ରଷ୍ଟାଚାରୀ ଘୁରେ ସ୍ୱେଚ୍ଛାଚାରୀ ବିପଦ ଆସଇ ମାଡି…



1    13.6K 7

ନବରାତ୍ରି ....

Others

କଠୋର ତପସ୍ୟା କରି ଥରେ ମାତା ତନୁ ପଡିଥିଲା କଳା ଗଙ୍ଗା ଜଳେ ସ୍ନାନ କରାଅନ୍ତେ ଶିବ ଗୌରବର୍ଣ୍ଣ ତନୁହେଲା ।। ସେହିରୂପେ ମୁଗ୍ଧ ହେଲେ ସଦାଶିବ .....



1    13.7K 4

ଭାରତ କରମ ବାମ....

Others

ତୁମ ସ୍ବାଧୀନତା ପୁରୁଣା ହୋଇଲା ନୂଆଁ ହେଲା ସମ୍ବିଧାନ ଚୋରାପ୍ରୀତି ପ୍ରେମ ନାରୀ ସ୍ବଭିମାନ ଭାରତ କରମ ବାମ



1    1.5K 7

ଚରଣେ ଶରଣ ଦିଅ

Others

ସଙ୍କଟୁ ଉଦ୍ଧାରି ଢାଳ କୃପା ବାରି ଚରଣେ ଶରଣ ଦିଅ କର ଅଧିଷ୍ଠାନ ମୋ'ଚିତ୍ତେ ବହନ ଅଜ୍ଞାନତା ହରିନିଅ....



1    6.6K 7

ନିଃସ୍ୱାର୍ଥ ଘୃତକୁ ଢାଳି ****

Others

ନିଃସ୍ୱାର୍ଥ ଘୃତକୁ ଢାଳି.... ସିନ୍ଧୁଜେମା ପ୍ରାଣ ଆଳତି ଘେନିଲେ ବସି ରତ୍ନ ସିଂହାସନେ



1    6.8K 5

ହାତ ଠାରେ ମୋତେ ଜୁଇ

Others

ଯାହା ଇଛା କଲି ତାହା ମିଳିଲାନି ଆଖିରେ ଆଖିଏ ଲୁହ ଲୁହକୁ ନେଇକି କି'ସ୍ନପ୍ନ ଦେଖିବି ଛାଡିବି ଏବେ ମୁଁ' ଦେହ....



1    6.5K 4

ନିଃସ୍ୱାର୍ଥ ଘୃତକୁ ଢାଳି

Inspirational

ଆସହେବା ସର୍ବେ ଦିଘଡି ଦୀପାଳି ନିଃସ୍ୱାର୍ଥ ଘୃତକୁ ଢାଳି, ହିଂସା-ଦ୍ବେଷ ଦେବା ଜାଳି....



1    7.1K 3

" ସ୍ମରଣୀକା "

Tragedy

ମରିବି ଅମର ଲୋକଙ୍କ ମାନସେ କୀର୍ତ୍ତି କରିଗଲ ଯେତେ ତୁମରି ମଉନେ ଝୁରୁଛନ୍ତି ଜନେ ଦେଇ ଶ୍ରଦ୍ଧାଞ୍ଜଳି କେତେ....



1    1.4K 7

"ବିଜୟ ଧ୍ବଜାର ତଳେ".....

Inspirational

ସ୍ବାର୍ଥକୁ ଆଦରି ସ୍ବାଭିମାନ ବନ୍ଧା ଜନନୀ ସମ୍ମାନ ବିକି ଜନନୀ ବି ଏଠି ନିର୍ଦ୍ଦୟ ସାଜିଛି ସନ୍ତାନକୁ ତାର ଫିଙ୍ଗି



1    1.4K 3

ବିଜୟ ଧ୍ବଜାର ତଳେ

Inspirational

ମାତୃଭାଷା ଭୁଲି ବିଦେଶୀ ଭାଷାରେ ଶିକ୍ଷା ପଦ୍ଧତି ତିଆରି ସଂସ୍କୃତି ବିହୀନ ଶିକ୍ଷାକୁ ଆଦରି ଯୁବକ ଏଠି ବେକାରୀ.....



1    6.8K 5

ଜାତିବାଦି ଛାଡ଼ି ସରବେ ହସିବା

Inspirational

କର୍ଣ୍ଣପାତି ଶୁଣ ମାତାର ରୋଦନ ଜାଗି ଉଠ ଭାତୃଗଣ ଭାବନାହିଁ ମନେ ଶିଖ୍,ବୁଦ୍ଧ, ଜୈନ ହିନ୍ଦୁ ଅବା ଖ୍ରୀଷ୍ଟିଆନ୍....



1    6.8K 2

ରଥଯାତ୍ରା

Others

ବିଶ୍ବରେ ବିରଳ ଆମରି ଉତ୍କଳ ପ୍ରଭୁ ଜଗନ୍ନାଥ ପାଇଁ ତାଙ୍କରି ନାମଟି ତୁଣ୍ଡେ ଥାଉ ସଦା ଗରବେ ଓଡ଼ିଆ ହୋଇ....



1    6.6K 7

ପ୍ରେମ

Others

ପ୍ରେମ ଟା' ପ୍ରେରଣା ମାଦକତା ଭରା ପ୍ରେମ ଉତ୍ସାହର ସୁଅ ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା ପ୍ରେମରେ ନିମଗ୍ନ ରୁହ.....



1    7.0K 8

ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ

Others

ପ୍ରକୃତି ବିଧାନ ଅତି ସୁଶୋଭିତ ହଟିଲା ଗ୍ରୀଷ୍ମ କଷଣ ବରଷାର ସ୍ବର୍ଶେ ପ୍ରକୃତି ଶୋଭିତ ଜାଗିଲା ସବୁରି ପ୍ରାଣ...



1    7.2K 10

ଅସ୍ଥିର ଭାବନା

Tragedy

ମାଡ଼ି ଆସୁଅଛି ସମସ୍ୟାର ସୁଅ ନିରବ ଯନ୍ତ୍ରଣା ଯେତେ ବୟସ ବିଳାସେ ଅସ୍ଥିରତା ଭାବ ନାନା ଘାତ ପ୍ରତିଘାତ



1    6.4K 4

ଏତିକି ବିନତି ଆଜ

Others

ଅଭିଯୋଗ ନାହିଁ ମାଗୁଛି ମୁଁ ଭିକ ଶୁଣ'ହେ ରାଜାଧିରାଜ ଲଦିଲେ'ବି ଦୋଷ ଥାଉ ଟିକେ ଭାବ ଏତକ ମାଗୁଣି ଆଜ....



1    7.0K 5

କହରେ କାଳିଆ ଇଛାଟା ତୋହର

Others

ଭକତ ଲୁହରେ ହେଲାକି ପ୍ରଳୟ ! କିବା ରୋଷ ଇନ୍ଦ୍ରଦେବ କହରେ କାଳିଆ ଇଛାକି ତୋହର ପହଣ୍ଡି ନାବରେ ହବ....!!!



1    6.8K 5

ସୁକର୍ମେ ଲଭିବୁ ସୁଖି

Others

କରି ନିବେଦନ ହବୁ ଘେନିଲେ ବିନତୀ ସେ ଜଗତ ପତି ଭବ ନର୍କୁ ତରିଯିବୁ ସୁଖ ନିତି ଭୁଞ୍ଜୁଥିବୁ ....



1    7.4K 12

ଭାଙ୍ଗିବା ଗଢ଼ିବା ସବୁସାଥେ ଜଗା...

Inspirational

ଆଦ୍ୟ ଅଭିମାନେ ଗଭୀର ଗୁମାନେ ବ୍ୟଥା ସହି ବିରହର ରଥକାଠ ଭାଙ୍ଗି ମୋହଚୁର୍ଣ୍ଣ ଫିଙ୍ଗି ଫେରିଛନ୍ତି ଶ୍ରୀ ମନ୍ଦିର....



1    6.7K 6

ସ୍ଥୂଳ ଶରୀରକୁ ସଞ୍ଜମରେ ରଖ

Inspirational

ସଭ୍ୟତା ସଂସ୍କୃତି ଧ୍ୟାଇ ସ୍ଥୁଳ ଶରୀରକୁ ସଞ୍ଜମରେ ରଖ ଜଗତ କଲ୍ୟାଣ ପାଇଁ....



1    6.9K 6

ଢାଳଟିକେ ପ୍ରୀତିବାରି

Romance Tragedy

ହୃଦୟେ ସ୍ପନ୍ଦିତ ମନ ଆକୁଳିତ ଉଦ୍ବିଗ୍ନେ କମ୍ପିତ ପ୍ରାଣ ଆଦ୍ରତା ବିହୀନ ମଉସୁମୀ ମନ ଅବୁଝା ଏ ଯଉବନ....



1    6.5K 2

ସମ୍ପର୍କ

Others

ନିଃସଙ୍ଗ ଜୀବନେ ପୁଷ୍ପ ବରଷିବ ସମ୍ପର୍କର ହୁଅ ଦାସ ଭୁଲି ଅଭିମାନ ହେଲେ ସମର୍ପଣ ଓଠେ ଭରେ ଚିରହସ...



1    6.3K 5

ସୁକର୍ମେ ଲଭିବୁ ସୁଖି

Inspirational

ବିଶ୍ବାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ କରି ନିବେଦନ ହବୁ ଘେନିଲେ ବିନତୀ ସେ ଜଗତ ପତି ଭବନର୍କୁ ତରିଯିବୁ.....



1    7.2K 7

ବିଶ୍ଵରେ ବିରଳ ଥାଉ ଏ ଉତ୍କଳ

Inspirational

ଭରଷାର ଦୀପ ଜଳେ ଦପ ଦପ ଆଶିଷ ଦିଅହେ ଢ଼ାଳି ବିଶ୍ବରେ ବିରଳ ଥାଉ ଏ ଉତ୍କଳ ଦୁଃଖ ଶୋକ ଯାଉ ଜଳି....



1    7.2K 6

ସାମ୍ପ୍ରତିକ କାଳେ ସଭ୍ୟତାର ଆଳେ

Others Inspirational

ଜାଗ ଭାଷାପ୍ରେମୀ ଜାଗ ଭ୍ରାତା, ଭଗ୍ନୀ ଉଠରେ ପୁତା ତୁ ଉଠ ଆନ ଯେତେ ଭାଷା ଶିଖୁଛ ଶିଖ ନିଜ ମାତୃଭାଷା ମହତ ରଖ



1    6.6K 5

ମନ ମୋ ଦେଲି ତୁମକୁ

Others

କେଉଁ କୁଞ୍ଜେ ଅଛ ରାସରେ ରସିଛ ଅବା ଫୁଲ ସୁରଭିରେ



1    6.8K 7

ପ୍ରୀତିରଙ୍ଗେ ହେବା ମାଖି

Others

ମନେରଖି ଆଶା ରଖିବା ଭରଷା ପ୍ରୀତିରଙ୍ଗ ହେବା ମାଖି



1    7.0K 7

କେମିତି ଖେଳିବି ହୋଲି

Others

ତମେ ନାହଁ ବୋଲି ବସନ୍ତ ଆସିନି ରଙ୍ଗର ପସରା ମେଲି



1    6.6K 9

ମନ ମୋ'ଦେଲି ତୁମକୁ

Inspirational

ତୁମରି ଭରଷା କରି ଶେଷ ଆଶା ମନ ମୋ' ଦେଲି ତୁମକୁ.....



1    6.8K 3

ଶରତର ଆଗମନେ

Inspirational

କାଶତଣ୍ଡୀ ଫୁଲେ ଗଭାକୁ ସଜାଏ ସବୁଜ ବନାନୀ ବେଣୀ....



1    6.8K 3

ଚିନ୍ତା ଓ ଚେତନା

Abstract Others

ଜୀବନର ପଥ କେବେ କୁସୁମିତ କେବେ ପୁଣି କଣ୍ଟକିତ ସତ୍ୟ, ନ୍ୟାୟ, ଧର୍ମ ପଥେ ଦେବା ଧ୍ୟାନ



1    6.6K 2

ଭକ୍ତି ସୁମନ

Others

ନିଶ୍ଵାସକୁ ମୋର କି’ଅଛି ବିଶ୍ଵାସ ଅଢ଼େଇ ଦିନ ଜୀବନ



1    7.0K 5

ଚିନ୍ତା ଓ ଚେତନା

Others

କାମିନୀ ସୁଖକୁ ସ୍ଵର୍ଗ ସୁଖ ଭାବି ବିତିଗଲା ସବୁଦିନ



1    6.7K 2

ପ୍ରୀତି ସୁମନ

Others

ମନ ବୃନ୍ଦାବନେ ଆସ ପ୍ରଭୁ ତୁମେ ପ୍ରୀତିରେ କର ନିମଗ୍ନ



1    6.7K 4

ଓଁ ନମଃ ଶିବାୟ

Others

କ୍ଷମାର ସାଗର ହେ ଭୋଳାଶଙ୍କର ଅନ୍ତର ଦୁର୍ଦ୍ଦଶା ନାଶ



1    6.7K 4

ମନ ଶିବ ଶିବ ସ୍ମରିଲା

Others

ଓଁ କାର ନାଦରେ ମନ୍ଦିର କମ୍ପିଲା ମନ ବିଭୁକୃପା ଇଛିଲା



1    6.6K 6

ଓଡ଼ିଆ ମୋ ମାତୃଭାଷା

Inspirational

ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି ମନେଗୁଣୀ ବାରମ୍ବାର



1    6.8K 2