Quotes New

Audio

Forum

Read

Contests


Write

Sign in
Wohoo!,
Dear user,



sasmita sahu

I proud as a teacher and also a writer. I love my mother tongue.

  Literary Colonel

ଯୌବନ: ଏକ ମରୀଚିକା

Others

ତୁ ଯିବା ପରେ ପ୍ରେମର ଇସ୍ତାହାର ଲାଞ୍ଛିତ ଆଜି ଅଲାଜୁକ ଓଠର ରଙ୍ଗ କରେ ନିରୀହ ଅଭିନବ ପ୍ରୟାସ

1    101 3

କାଗଜ

Others

ବିବର୍ଣ୍ଣ ଧୂସର ସହରେ ତୋ ସଫେଦ ଚାଦରେ ରଚେ ଗୁପ୍ତ ଅଭିସାର ଯେତେ ଅମର ଭିକ୍ଷାରେ କାଠି କୁଟା ସଂଯୋଡି ...

1    181 0

ସମ୍ପର୍କ

Romance

କଥା ଦିଅ ହାତ ବିଶ୍ୱାସେ ଚାଲିବା ପାଦ ଚାରି ସବୁଜ ସଂସାରଟିଏ ଦେବା ଗଢି ଧରି ହାତେ ବର୍ଣ୍ଣାଳୀର ତୁଳୀ।

1    76 3

ମୁଁ ଯଶୋଧରା

Others

ବୁଦ୍ଧ ହେବା ସହଜ.... ଯଶୋଧରା ନୁହେଁ???

1    509 15

ଆଶାୟୀ

Others

ରଙ୍ଗୀନ ଆକାଶ ତଳେ ଆତଙ୍କିତ ଆଶା ନେଇ ମୁକ୍ତି ମାୟାର ବାଟ ପାଇଁ।

1    80 2

*ଆଶା ଆରଥରକୁ*

Others

ଏଠି ଶହ ଶହ ରାବଣ ନିଜ କାମନାର ସୁରା ଢାଳି ବିସର୍ଜନ୍ତି ମନ ମୋର

1    6.8K 9

*ବନ୍ଧୁତ୍ବ*

Others

ମନକୁ ମୋର କରିପାରେ ସେ ଅକାଶଛତା ପବନର ତାଳେ ନିଜକୁ ଖୋଲିବାର ଦିଏ ମାଦକତା ଆଖିର ଲୁହ ବୋତଲେପୁରେଇ ପିଆଇ ଦିଏ ହସର...

1    7.0K 5

କବିତା

Tragedy

ତୁ ମୋ ଟୋପା ଟୋପା ଲୁହର କାହାଣୀ ତୁ ମଧୁରାତିର ସ୍ପନ୍ଦନ ଢ଼ାଳିପାରେ ନିତି ମୁଁ

1    6.6K 10

ଜରା ନିବାସୀ

Tragedy

ମରୁଭୂମିର କୁଟାଖିଅ କରି ଜୀବ ଅଛି ଯେତେବେଳେ ରୋମାଞ୍ଚ ବି ଅଛି ଏବେ ବି ଅଙ୍କୁରି ଉଠେ

1    7.2K 5

ଆଗାମୀ ଆଶା

Others

ଆଗେଇ ଆସ ଆଡେଇ ଦେଇ ହିଂସା ଆପଣେଇ ନିଅ ଆହତ ଆତ୍ମାକୁ ଆମର ହିଁ ହେବ ସମୟ ଆମର!!!

1    7.1K 11

କାଳିଆ ଗୋସାଇଁ

Others

ସଂସାର ପାଣିର ନାଆ ମୋର ତୋ ବିନୁ କି ପାରିବି ରହି କାଳିଆ ଗୋସାଇଁ.... ମୋ କାଳିଆ ଗୋସାଇଁ।

1    6.8K 8

ପ୍ରତିଶ୍ରୁତି ଭିକ୍ଷା ବର୍ଷା ତୋତେ

Others

ଛାତିରେ ମୋ ଉନ୍ହୁଙ୍କି ପଡିଚି ପରୀକ୍ଷାର ପ୍ରତୀକ୍ଷିତ ରାତ୍ରି ଆଜି ସତେ ସରିଚି ସ୍ୱପ୍ନିଳ ଝଙ୍କାର

1    6.7K 3

ଫେରିବାକୁ ହେବ

Romance

ନଈ ଆଉ ସମୁଦ୍ର ମାଟି ଆଉ ଆକାଶ ଜହ୍ନ ଆଉ କଇଁ ଦିନ ଆଉ ରାତିର ସମ୍ପର୍କ.....

1    6.8K 8

ଇଚ୍ଛା

Inspirational

ହେଲେ ସଭିଙ୍କ ଆକଟଭରା ଆଖି ତୁ ଝିଅଟା.... ନୀରବରେ ଗୁନ୍ଥିହେଇଯାଏ ଯେତେସବୁ ଇଚ୍ଛା ଅବଶର ସୂତାରେ।

1    6.8K 10

ପୌଢ଼ା ପ୍ରେମିକା

Others

ଖାସ୍ ତୁମରି ପାଇଁ ଭୋର ଜହ୍ନର ନରମ ହାତରେ ରୁପା କଲମଟିଏ ଏ ତ ନୁହେଁ,

1    7.1K 6

ଆତ୍ମ ମର୍ଯ୍ୟାଦା

Inspirational

ଉଠ୍ ଦ୍ରୌପଦୀ ଉଠ୍ ନିଜ କାନି ଅଣ୍ଟାରେ ଭିଡି ଧର କୃଷ୍ଣ ନାହିଁ ଯେ ଲୁହ ପୋଛିବ...

1    7.0K 16

ପ୍ରେରଣା

Inspirational

କୌଶଳ ଦେବା ଲୋକ ସିଏ ଅଗ୍ନିପରୀକ୍ଷା ବେଳେ ମୁଁ ଅଛି ବୋଲି ବୋଧଦେବା ଲୋକ ସିଏ

1    6.6K 5

ଅନ୍ଧାର

Others

ଅନାଗ୍ରହ ଅମାପ କୋହ ଅନ୍ଧାର ହିଁ ତ ବରଫ ଫୁଲଟିଏ

1    6.8K 5

ଗୋଲ ପୃଥିବୀ

Others

ମନର ଧାଡିରେ ଆଜି ଶବ୍ଦମାନଙ୍କର ଶୋଭାଯାତ୍ରା

1    1.3K 9