Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Dr.Sashi Bhushan Mohapatra

Dr.Sashi Bhushan Mohapatra,Editor,writer,poet Sr.Lecturer in Zoology, M.Sc,M.Phil,Ph.D,LLB Member of Editorial Board of International Journal of Biosciences and Technology (IJBST) Journal Group, Member of Editorial Board Team for DK International Research Foundation Journals Group, Editor Current Concern Award-Bharat Vidya Ratan (National), Best senior Faculty Award (National), Excellent Contribution to Research and Development of Zoological studies,Asia Pacific International Educational Excellence Award . read more

  Literary Colonel

Rain

Others

Heaven’s drop, Showers my spirit, Waters my soul...

1    113 1

ବର୍ଷା

Others

ମନର ଝର୍କାରେ ଦେଖୁଛି ଝିଲ୍ ମିଲ୍ ପାଣି କେମିତି ଶ୍ରାବଣ ରାତିରେ ତା' ଅଖିରେ ଆଣୁଛି ଅଜସ୍ର କାହାଣୀ | ...

1    214 1

ଅନ୍ଧାର

Others

ଆଲୋକଠୁ ଆହୁରି ସ୍ନିଗ୍ଧ ଅନ୍ଧାର ହିଁ ଦିବ୍ୟ ବ୍ରହ୍ମ

1    20 1

ସମ୍ପର୍କ

Others

ତୁମେ, ମୁଁ ଗଢ଼ିଥିଲେ ବାଲିଘର ହଠାତ କିନ୍ତୁ ଭାଙ୍ଗିଗଲା ରହିଲାନି ଚିହ୍ନ ଟିକେ କେଜାଣି କେମିତି ?

1    69 1

ପ୍ରିୟତମ

Others

ସମୟର ଆଷାଢ଼ ନଈରେ ତୁମ ଆଗମନକୁ ଚାହିଁ ଚାହିଁ ଜୀର୍ଣ୍ଣ ଶୀର୍ଣ୍ଣ ଶରୀରରେ ମୁଁ ଆଜି ଦଗ୍ଧ ସଳିତା ମାତ୍ର ।

1    55 1

ହୃଦୟ ଛୁଁଏ ଯେଉଁଠି

Others

ଯେଉଁଠି ସଭିଏଁ ମିଳିମିଶି ଗଢିଦିଅନ୍ତି ଏକ ପ୍ରେମର ମନ୍ଦିର । ଅଲିଖିତ ଚୁକ୍ତିରେ ପ୍ରେମରେ ବଞ୍ଚିବା ପାଇଁ...

1    113 1

ଯେଉଁଠି ସ୍ୱପ୍ନ ଦେଖିହୁଏ

Abstract

ସେସବୁ ଏବେ ସାତସ୍ୱପ୍ନ ସ୍ମୃତିରେ ଉସ୍ମ ସମ୍ପର୍କ ରାଗ ରୁଷା,ମାନ ଅଭିମାନ ଏବେ ଖାଲି ଜୀବନରେ ଗୋଟି ଗୋଟି ...

1    21 1

ସନ୍ଧାନ

Others

ନିର୍ମମ ସତ୍ୟ କଥା ଜୀବନ କ୍ଷଣସ୍ଥାୟୀ ଇନ୍ଦ୍ରିୟ ସୁଖ ସବୁ କ୍ଷଣକ ପାଇଁ ସୁଖଦାୟୀ | ସୁଖ ଦୁଃଖ କମ ବହୁତ ...

1    43 1

ଆସିଲେ କହିବି

Romance

ସୁନାର ହରିଣୀ ଡେଇଁ ଡେଇଁ କେମିତି ଆଖିରେ ଝଲସେ, କେମିତି ଦାନ ବାନ୍ଧି ଥାଏ ଶାମୁକା ଭିତରେ ମୁକ୍ତାଟିଏ । ...

1    8 1

ଯିଏ ଜୀବନ ବଞ୍ଚାଏ

Others

ସାରୁ ପତ୍ରରେ ନାଚିବ ପାରଦ ପରି ଢଳି ଢଳି ଗୋଟିଏ ପତ୍ରରୁ ଅନ୍ୟ ପତ୍ରରେ |

1    48 1

ଗୋଟିଏ ସ୍ପନ୍ଦନ

Inspirational

ସକାଳୁ ରାତି ଯାଏ ଚବିଶ ପ୍ରହର କ୍ରିକେଟର ନାମଯଜ୍ଞ, ଯଜ୍ଞର ଆହୁତି ପାଇଁ ତପସ୍ୟାରେ ଅନେକ ସମର୍ଥକ | ...

1    465 4

ରଜ

Abstract Others

ମଣିଷର କଳ୍ପନାରେ ରଜୋତିର୍ଣ୍ଣ ଦିନ ପରେ ମୌସୁମୀ ବର୍ଷାର ଛୁଆଁରେ ଧରିତ୍ରୀ ପଲ୍ଲବିତ ହୋଇ ସବୁଜିମାରେ ହୁଏ...

1    63 1

ସେ ରାସ୍ତାରେ ଯାତ୍ରା

Inspirational

ଏମିତି ଆଉ କିଏ ଅଛି ଯେ ଜୀବନଟା ସାରା ଜଳି ଜଳି ସଂଜୀବନୀ ଶକ୍ତି ଭରିଦିଅନ୍ତି ?

1    268 1

ମହକ

Others

ଏବେବି ତାଳ ଗଛ ପତ୍ରରେ ଝୁଲୁଛି ବାଇ ଚଢେଇଙ୍କ ବସା, ଝଡି ପଡିଥିବା ପକ୍ଷୀ ପରକୁ ଖୋସାରେ ଖୋସିବା ଲାଗି ଲା...

2    55 1

ସାବିତ୍ରୀ

Others

ପ୍ରିୟତମ ସତ୍ୟବାନ! ତୁମ ଯାତ୍ରା ଅନ୍ଧାରକୁ ନୁହେଁ ମୁଁ ଆସିଛି ଶକ୍ତିମୟୀ ଆତ୍ମାକୁ ଜାଗ୍ରତ କରିବାକୁ |

1    202 1

ଆଲୋକ ତର୍ପଣ ପାଇଁ

Others

ସୂର୍ଯ୍ୟ ବୁଡ଼ିଗଲେ ସୁନେଲି କିରଣ ଝରିବ, ପାହାଡ଼ ସେପଟେ ଦିଗନ୍ତ ମଥାରେ ବିନ୍ଦି ପରି ଦିଶିବ, ଜହ୍ନ ଉ...

1    22 1

ହସଟିଏ ଦରକାର

Others

ଫୁଲ ପରି ତା' ହସରୁ ମଧୁ ଝରୁଥିଲା, ସେପଟେ ଖେଳ ପଡିଆରେ ଚୌକା ଛକା ବର୍ଷୁଥିଲା ଧୂ ଧୂ ଖରାର ତାତିରେ ...

1    278 1

ସମର୍ପି ଦେଇଛି

Others

ସିନ୍ଦୁର ଜଳୁଛି ମଥାରେ ତୁମର, ଦାଉ ଦାଉ ଦିଶୁଛି ସୁନାର ପାଦରେ ଅଳତାର ଗାର ।

1    107 1

କାଳବୈଶାଖୀ

Others

ଏ କାହାର କାମ ଆକାଶର ନାଦ ନା ଧରଣୀର ନିନାଦ ଧୂପ ପରି କୁଣ୍ଡଳୀ ସାଜି ଉଠେ ଘୁର୍ଣ୍ଣି ଝଡ ସୂର୍ଯ୍ୟଙ୍କୁ...

1    25 1

ଯେଉଁଠି ରାତି ପ୍ରୀତି ଜଗାଏ

Romance

ସେଇଠି ଜହ୍ନ ଜ୍ୟୋସ୍ନା ଢାଳି ଖିଲି ଖିଲି ହସେ, ସେଇଠି ଦୀପର ଆଲୋକ ଚାରିଆଡ ଦିଶେ |

1    52 1

ଅସହ୍ୟ ଯନ୍ତ୍ରଣା ଏଠି

Tragedy

ସାଗୁଆ ଶାଢ଼ୀ ପିନ୍ଧି ଖଇ ଫୁଟା ତତଲା ଖରାରେ କୃଷ୍ଣଚୂଡ଼ାର ନାଲି ଫୁଲରେ ଖିଲି ଖିଲି ହସୁଥିବା ଓଡିଶା ମୋ ଶ...

1    163 1

ଫନି ଗଲାପରେ ତଥାପି ଅନ୍ଧାର

Abstract

ଫନି ସିନା ଯାଇଛି ଚାଲି ବିଷ ଜ୍ଵାଳା ସରି ନାହିଁ ଶ୍ରୀହୀନ ଶ୍ରୀକ୍ଷେତ୍ର ବେହାଲ ରାଜଧାନୀ

1    83 1

ଫନି

Abstract

ମୃତ୍ୟୁ ଯେମିତି କାଲି ଅକସ୍ମାତ୍ ଛିଡା ହୋଇଥିଲା ଘର ଅାଗରେ ଲୋକେ ଅଟକି ଥିଲେ ଘର ର କାବାଟ ଭିତରେ ତ୍ରାହି...

1    41 1

ଲୁହଟିକେ ଲୋଡ଼ା

Romance Tragedy

ଦୁଃଖ,କ୍ଳେଶ,ଗ୍ଲାନି ଉଭେଇ ଯିବ; ଆଖିର ଜ୍ୟୋତି ଅନ୍ଧାରର କାଳିମାକୁ ଚିରି ସାରା ରାତି ସ୍ବପ୍ନ ଦେଖାଇବ |

1    20 1

ଆସ ଯିବା

Others

ତୁମେ କ’ଣ ଭାବୁଛ ମୁଁ ନେଇଯାଇଛି ବାନପ୍ରସ୍ଥ ? ଅନାଇଛି ତୁମ ପଥ

1    339 42

ତୋ ଆଖି,ତୋ ଦେହ ,ତୋ ମନ

Others

ତୋ ଆଖି ଆଖି ନୁହେଁ ସାଗର ଶାମୁକା, ତୋ ଆଖିରୁ ଝରୁଥିବା ପାଣି, ଲୁହ ନୁହେଁ ତା' ଅଟେ ଶାମୁକା ମୁକୁତା |

1    181 29

ନିର୍ବାଚନ ଋତୁ

Others

ଅଜସ୍ର ଶବ୍ଦର ଧ୍ୱନିରେ ଅନେକ ପ୍ରତିଶୃତି ଉପଲବ୍ଧିର ଅନେକ ତାଲିକା | ଏରୁତୁରେ ଗଣତନ୍ତ୍ର ରୁଦ୍ଧିମନ୍ତ ହୁଏ ଭାଷଣରେ...

1    99 1

ବିଶ୍ୱାସ

Others

ଜ୍ୟୋସ୍ନା ରେ ଭିଜି ଭିଜି ଫୁଲିଲାଣି ନଈ ଛୁଇଁବାକୁ ଦୁଇକୂଳ ବାଲି ପଠାକୁ ଧସେଇ |

1    227 34

ହୋଲି

Others

ପ୍ରୀତିରେ ଜଡେଇବ ତନୁ ମନ ଭିଜେଇବ ସ୍ବପ୍ନ ଦେଖେଇବ ରଙ୍ଗର ଇନ୍ଦ୍ରଧନୁସେ ହୋଲି ଫଗୁଣର |

1    270 53

ନାରୀ

Others

ନାରୀ ମହୁ ସାଇତା ମହୁ ଫେଣା ଚିପୁଡ଼ିଦେଲେ ମହୁପରି ଝରେ ପ୍ରେମର ଝରଣା|

1    412 53

ନିବେଦନ

Others

ମୋତେ ତୁମେ ତୋଳି ନିଅ, ଅପହଞ୍ଚ ହେବ ନାହିଁ ତୁମରି ଆବାସ ଠିକଣା ମୋତେ କହିଦିଅ | ଅହଂକାର ପ୍ରାଚୀର ଭାଙ୍ଗିଛି

1    100 4

ପଳାଶ

Others

ଛୁଅଁନା ଛୁଅଁନା ଅଭିଶପ୍ତ ସେ ତାକୁ ସବୁଠି ପ୍ରବେଶ ମନା, ଜହ୍ନ କିନ୍ତୁ କରିନାହିଁ ମନା

1    151 4

ଋତୁରାଜ

Inspirational Others

ଧାରବାସୀ ସମସ୍ତେ ଜାଗ୍ରତ ମୁଁ ଏକାକୀ ସମବିଷ୍ଟ, ଧରାବୀ ଶ୍ରେଷ୍ଠ ସୌନ୍ଦର୍ଯ୍ୟରେ ଭୂଷିତ ବସନ୍ତ ପଞ୍ଚମୀରେ ସରସ୍ୱତୀଙ...

1    124 3

ଫୁଲବାମା

Tragedy

ନିଃଶବ୍ଦ ବ୍ୟଥାର ବେଦନା ମର୍ମେ ମର୍ମେ ସଭିଏଁ ବୁଝୁଛୁ ଜଣା ନାହିଁ କିଏ ଚିହ୍ନ କିଏ ଅଚିହ୍ନା ମୃତ୍ୟୁ ଯେମିତି ହେଇଛି...

1    176 6

ଠିକଣା

Inspirational

ମୋ ହୃଦୟର ସ୍ପନ୍ଦନରେ କେହି ଜଣେ ମୋ କାନେ ନିରନ୍ତର କହୁଛି, ଏ ସବୁ ତୋର ନୁହେଁ ସବୁ ମାଟି, ପାଣି, ପବନ ନିଆଁ ଆଉ ...

1    131 4

ପ୍ରଜାତନ୍ତ୍ର

Others

ଇଂରେଜ ଚାଲାକ ଜାତି ଥିଲା ଜାଣିଥିଲା କେମିତି ବ୍ୟବସାୟରେ ହୁଏ ମିଶାଣ ଫେଡ଼ାଣ ସେଥିପାଇଁ ଅନେକ ଲହୁ ଲୁହାଣ |

1    189 7

ଈଶ୍ୱର

Others

କାହାର ଇସାରାରେ ଏଠି ଜୀବନ ଆଉ ମୃତ୍ୟୁର ଖେଳ କିଏ ସେ ମାଲିକ ଦେଖିଛକି ତାଙ୍କ ମୁଖ,

1    148 3

ଚିଠି

Others

ତୁମ ସ୍ୱର ଶୁଣୁଛି ପ୍ରତିଦିନ କାନପାତି, ପବନରେ ତୁମରି ନିଶ୍ୱାସ ଛାତିର ବୁରୁଜ ଭାଙ୍ଗୁଛି, ନୀରବରେ ମନ ମାରି ସବୁକ...

1    222 8

ଅପେକ୍ଷାରେ ଏକା ଏକା

Others

ଆଗରେ ପାର୍ବଣ, ଚାରିଆଡେ ମେଲଣ ତୁମକୁ ଖୋଜୁଛି ଦେଖୁଛି ସୁନେଲି ସପନ, ଦେଖିବ ବୋଲି ମୁହଁ ନଈ ହେଇଛି ଦର୍ପଣ,

1    139 3

ସ୍ମୃତି ଏକ ରୁପା ଜହ୍ନ

Others

ସ୍ମୃତିରେ ଦିଶେ ସକଳ ଅତୀତ ଯେତେକ ଅଗମ୍ୟ ଅନ୍ଧାର ବାରି ହୁଏ ସ୍ପର୍ଶ ତା'ର ଦେଖି ହୁଏ ରଙ୍ଗ,ସଞ୍ଜ ସକାଳର

1    150 6

ଶୀତ

Others

ଶୀତ କୁହୁଡି ଏଇନେ ଅଛି, ଏଇନେ ନାହିଁ ଗାଁ ତୁମର ଏଇ ଦିଶୁଚି,ଏଇ ଦିଶୁନି

1    134 1

ରାତି

Others

ଅନ୍ଧାର ଆହୁରି ଅନ୍ଧାର ହେଇଛି ଜହ୍ନ ତା' କବରିରେ ଲୁଚିଛି ମେଘ ବି ଘନ କଳା କଜଳ ହୋଇ ତା' ଆଖିରେ ଲାଖିଛି।

1    1.9K 6