Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Arun Kumar Mitra   Author of the Year 2018 - Nominee

  Literary Colonel

ଅବଳାର ଆର୍ତ୍ତି

Others

କୁହ ହେ ନର, ରାଜନ , କୁତ୍ସିତ ଆଚରଣ ନିତ୍ୟ କେତେ କରିବ ପ୍ରକାଶ ହେ ପୁରୁଷ କୁହ ତୁମେ କାହାକୁ ମୁଁ କରିବି ବିଶ୍ବାସ।

1    6.6K 4

ପତ୍ନୀର ଅର୍ଥ ଭଲ ପାଇବା

Others

ପତ୍ନୀ ମୁଖେ ହାଲୁକା ହସ, ଆଖିର କୋଣେ ଜଳ ପତ୍ନୀଙ୍କର ପ୍ରେମ ନଈରେ ନଥାଏ ଥଳକୂଳ।

1    6.7K 9

ସ୍ବାଧୀନତା

Others

ମୁଁ କିନ୍ତୁ ପରାଧିନତାର ଶୃଙ୍ଖଳେ ବନ୍ଦୀ କେତେବେଳେ ପିତା, କେତେବେଳେ ପତି,

1    6.6K 6

ସ୍ଵାଧୀନତାର ଏକସ୍ତରୀ ବର୍ଷ ପରେ

Others

ବାଳିକାଶ୍ରମ ନାମ ତାର, ଚାଲଇ ନାରୀ ସଂହାର ଭଦ୍ରଜନ ଦୂସ୍କର୍ମେ ଅଗ୍ରଣୀ ହେ ରାଜନ୍ କହିବ କି ଆଉ କେତେ ସହିବେ କି ତରା...

1    6.7K 4

ଜଳଯୋଦ୍ଧା (କେରଳର ବନ୍ୟା)

Tragedy

ଜୀବନ ଜୀବିକାରେ ଦୁଇ ପଟ ରୁଟି ପାଇଁ ନିତ୍ୟ ଅଭିଯାନ ମଝି ଦରିଆରେ।

1    6.8K 4

ଆଷାଢ଼ର ପ୍ରଥମ ବରଷା

Romance

ଆନନ୍ଦଧାର ସ୍ନାତ ପରବତ ଗିରି ବଣଭୂମି ଧନ୍ୟ ଧୌତ ପତର ତରୁଲତା ଫୁଲ ମହୀତଳ କ୍ଳେଦଶୂନ୍ଯ।

1    1.5K 6

"ନାରୀର ଘର କାହି"

Inspirational

ଡାକିଲି ବସ୍ତିରୁ ଛଅ ସାତଜଣ ଛୋଟ ଝିଅ ପିଲାଙ୍କୁ ଶିଖଉଥିଲି ସିଲେଇ, ତା ସହିତ ଦରକାର ବେଳେ ପାଠ ମଧ୍ୟ

1    6.3K 1

ନାରୀ ତୁମେ ରହନି ନୀରବ -

Inspirational

ତୁମକୁ ଦେଲା ସ୍ବାଧୀନତା ନାଁରେ ଏକ କୁତ୍ସିତ ଉପହାର, ପୁରୁଷଙ୍କ ପାଇଁ, ଦୃଷ୍ଟିନନ୍ଦନ ଏକ ଉଛଳିତ ଝରଣାର ଧାର ତୁମକୁ ଗ...

1    6.7K 2

ରଜରେ ପ୍ରୋଷିତଭର୍ତ୍ତୃକା

Tragedy

ଫେରି ନାହିଁ ତାର ପ୍ରିୟଜନ ଆଜି, ବନ୍ଦୀ ସେ ବହୁଦୂରେ ଜୀବନ ଜୀବିକା ଭାରି ନିଷ୍ଠୁର, ବନ୍ଧା କରମର ଡୋରେ।

1    6.9K 7

ଅବଳାର ଆରତି

Others

କୁହ ହେ ନର, ରାଜନ , କୁତ୍ସିତ ଆଚରଣ ନିତ୍ୟ କେତେ କରିବ ପ୍ରକାଶ ହେ ପୁରୁଷ କୁହ ତୁମେ କାହାକୁ ମୁଁ କରିବି ବିଶ୍ବାସ।

1    6.7K 7

ଡଗ୍ ବିରିଆନୀ

Comedy Others

ସେଇଆ ଖାଇକି ପୁଅର ନୂଆ, ବିଚିତ୍ର ଲକ୍ଷଣ ସବୁବେଳେ କୁକୁର ପରି, କରଇ ଆଚରଣ। ଏସବୁ ଦେଖି ମୋ ମନରେ, ଆସିଲା ଭୀଷଣ ଭୟ

1    6.5K 8

ଜୀବନ ଖାତା

Others

ଶେଷରେ କେବଳ ଶୂନ୍ୟ ମିଳିବ କରନି ହିସାବ ଏତେ। ବିଭୂପାଦେ ମନ କରିଲେ ଅର୍ପଣ ପ୍ରାପ୍ତି ପରମ ଗତି

1    6.8K 8

କବି ପ୍ରଣାମ

Inspirational Others

ତବ ଶ୍ରୀଚରଣେ ହଜାର ପ୍ରଣାମ ମଧ୍ୟ ଗଗନ ରବି। ତବ କିରଣରେ ବିଭାବସୁ ମ୍ଳାନ ସର୍ବଯୁଗର କବି।

1    6.4K 8

ଆଧୁନିକା ସାବିତ୍ରୀର ନୂଆବାର୍ତ୍ତା

Comedy Others

ସାବିତ୍ରୀ ବ୍ରତର ଦିନେ, ଶ୍ରଦ୍ଧା ନିବେଦନ ନ ମାନିଲେ ଜୀବନେ ତୁମ, ଘୋର ଦୂର୍ଦିନ। ଶୁଣିଲ ସାବିତ୍ରୀ ବାର୍ତ୍ତା, ପତି ...

2    6.8K 6

ପତ୍ନୀ

Others

ପତ୍ନୀ ମୁଖେ ହାଲୁକା ହସ ଆଖି ର କୋଣେ ଜଳ ପତ୍ନୀଙ୍କ ପ୍ରେମ ନଈରେ ନ ଥାଏ ଥଳକୂଳ ।

1    1.2K 8

ନେତାଜୀ ପ୍ରଣାମ

Inspirational

ନିଦହୀନ ରାତି ବିତୁଥିଲା ତାଙ୍କ ଭୁଲିଣ ଅନ୍ନ ଜଳ....

1    6.5K 7

ସୂର୍ଯ୍ୟାଲୋକ

Others

ମାଘ ଶେଷରେ ନିତ୍ୟ ଘନ କୁହୁଡି ଭରା ପ୍ରାତେ ଅଳସ ଭାଙ୍ଗି ଉଠନ୍ତି ସେ ସୂର୍ଯ୍ୟାଲୋକ ସାଥେ -----

1    1.2K 5

ଅବଲୋକନ

Inspirational

ସ୍ରଷ୍ଟାକୁ କେବେ ତୁମେ କରିଛ ଜୁହାର?

1    6.7K 6

ଜରାଶ୍ରମରେ ଜନନୀର ଅନ୍ତିମ ଗତି

Others

ଦେଖିବାର ଲାଗି ସେଦିନର ବାକ୍ୟ ଥିଲା ମୋତେ ଡାକିବ ନି କେବେ ଯାହା କରିବାର କର, ଲାଗେ ଅର୍ଥ ଦେବି ମୁହିଁ ନୂହେ କିନ୍ତ...

1    6.9K 10

ମୋ କବିତା

Inspirational

ତଥାପି ମୋହର ଲେଖା ଅନାଦରେ ଥାଏ ପଡି ଛିଣ୍ଡା ପତରରେ, କେବେ ପୁଣି ଆବର୍ଜନାର ସ୍ତୂପେ....

1    6.5K 10

ମୋର ଚିତ୍ତ

Inspirational

ହେ ମୋର ଚିତ୍ତ ପୂଣ୍ୟ ତୀର୍ଥେ ଜାଗରେ ଧିରେ....

1    6.9K 7

ଶ୍ରମିକ ଦିବସ

Inspirational

ସେମାନେ କରନ୍ତି କାମ ଘର୍ମାକ୍ତ କଳେବରେ....

1    6.6K 5

ପୃଥିବୀର ଶେଷ ଯୁଦ୍ଧ

Others

ତୁମ ଦର୍ପରେ ହତଭାଗ୍ୟ ବସୁନ୍ଧରା ଆଜି ବାରୁଦ ସ୍ତୂପରେ ଅପେକ୍ଷାରେ ଦୂଦ୍ଧର୍ଷ ଆତତାୟୀ ହସ୍ତରେ ମଶାଲ,

1    6.7K 9

ଇନ୍ଦ୍ରଧନୁ

Inspirational

ଯେତେ ବଡ଼ ହେଉ ଇନ୍ଦ୍ରଧନୁଟି ସୁଦୂର ଆକାଶେ ଅଙ୍କା...

1    6.3K 3

ଉଦାର ଚରିତାନାମ୍

Inspirational

ସୂର୍ଯ୍ୟ ଉଇଁ କହେ ତାକୁ ଭଲ ଅଛ ଭାଇ....

1    13.4K 4

ଅଭିମାନେ ଦେଶ ମାତୃକା

Inspirational

କୃଷକ, ବିଷ ଖାଇକି ମଲେଣି ଦେଶେ କେତେ ହଜାରେ ରାଜାନୁଗ୍ରହରେ ଖାଲି, ବାନ୍ଧଇ ବସା ଭ୍ରଷ୍ଟାଚାର ॥

1    13.0K 5

କୀର୍ତ୍ତିଯସ୍ୟ ସଃ ଜୀବତି

Inspirational Abstract

ପୁତ୍ର ହେଉ ବା କନ୍ୟା ହେଉ ବା ଆତ୍ମୀୟ ସ୍ଵଜନ

1    6.5K 4

ମାତୃ ବୈଭବ

Inspirational

ଗଭୀର ଗହନ ବଣେ ଶୀତଳ ଛାୟାରେ ମନ ପ୍ରାଣ ଭରି ଯାଏ ଅଜଣା ମାୟାରେ ।

1    6.6K 5

ଆସ ନେବା ଶପଥ

Inspirational

କରିବା ଶପଥ ହାତେ ହାତ ରଖି ବଞ୍ଚାଇବୁ ଧରାଧାମ ।

1    6.4K 6

ଉନ୍ନୀତ ସମାଜ

Inspirational

ଅତି ସକାଳରୁ ରାତି ଏଗାରଟା ନିସ୍ତାର ନାହିଁ ମୋଟେ

1    6.7K 6

ନଦୀମାତା ମହାନଦୀ

Inspirational

ଦେଖିଛ କି କେହି କେଉଁ କାଳ ଠାରୁ ବୋହିଚାଲେ ନିରବଧି ॥

1    6.8K 6

ବଙ୍ଗ ପରିବାରରେ ପ୍ରଥମାଷ୍ଟମୀ

Inspirational

କହିଲା ଛୁଆ, ହଳଦୀ ପତ୍ର ଦେଇ ପିଠା ନ ହେଲେ ନିୟମ ହେବ ଖର୍ବ

2    6.5K 5

ବଙ୍ଗ ପରିବାରରେ ପ୍ରଥମାଷ୍ଟମୀ

Others

ପହୁଁଛିଗଲେ ତିନୋଟି ଥାଳି ଧରି, ଭାବିଲି ମନେ ଫନ୍ଦି ଫିକର କରି, ଯାହା ହେଉ ଆଜି ଜୁଟିଲା ପିଠା ଖିରି, ତୁମକୁ ହଜାର ଜୁହା...

2    20.2K 5

ମୋହର ସ୍ଵର୍ଗପୁରୀ

Others

ସନ୍ଧ୍ୟାକାଳେ ଶଙ୍ଖଧ୍ଵନି ପ୍ରଦୀପ ଉଠଇ ଜଳି, ହୁକ୍କା ହୁଆ ବିଲୁଆ ଡାକେ କୁନି ପିଲା ଯାଏ ଡରି  ।

2    19.8K 4

ନିର୍ଯ୍ୟାତିତା ନିରୂପମା

Others

ମୁଁ ଚାହିଁଥିଲି, ଭାର୍ଯ୍ୟା ସୁନ୍ଦରୀ, ରୂପସୀ ତନୟା ନୁହେଁ ଦେଲୁ ମୋତେ ମାରି, ବରବାଦ୍ କରି, ଆଉ ତୋତେ ଭଲପାଏ ।

2    6.6K 5

ଉତ୍କଳ ଜନନୀ

Others

ଧନ୍ୟ ମମ କର୍ମ ଭୂମି, ତବ ଶ୍ରୀ ଚରଣ ତୁମ୍ବି ଉତ୍କଳ ମାତେ, କୋଟିଏ ପ୍ରଣାମ ଆଶ୍ରିତ ମା’ ତବ କ୍ରୋଡେ ବାନ୍ଧ ମାତ ସ୍ନେହ ...

2    6.5K 6

ଶେଷର ସେଦିନ

Others

ପଶୁପକ୍ଷୀଙ୍କୁ ଗୃହହୀନ କରି ସୁନ୍ଦର ଧରାବକ୍ଷେ ପରମ ସୁଖରେ ଆମେ ନିଦ୍ରିତ ଆମ ବାସ ଗୃହ କକ୍ଷେ  ।

2    6.8K 12

ବିମୁଦ୍ରିକରଣ

Others

ଜନମନରେ ଉତ୍କଣ୍ଠା ହେଲାକି ସର୍ବନାଶ  କହିବ ସମୟ ଭଲ ମନ୍ଦ ସାକ୍ଷୀ ଇତିହାସ  ॥

1    6.7K 5

ମହାନଦୀ ବିବାଦ

Others

ଦୃପ୍ତ କଣ୍ଠେ ଦୃଢ ଘୋଷଣା ଜାଣିଥାଅ ଦେଶସାରା, ଯେମିତି ବୋହୁଛି, ସେମିତି ବୋହିବ ଚିର ଅମୃତ ଧାରା  ॥

1    13.2K 5

ଠାକୁରଙ୍କ ପାଦଦେଶ

Others

ଏ ହେଲା ପ୍ରାଚୀନ କଳିଙ୍ଗ ପ୍ରଦେଶ ଏଇ ଠାକୁରଙ୍କ ଦେଶେ ପ୍ରଭୁ ନାରାୟଣ ଦିଏ ଦରଶନ ନାନା ରୂପେ ନାନା ବେଶେ  ।

1    6.7K 2

ପୂଣ୍ୟଭୂମି ଉତ୍କଳ ପ୍ରଦେଶ

Others

କାବ୍ୟ-କବିତା, ନୃତ୍ୟ-ଗୀତାଦୀ ସବୁଥିରେ ପରିପୂର୍ଣ୍ଣ ପ୍ରଭୁ ଜଗନ୍ନାଥ ଷୋହଳ ଅଣା ଆଣି ହେଲେ ଏଠି ଅବତୀର୍ଣ୍ଣ  ।

1    6.4K 4

ମୋର ପ୍ରଥମ ପ୍ରୟାସ

Others

ଓଡିଆରେ ପାଠ ମୋର ନଥିଲା ବିଲକୁଲ୍ ପାଠକ ବୃନ୍ଦ କ୍ଷମା ଦେବେ, ଯଦି ହୁଏ ଭୁଲ  ।

1    6.8K 7

ମୁଁ ଯାତ୍ରା ଦଳର ପରୀ

Others

ମୁଁ ଗୋଟେ ଝିଅ ଅଠର ବର୍ଷୀୟା ଯାତ୍ରା ଦଳର ପରୀ  ।

1    6.6K 6

ଅଗତିର ଗତି ପ୍ରଭୁ ଜଗନ୍ନାଥ

Others

ହେ ଜଗତର ନାଥ    ବିରାଜିତ ତୁମେ ଶ୍ରୀକ୍ଷେତ୍ର ଧାମେ ତୁମେ ଅନାଥର ନାଥ  ।

1    6.6K 3

ଧ୍ଵଂସର ସଂକେତ

Others

ଆସୁଅଛି  ଦୁର୍ଦ୍ଦିନ କାଳର ବିବର୍ତ୍ତନ ଧ୍ଵଂସର ସଂକେତ ନା କି ପରିବର୍ତ୍ତନ  ?

1    6.9K 4

ସବୁଜର ଅଭିଧାନ

Others

ସୁସ୍ଥ ସବଳ ସୁନ୍ଦର ଆଉ ସୁଖ ଶାନ୍ତିରେ ଭରା ଯଦି ହେ ମାନବ ରଖିବାକୁ ଚାହଁ ଆମରି ବସୁନ୍ଧରା  ॥

1    6.7K 5

କଳାକାରଙ୍କ ରାଜ୍ୟ

Others

ତାଙ୍କରି ହସ୍ତେ ଗଢା ଦେବଗୃହ ଆଉ ଯେତେ ମନ୍ଦିର ନିପୁଣ କଳାର ପରଶେ ଶୋଭିତ ଦେଖ କେତେ ସୁନ୍ଦର  ।

1    7.0K 3

ପୁଅ ବସାରେ ବାପ

Others

ବାପା ଆସିଲେ ପୁଅ ବସାକୁ ବୁଲିବା ପାଇଁ ଥରେ ନାତି ନାତୁଣୀ ବୋହୁମା’ ପୁଅ ରହନ୍ତି ବସାରେ  ।

1    6.6K 4

ସତର୍କ ବାର୍ତ୍ତା

Others

ବୃକ୍ଷ କହେ “ମନୁଷ୍ୟ ତୁମେ ଏତେ ନିଷ୍ଠୁର ନିର୍ବିଚାରେ ଆମମାନଙ୍କୁ କରୁଛ ସଂହାର  ।

1    6.3K 4

ବିଶ୍ଵସମ୍ରାଟ ଶ୍ରୀ ଜଗନ୍ନାଥ ଓ ତାଙ୍କ ରାଜଧାନୀ

Others

ବିଶ୍ଵସମ୍ରାଟ ଶ୍ରୀ ଜଗନ୍ନାଥ ରାଜଧାନୀ ଉତ୍କଳ

1    6.7K 3

ବରେଣ୍ୟ କବିକୂଳ

Others

ହଜାର ସୂର୍ଯ୍ୟସମ ଜଳ ଜଳ ଉତ୍କଳ କବିକୂଳ ଦୀପଶିଖା ସମ, ଦିଅ ଠାଇଁ ମୋତେ ହେଉବା ଅନୁଜ୍ଵଳ  ।

1    6.7K 5

ମୋର ପରିଚୟ

Others

ଉତ୍କଳ ଜନନୀଙ୍କ ପଣତ ଛାୟା ତଳେ ବିତିଲା ତିନି ଦଶକ, ମମତା ଆଞ୍ଚଳେ  ॥

1    6.7K 6