Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Paramita Mishra  

I can't express my feelings, i can only write them, and i strongly belief that, Ink word has much power💪 than sword.....

"Literary Colonel"


पराई बेटी

Drama Tragedy

बहू बेचारी छोटा सा मुँह लिए अपने कर्म स्थल पर वापस गयी।



1    393 18

ଓଷ ମଉସା

Inspirational

ନୂଆଁ କାଚ ଆସିଲେ ତା ଉପରେ ନାଁ ତଥା ପରିମାଣ ଓ ସମୟ ଲେଖିବା, ତା ଛଡା ପୁରୁଣା ଔଷଧ କାଚରେ ଯାହାର ଦିନ ଆଉ ଅଲ୍ପ ଥିବ ତାକୁ ସଫା କରି ପୁରୁଣା ଘର ହାତ ଭାଡି ଉପରେ ଏକାଠି କରି ରଖିବା ଏୟା ହେଉଛି ଓଷ ମଉସା ଙ୍କ ନିତି ଦିନିଆ କାମ।



3    130 0

ଆମ ପାଇଁ ଆମେ ଦାୟୀ

Inspirational

କଲ୍ଯାଣୀ ନିଜ ର କ୍ଷତ କୁ ଭୁଲି ପୃଷ୍ଠା ପରେ ପୃଷ୍ଠା ଓଲାଟାଇଲେ। ଖୋଲି ଖୋଲି ଜାଉଥିଲା ଅତୀତର ଦରଜା ସବୁ ଧିରେ ଧିରେ।



7    178 5

ସେବକ ବି ସେବା ର ଅଧିକାରୀ

Others

ମୋ ଦେଇଥିବା ଶିକ୍ଷା ଅନ୍ୟ ପୁତ୍ରମାନେ ତ କେବଳ ଶିଖିଛନ୍ତି କିନ୍ତୁ ତୁମେ ତାକୁ ପ୍ରକୃତ ଗ୍ରହଣ କରିଛ ଓ ଜୀବନରେ ଅନୁସରଣ କରିଛ।



5    340 38

ଆତଙ୍କବାଦୀ

ଆଜିର କାହାଣୀ ଭାରତ ଇତିହାସରେ ଏକ ମାଇଲ୍ ଖୁଣ୍ଟ।



8    179 8

ନିଆରା ବନ୍ଧୁତା

Inspirational

ପୁଅ ବୋହୂ କଂ ମୁହଁ ଲାଜରେ ଟିକେ ଲାଲ୍ ଦିଶୁଥିଲା ଆଉ ପେପର ତଳେ ମୁହଁ ଲୁଚାଇ ଶ୍ୱଶୁର ନିଜ ସଫଳତା ପାଇଁ ମୁରୁକି ହସା ଦେଉଥିଲେ।



3    239 8

ଚାଳିଶି ଟଙ୍କିଆ ପାଠ

Inspirational

ଯଦି ତୁମର ପରିଶ୍ରମ ଓ ଇଛା ଶକ୍ତି ପ୍ରଖର ତେବେ ତୁମର ସଫଳତା ନିଶ୍ଚିତ।



4    308 11

ପର ଝିଅ

Drama

"ଭାଉଜ ଶାଢୀ ଆମ ଶାଢୀ ଠୁ ବେଶି ଦାମିକା ଆଉ ସୁନ୍ଦର ଦିଶୁଛି" , ମାଆ ଓ ଭାଇ ଆଗରେ ମୁହଁ ଶୁଖେଇ କହିଲେ ଭଉଣୀମାନେ ।



1    295 12

ଜୀବନର ମାପକାଠି

Inspirational

ସନ୍ତୁଷ୍ଟ ରହିବା ନିଶ୍ଚିତ ଏକ ବଡ କଳା ।ତେବେ ଆମ ସମ୍ପର୍କ ରେ ସନ୍ତୁଷ୍ଟି ରହିଲେ ବଞ୍ଚିବା ବି ସଫଳ ହୋଇଯାଏ।।



7    186 7

ଅଭିଶପ୍ତା ନୁହେଁ ସେ ଦୁହିତା

Inspirational

ବୋଉ କୁ ଆସି ସବୁକଥା କହିଲି ତ ମୋ ବୋଉ କହିଲା ଖାଲିରେ କଣ ଝିଅ ମାନଙ୍କୁ ଦୁହିତା କୁହାଯାଇଛି।ଏଇ ଶକ୍ତି ଠାକୁରେ କେବଳ ଝିଅ ଠେଁ ହିଁ ଦେଇଛନ୍ତି।



10    2.5K 12

ନୋଥ

Others

ମୋ ଭାଗ କୁ ଥିଲା ଅଜାଙ୍କ ଗପ ପେଢି। ଆଉ ମା ପାଇଁ ଗୋଟେ ଚିଠି।



13    1.9K 6

ଶେଷ ଗୁରୁବାର

Others

ଖାଇବା ସରିଲା ପରେ ଛାତ ଉପରେ ବୁଲୁଥିଲି ତ ନଜର ପଡିଲା ରାନୁ ମୋ ମିତ ତାଘର ଛାତ ଉପରେ ବସିଛି ଏକା ଏକା। ପାଖକୁ ଯାଇ ଦେଖେତ ମୁହଁ ଟା ଶୁଖିଯାଇଛି।



4    2.8K 9

ନା

Inspirational

ମୁଁ ଏତେ ଅଯୋଗ୍ୟ ନୂହେଁ ଯେ ମୁଁ ମୋ ସ୍ତ୍ରୀ ର ଭରଣପୋଷଣ କରିପାରିବିନି।



2    7.1K 13

ମୋ ଦେଇ

Inspirational Tragedy

ଚିନୁ ମିନୁ ଦୁଇ ଭଉଣୀ ଦୁଇ ଦେହ ଗୋଟେ ପ୍ରାଣ କଥା ଦେଲି ମତେ ଲୋଡା ନାହିଁ ସାଂଗ ତୋ ବିନା ଏ ଜୀବନ ତୋ ବିନା ଏ ଜୀବନ।



7    14.7K 29

ନିଦ

Children Tragedy

ଯେତେ ନିଦ ଆସୁ କି ଦୁନିଆ ଓଲଟି ଯାଉ ପଢ କି ନପଢ ରାତି ଆଠଟା ଯାଏଁ ବହି ଧରି ସେଇଠି ବସି ବାକୁ ବାଧ୍ୟ। କିନ୍ତୁ ନିଦ ତ ବାପା ଙ୍କ ନିୟମ ବୁଝେନା



2    1.7K 17

ଭିକାରୀ

Others

ହରି ଚାଲୁ ଚାଲୁ ଧୀର ବାବୁ ଙ୍କୁ କହୁଥିଲେ। ଧୀର ବାବୁ ବି ପାଳିଆ ଧରିଲେ ଖର୍ଚ କୁହନ୍ତୁନି, ଆହୁରି ଦଶହରା ଆସୁଚି କଣ ଯେ କରିବା। ବୁଝିଲ ହେବ ବଡ..,



2    7.4K 11

ବଦମାସ୍

Inspirational

କିଛି ନିଷ୍ପତ୍ତି ନେଇ ପାରୁ ନଥିଲି ମାଡାମ ମତେ କହିଲେ ମୁଁ ଚାହିଁଲେ କାଲିଠୁ ଅନ୍ଯ କ୍ଲାସ ନେଇ ପାରିବି। ଘରକୁ ଫେରିଲି । ବହୁତ ଗ୍ଲାନି ହେଉଥିଲା ମୋ



4    13.9K 22

ରାକ୍ଷୀ ପାଉଣା

Inspirational

ଭାଇ ତୁ ଦୀର୍ଘଜୀବି ହୁଅ ଜୀବନର ସବୁ ସଫଳତା ତତେ ମିଳୁ।ତୁ ହସୁଥା, ସୁଖରେ ରହ ଏତକ ମୋ ରାକ୍ଷୀ ପାଉଣା



3    7.2K 13

ରାତି ପାହିବାକୁ ଆହୁରି ବାକି

Inspirational Tragedy

ରୋହିତ୍ କହୁ କହୁ କାନ୍ଦି ଉଠିଲା,ମୁଁ ବି ଆଉ ବଞ୍ଚି ବାକୁ ଚାହେଁନି, ମୋ ପାଇଁ ପ୍ରଶାନ୍ତ ସେହି ଖରାପ ପିଲାମାନଙ୍କ ସହ ଝଗଡା କରିଥିଲା।



7    1.3K 14

ପରିବର୍ତ୍ତନ

Drama

ଆଇ ଭାରି ଆଦର କରେ ସୋମୁକୁ। କିଛି ଦିନ ପରେ ମାମୁଁଙ୍କର ଆଉ ଗୋଟିଏ ପୁଅ ଜନ୍ମ ହେଲା ଶୁଭ। ଆଉ ତାପରେ ଘରେ ଯେଉଁ ଜିନିଷ ଆସେ ସେସବୁ ତିନି ଭାଗ ହୁଏ ।



5    14.0K 10

ବୋହୂଚୋରି

Inspirational Others

ସାରକଥା- ନାରୀ ଟିଏ ଯଦି ପ୍ରେମରେ ମୌସୁମୀ ସାଜିପାରେ ତେବେ ସେହି ନାରୀ ପ୍ରତିଶୋଧ ରେ ବନ୍ଯା ବି ସାଜିପାରେ।



14    14.3K 13

ଗୃହଲକ୍ଷ୍ମୀ

Inspirational Abstract Others

ରୋଷେଇ ଘରର ଗରମ୍ ରେ ହାତରେ କରଚି ଧରି ଘଣ୍ଟା ଚାଲିଛି କିନ୍ତୁ କାନଟା ଅଛି ମଝି ଘରେ. ଶାଶୁ ପୁଅ କାନରେ କେଜାଣି କଣ ମନ୍ତ୍ର ପଢୁଛନ୍ତି...



2    7.3K 11

ବିରଞ୍ଚି ରାକ୍ଷସ ଓ କୁହୁକ କାହାଣୀ

Inspirational

ଆଗକୁ ଯାଇ ବୀରଭଦ୍ର ନିଜର ରାଜ୍ୟଶାସନରେ ସାରା ବିଶ୍ୱରେ ନାମ କମାଇଲା, ବିରଞ୍ଚି ବୁଝିସାରିଥିଲା ଅସଂଖ୍ୟ ସଂତାନ ଅପେକ୍ଷା ଗୋଟିଏ ସୁସଂତାନ ଭଲ।



5    7.4K 17

ବୋଉ

Others

ଦୌଡ଼ି ଯାଇ ଦେଖେତ ଜାଗା ଜାଗା ଖଣ୍ଡିଆ ହୋଇ ରକ୍ତ ବାହାରୁଛି ଦାନ୍ତ ଭାଙ୍ଗି ରକ୍ତ ଝରୁଛି ।



2    7.4K 11

ଠୁରି ଆମ୍ବ

Abstract Others

ସବୁ ବଣ୍ଟା ସରିଲା । ନଣନ୍ଦ ମାନେ ନିଜନିଜ ଭାଗ ବାନ୍ଧି ଅଲଗା ରଖିନେଲେ । ମୁଁ ଭାବୁଥିଲି ରାତିଖିଆରେ ଆମ୍ବ ଖୋଲା ହେଲେ ମତେ ନିଶ୍ଚୟ ଦେବେ ।



3    7.0K 15

କଥା ତ ଏତିକି

Inspirational Abstract Others

ଇଂଜିନିୟରିଂ ସିନା ଅଧାରୁ ସେ ଛାଡି ଥିଲେ କିନ୍ତୁ ମେସିନ୍ ସହ ଦୋସ୍ତି ଛାଡି ନଥିଲେ...



10    7.3K 11

ମୁଁ କଣ ଆଉ ଶିଶୁ ନୁହେଁ

Others

ଶେଫାଳିର ମୁହଁ କିନ୍ତୁ ଉଜ୍ଜ୍ଵଳ ଦିଶୁଥିଲା,ଯେମିତି କୋହିନୂରର ହୀରା ମିଳିଯାଇଛି। ମନେ ମନେ କିଛି ସ୍ଥିର କରିନେଇଛି ସେ।



6    7.0K 9

ପ୍ରତୀକ୍ଷାର ଅନ୍ତ

Tragedy

ସାବିତ୍ରୀ କି ଦଶହରା ପୁଜା ଆମ ଘରେ ହୁଏ। ସମସ୍ତଙ୍କ ଆଗରେ ଆସି ସବୁ ଗଲା ପରେ ସେ ଯାଏ।ବଡ ସୁନ୍ଦର ଦିଶୁଥାଏ ସେ ସେଦିନ ସତେ।



5    1.5K 16

ମୁକ୍ତ

Drama Others

ସ୍ୱତଃ ପାଟିରୁ ବାହାରି ଆସିଲା ମାଁ ଏ ମାଡ,ମାଆ ତାତ୍ସଲ୍ୟର ହସ ହସି କହିଲା ଆଉ ନୁହଁ ଚାଲ ମୋ ସହ।



5    7.2K 16

ରାକ୍ଷୀ

Inspirational Drama

ମୁଁ ସେ ଅତିତକୁ ମନେ ପକାଇବାକୁ ଚାହୁଁ ନଥିଲି ତେଣୁ ମୁଁ ତୁମ ଭଉଣୀ ରାକ୍ଷୀ ହୋଇ ରହିଲି। ବିଶ୍ଵାସ କର ମୋର ଏ ପରିଚୟରେ ମୁଁ ବହୁତ ଖୁସି ।



5    7.0K 12

ବଲ୍

Tragedy

କିଛି କାଗଜ, ଫଟା କପଡ଼ାକୁ ମକଚି, ଏଠୁସେଠୁ କିଛି ସୂତା ଟାଣିଆଣି ବବଲୁ ତାକୁ ବାନ୍ଧିପକେଇଲା । କୁନି ଭାଇ ବିନୁ ଆଡ଼କୁ ବଢେଇଦେଇ କହିଲା, “ଦେଖିଲୁ ଏଇଟା କ’ଣ ?” ତିନିବର୍ଷର ପୁଅ ବିନୁ ବଲ୍‌ଟିକୁ ଦେଖି ଭାରି ଖୁସି ହୋଇଗଲା ।



3    7.3K 13