Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Sasmita Acharya

  Literary Colonel

ଜୟ ମା ମଂଗଳା

Others

ତୋ ବିନା ଆନ ଗତି ନାହିଁ ଅଭିମାନୀ ଏ ମନ ମୋର ଲୀଳା ତୋହର ବୁଝେ ନାହିଁ ||

1    6.4K 7

ଲୁହ ଯଦି କେବେ ହୁଅନ୍ତା ନିଜର

Others

ହାତ ଧରି ନେ ମୋର ସଖା ତୁ ଅଟୁ ଏକା ମୋ ନିଜର || ହେ କଳାଠାକୁର…

1    1.2K 7

ସ୍ମୃତିଗୁଡ଼ା କାହିଁ ଆଜି

Romance

ତୁମ ଚାଲିଯିବାର ଅଭିମାନରେ………

1    6.9K 3

ଅତିଥି

Abstract

ପରିଚୟ ବି ମିଳିନି ରାତିକର ବନ୍ଧୁତାରେ ଏ ମନ ଜମା ବୁଝୁନି କିଛି ତ ମିଳିନି

1    6.9K 10

ଚିଠିଟିଏ ତୁମ ପାଇଁ

Others Romance

ମୁଁ ପାଇଯିବି ଆତ୍ମସନ୍ତୋଷ ତୁମ ମନରେ ଥିବ ଗୁଡାଏ ଅବଶୋଷ ତଥାପି ମୁଁ ତୁମ ପାଇଁ ଜଳୁଥିବି ଆକାଶରେ ତାରାଫୁଲ ସାଜି ରହ...

1    6.7K 7

ସଂପର୍କର ସୂତା ଖିଅଟା

Others

ପୁଣି ମିଶିଯିବାକୁ ହୁଏ ଜୀବନର ସ୍ରୋତରେ ଖୁବ୍ ନୀରବରେ....ll

1    6.9K 7

ସ୍ଵପ୍ନ

Others

ପାଏନି ତା ପରିଚୟ ମରୀଚିକା ପଛେପଛେ ସମୟଟା ସରିଯାଏ ସେଇ ଅଜଣା ବାଟରେ ||

1    6.2K 4

ଏଇ ମାତୃ ହୃଦୟର

Inspirational

ତୁ ରୁଷି ଗଲେ ମୋ ଦୁନିଆଟା କିଟ୍ ମିଟ୍ ଅନ୍ଧାର....

1    6.8K 4

ଅପେକ୍ଷାରେ ଅପେକ୍ଷାରେ

Others

ମୁକ୍ତିର ପଥ ଖୋଜନ୍ତି ଅଭିମାନ ଭରା ଆଖିର ଦୁଇ ଧାର ଲୁହ ଅଧାଶୁଖା ରହିଯାଏ

1    6.7K 9

ପ୍ରେମ ଗୋଟେ ଛଳନା

Others

ତଥାପି ଏ ମନ କାହିଁ ହୁଏ ଆନମନା ପ୍ରେମ ବିନା ଦୁନିଆରେ କେବେ ବଞ୍ଚି ପାରେନା ||

1    1.3K 4

ହେ ମହାବାହୁ

Inspirational

ପତିତ ପାବନ ନାମ ବହିଅଛ ପତିତଙ୍କୁ କରି ଉଧାର...

1    6.6K 8

ଜାଣିଛି ମାଆ ଲୋ

Others

ତୋ ଦୁଆର ପରା ବିଶ୍ବାସର ଘର ଜାଣିଛି ମାଆ ଲୋ ମୁହିଁ ଲୋଡା ନାହିଁ ମୋର

1    7.0K 7

ଆସିବୁ କି ଧନ ସତେ

Inspirational Others

ପୁରି ଯିବ ମନ ମୋର ମାତୃତ୍ବ ପଣରେ ରାଗିବିନି ଆଉ ଜମା କଥା ଦଉଚିରେ ||

1    6.8K 8

ସ୍ମୃତି ସାଇତା ଫୁଲ

Romance

ସମୟର ଛକି ଶୂନ ଖେଳରେ ଜୀବନର ହୋଇଯିବ ଇତି....

1    6.5K 2

ଲକ୍ଷ୍ମଣରେଖା

Abstract

ତୁମେ ତ ଖୋଜିବ ମୁଁ ଖୋଜୁଥିବି ଠିକଣା ବଦଳି ଯିବ

1    6.8K 9

ତୋ କୋଳ ମୋର

Others

ମଥାରେ ମୋ ବୋଳୁଥିବି ତୋ ଭାବେ ମୋର ଯାଉ ଏ ଜୀବନ ଜନ୍ମେ ଜନ୍ମେ ମାଗୁଥିବି||

1    6.9K 4

ମା ମଙ୍ଗଳା

Inspirational

କି ଗୁଣ ବର୍ଣ୍ଣିବି ମାଆ ଅଟୁ ସର୍ବଗୁଣା ତୁହି ଛାର ମାନବ ମୁଁ ଏତେ ଶକ୍ତି ମୋର ନାହିଁ .....

1    6.9K 8

ବୋଧେ ସେଥିପାଇଁ

Others

ସେ ବୋଧେ ସେଥିପାଇଁ ବୁଝି ପାରୁଛି ମୋ ଅକୁହା ଭାଷା ନିଜ ଲୁହରେ ଧୋଇ ଦେଉଛି

1    6.9K 4

ଅନାବନା ଭାବନା

Romance

ତୁ ଆସୁ ଏମିତି ହସୁ ଏମିତି.... ଛୁଇଁ ଦେଇ ଚାଲିଯାଉ....

1    1.2K 9

ମାଆ ତୁମେ ଆସ ବୋଲି

Others

ଭକ୍ତି ଭାବର ପ୍ଲାବନ ଅଫୁରନ୍ତ ଶାନ୍ତି ଆନନ୍ଦ ସୁଖର ଲହରୀ …… ମାଆ

1    6.4K 6

ଜୟ ମାତା

Others

ନମଇଁ ଚରଣେ ତବ ମାତା ସଦା ଭକ୍ତିଚିତ୍ତେ ଦୁଃଖହାରିଣୀ ମାତା ଦୁଃଖ ହରିବ ତୁରିତେ ତବ ପୟରେ ମଥା ସଦା ଥାଉ ମୋର.......

1    1.3K 5

ହୃଦୟେ ତୁ ରହୁ ମୋର

Inspirational

ତୋ ବିନା ସବୁ ଶୂନ୍ୟ ଲାଗେ ମୋତେ....

1    6.5K 5

ଅବ୍ଯକ୍ତ ମହିମା

Others

ଚିର ଯୌବନା ଶକ୍ତି ସଂପନ୍ନା ସଂପୂର୍ଣ୍ଣା ଅଗ୍ନିସମା ଅସୀମ ଶୋଭା ସୁଷମା……||

1    6.7K 8

ମୁଁ ତ ମାଗିନି ତୁମକୁ

Others

ମୁଁ ସିନା କହିଦେଲି ମୋ ହୃଦୟର କଥା ଏତେ ସହଜରେ ହେଲେ ତୁମେ ବୁଝି ପାରିଲେ ହେଲା……||

1    6.5K 9

ସ୍ବପ୍ନର ପସରା

Tragedy

ନିର୍ଜନ କୋଠରୀର ଦିପ୍ ଦିପ୍ ଦୀପ ଶିଖା

1    1.4K 6

ପାରିବି ମୁଁ କେବେ ରହି

Others

ତୋ ଠାରୁ ଦୂରେ ଟିକିଏ ରହିଲି ତୁ କି ପାରିବୁ ସହି ତୋ ଠାରେ ମାନ କରି କିବା ଲାଭ ମିଛେ ଯାହା ଥିଲି କହି……||

1    6.5K 6

ସମୟ ତ ଠିକ୍ ଏକା ପରି ଚାଲୁଛି

Inspirational Others

ସମୟ ତ ଠିକ୍ ଏକା ପରି ଚାଲୁଛି ହେଲେ କିଏ କିଏ କହୁଛି ସମୟ ବଦଳି ଯାଇଛି କାହିଁ କିଛି ତ ବଦଳିନି

1    6.9K 7

କେମିତି କହିବି

Inspirational

ମାଆ କେମିତି କହିବି ମୁଁ ଆଜି ପୁରା ଏକା ବୋଲି....

1    6.2K 6

ତଥାପି ମୁଁ ତୁମର

Others

ରହିଥାଏ ତୁମ ପ୍ରତୀକ୍ଷାରେ କୁମୁଦ ଠୁଁ କୁମୁଦିନୀ ଯେସନେ କେବେ ରହିପାରେ କି ସେ ଦୂରେ……

1    6.9K 11

ନାରୀ ଯଦି ମାଆ ଲକ୍ଷ୍ମୀଙ୍କ ପ୍ରତୀକ

Inspirational Others

ଭଉଣୀର ସ୍ନେହ ପ୍ରେମିକାର ପ୍ରେମ ପତ୍ନୀର ପ୍ରୀତି ଆଉ ସହଯୋଗ ପାଇଁ ନାରୀଟିଏ ଜରୁରୀ ତେବେ କନ୍ଯାଭୃଣ ହତ୍ଯା ହୁଏ କାହ...

1    7.0K 12

ମାଆ ଲୋ ମାଆ

Others

କୋଳ ତୋର ସୁଖ ଶାନ୍ତି ପସରା ଅସରା ତୋ ବିନା ଦୁନିଆଟା ମିଛ ବେସାହାରା …

1    6.8K 7

ମନ ମୋର ଆଶାର ସହର

Others

ମନ ମୋର ଆଶାର ସହର ସମାନ ମୋ ପାଇଁ ଅମୃତ କି ଜହର ସ୍ବପ୍ନ ମୋର ଏକ ବାଲିଘର ଭାଂଗେ ଗଢ଼େ ନାହିଁ ଠିକଣା ତାହାର !!

1    6.5K 8

ସପନ ସହରେ ମୋ ପ୍ରିୟର ଘର

Romance

ସପନ ବଣିକ ସେ ସପନେ ଆସେ ଫୁଲ ଦେଇ ମୋତେ କରେ ନିଜର……

1    6.8K 4

ଏଇ ତ ମଣିଷ ଜୀବନ

Inspirational

ଆପଣାର ଜନକୁ ହସେଇ ପାରିଲେ ତ ସାର୍ଥକ ଜୀବନ…… ପାଇବାର ଆଶା କମ୍

1    6.6K 8

ଯଦି

Inspirational Others

ମୂକ ପାଲଟି ଯାଇଥିବା ଏଇ ନିରୀହ ଶରୀରଟାର କରୁଣ କାହାଣୀ ଓ ଆତତାୟୀର ବିକଟ ଅଟହାସ୍ୟ ଠିକ୍ ଗତ ରାତିର ଅନ୍ଧାର ବକ୍ଷର...

1    6.8K 10

ଏଇ ଜୀବନ

Inspirational

ଶରୀରଟା ଥଣ୍ଡା ପଡ଼ିଗଲେ ସବୁକିଛି ପର ଆଉ ମୂଲ୍ଯହୀନ....

1    6.9K 6

ଚିତ୍ର ବି କଥା କହେ

Fantasy

ସ୍ବପ୍ନର ସୌଦାଗର ତୁମେ ଆସ ନିଶବ୍ଦ ପ୍ରହରେ ସାଉଣ୍ଟି ନେବାକୁ

1    6.7K 4

ସମୟର ଲୁଚକାଳି

Others

କିଛି ମିଳେ ଏଠି ଭାଗ୍ୟର ବଳରେ କିଛି ମିଳେ ପୁଣି କର୍ମରେ କିଛି ମିଳି ପୁଣି କିଛି ହଜିଯାଏ ସମୟର ଲୁଚକାଳିରେ||

1    6.9K 4

ତୁମେ ଜାଣିଛ କି ପ୍ରିୟ

Romance

ଟିକିଏ ପ୍ରେମ ଆଉ ବିଶ୍ବାସ ଟିକିଏ ପ୍ରତାରଣା

1    6.6K 4

ଗୁଡ଼ି ଆଉ ମୁଁ

Others

ମୁଁ ବି ଧାଉଁଥାଏ ଛୁଇଁବାକୁ ସ୍ବପ୍ନ ଆଉ ପ୍ରାଚୁର୍ଯ୍ଯର ସୀମା ଭୁଲିଯାଇ ସବୁ ସୀମାରେଖା ||

1    6.8K 8

ନୀରବେ ନୀରବେ

Others

ଦେଇଥିବା ପ୍ରତିଶ୍ରୁତି ସବୁ ନୀରବେ ନୀରବେ ଜିଇଁଥିବେ ସ୍ମୃତିମାନେ ଚିରକାଳ ହୃଦୟର ଅଦେଖା କୋହରେ……||

1    7.1K 6

କେତେ ଥର ଭାବିଛି

Romance

କେତେ ଥର ଭାବିଛି.....

1    1.4K 5

ହୃଦୟ ମୋର ମାଆ

Others

ଏ ମିଛ ସଂସାର ଏ ମିଛ ଶରୀର ଯାହା ତୁ ଦେଇଛୁ ମୋତେ

1    6.8K 5

ମୁଁ ବୋଧେ ବଡ଼ ହେଇଯାଇଛି

Inspirational

ସତମିଛର ଦୁନିଆ ଭିଡ଼ରେ ବାଟ ଚାଲୁ ଚାଲୁ ସୁଖ ଦୁଃଖର ହିସାବ କରୁଛି କିଏ...

1    1.0K 4

ଅନାବନା ଭାବ

Others

ବାସ୍ତବ ସ୍ବପ୍ନ ବୋଧେ ଆଜି ମୋ ନିଦକୁ ହଜେଇ ଦେଇଛି ସାରା ରାତି ଶୋଇ ନ ପାରିଲେ ବି

1    7.1K 12

ସବୁ କୁମ୍ଭୀର କାନ୍ଦଣା

Others

ଅନ୍ୟାୟ ରାଜନୀତି ପଛରେ ନିରୀହ ଜୀବନକୁ ନ୍ୟାୟ ଦେଇ ନ ପାରି ନ୍ୟାୟ କାନ୍ଦୁଛି …… ପୁଣି କାଲିକୁ କିଏ ବଳି ପଡିବ ତା'ର ଭ...

1    6.9K 8

ତୁମେ ବୋଧେ ସେଇ

Romance

ଏଇ ବୋଧେ ମିଳନର ପର୍ବ ତୁମେ……ଆଉ ମୁଁ……

1    1.2K 6

ତୁ ସ୍ମୃତିଟିଏ ହେଇ ଥାଆ

Others

ତୁ ସ୍ମୃତିଟିଏ ହେଇ ଥାଆ ସ୍ବପ୍ନ ମୋର ଲୋଡ଼ା ନାହିଁ ସ୍ମୃତିରେ ମହକ କେତେ

1    7.0K 5

ଏମିତି ପଦେ ଅନାବନା

Others

ବୁଝାଇ ଦିଅ ଗୋ ଅବୁଝା ମନକୁ ଆଉ ଫେରି ଚାହଁ ନାହିଁ ଫେରି ଚାହିଁ ଦୁଃଖ ନ ପାଅ ସାଥୀ ଗୋ ଲାଭ ଆଉ କିଛି ନାହିଁ ||

1    6.2K 2

ସଂପର୍କ ବି ଏମିତି ହୁଏ

Romance

ଶାମୁକା ଗର୍ଭରୁ ସତେ ସଂପର୍କର ମୁକ୍ତା ଟିଏ.....

1    1.3K 5

କ'ଣ ମାଗିବି ମା'

Inspirational Others

କି ସୁଖ ଅବା ଦୁଃଖ ତୋ ଚରଣେ ମଥା ରଖିଲେ ମିଳିଯିବ ମୋତେ ସବୁ ସୁଖ ଜୀବନ ଯନ୍ତ୍ରଣାରୁ ସର୍ବମୋକ୍ଷ ||

1    1.3K 3

କେଜାଣି କାହିଁକି

Others

ଅବା ଦେଖାଇବ ମୋତେ ମୃତ୍ଯୁର ଅନ୍ତିମ ପଥ ତଥାପି ମୋ ମନ କହେ ମୋ ଜୀବନର ବାକିତକ ଆୟୁଷ ତୁମର…………||||

1    7.0K 4

ଅତିଥି

Others

ଅଛି ଯାହା କିଛି ସ୍ମୃତି ଆଉ ସେ ଝରା ଶେଫାଳିର ବାଶ ଭରା ରାତି ତୁମେ ଅଜଣା ଅତିଥି ....!!

1    7.1K 6

ମାଆ

Inspirational Others

ଜୀବନର ପ୍ରତି ମୁହୂର୍ତ୍ତରେ ତୋ ବାତ୍ସଲ୍ୟତାରେ ହସି ଉଠେ ମୋ ଶୁଷ୍କ ପ୍ରାୟ ଜୀବନ ଭରିଯାଏ ସଂପୂର୍ଣ୍ଣତାରେ

1    6.5K 6

ପ୍ରୟାସ - ନୂଆ ଏକ ଜୀବନର

Others

ଯୋଉଠି ଥିବ ଖାଲି ବିଶ୍ବାସ ସ୍ନେହ ପ୍ରେମ ନ ଥିବ କିଛି ଅବିଶ୍ବାସ ପ୍ରାପ୍ତି ଅପ୍ରାପ୍ତିର ଅବଶୋଶ

1    6.6K 8