Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Arabinda Acharya   Author of the Year 2018 - Nominee

ମୁଁ ଖାଣ୍ଟି କେନ୍ଦୁଝରିଆ | କିନ୍ତୁ ଜନ୍ମ ହେଇଛି ସିମେଣ୍ଟ ସହର ରାଜଗାଙ୍ଗପୁର ରେ | ସେଇଠି ମୋ ବାପା ଙ୍କ ଚାକିରି ବେଳର ରହଣି କାଳରେ ମୋ ଜନ୍ମ | ପିଲା ଦିନୁ ପ୍ରତେକ କଳା ପ୍ରତି ମୋ ଆଗ୍ରହ | ବାପା ମଧ୍ୟ ନାଟକ କରୁଥିଲେ , ନିଜର ହବ୍ୟ ହିସାବରେ | ତାଙ୍କ ଅଫିସ ଡ୍ରାମା ରେ , ଗାଁ ରେ ପୂଜା ବେଳେ ମୁଁ ବହୁତ ଡ୍ରାମା ଦେଖି ଦେଖି ବଡ ହେଇଛି | ମୁଁ ଛୋଟ ଥିଲା ବେଳେ ମୋତେ ଡ୍ରାମାରେ ବାପା ମିସେଇଥିଲେ | ମୋତେ ଖୁବ ମଜା ଲାଗୁଥିଲା | ମୂର୍ତି କରିବା ଚିତ୍ର କରିବା ମଧ୍ୟ ମୋର ପିଲା ଦିନ ର ସଉକ ଥିଲା | ଆଉ ତା ଛଡା ଏ ଲେଖାଲେଖି , ୟା ବିଷୟରେ କଣ କହିବି ? ଅଷ୍ଟମ ଶ୍ରେଣୀ ରେ ପଢିବା ବେଳୁ ମୁଁ ମୋ ଲେଖା କୁ ପତ୍ରିକା ରେ ପ୍ରକାଶ କରିବାକୁ ବହୁତଆଗ୍ରହ କରୁଥିଲି | ସ୍କୁଲ ମ୍ୟାଗାଜିନ ରେ ମୋ ଲେଖା ବାହାରିଲେ ବହୁତ ଖୁଶି ଲାଗୁଥିଲା |ଏମିତି ଏମିତି ହେଇ ଅନେକ ପତ୍ରପତ୍ରିକା ରେ ଲେଖା ବାହାରିଲାଣି | ତଥାପି ମୋର ଗୋଟେ ଭଲ ଅଧ୍ୟାୟ "ଆହ୍ଵାନ" ଈ ମଗାଜିନ ସହିତ କଟିଛି | ବହୁତ ଲେଖା ସାଥିରେ ବାହାରିଛି | ଏବେ ବି ବାହାରୁଛି | ଦେଖାଯାଉ ମୋ ଏ ନିଶା ମୋତେ କୌଠିକି ନେଇ ପହଞ୍ଚେଇବ ? ଜୟ ଓଡିଆ ସାହିତ୍ୟ ! read more

  Literary Colonel

ପ୍ରତିଯୋଗିତା

Others

" ହାଲୋ , ମୁଁ ଷ୍ଟୋରି ମିରରରୁ କହୁଥିଲି .... ଆପଣ ପ୍ରତିଯୋଗିତା ପାଇଁ କିଛି ଲେଖା ଦିଅନ୍ତୁ ।"

2    310 2

ବର୍ଷା ଶୋଇଛି ବୋଲି

Others

ନିଉଜ୍ ଚାନେଲରୁ ସେ ଘଟଣା ଦେଖି ମୋ ମୁଣ୍ଡ ବୁଲେଇ ଦେଲା । ହାତରୁ ବ୍ରସ ଖସି ପଡ଼ିଲା ।

1    1.7K 20

ଆଉ ଏକ ପରୀକ୍ଷା

Inspirational Others

“ଆଜି , ଖାଇନ ନା ? ମୁଁ ଜାଣେ ପରା ? ମା ସେଥିପାଇଁ ମୋ ସହିତ ମେଡିସିନ ସବୁବେଳେ ଦେଇଥାଏ | ନିଅ ଖାଇ ଦିଅ | ଦିଅ ମୁଁ ଗ...

2    7.5K 19

ପିତୃତ୍ଵ

Inspirational

ଘରଣୀଙ୍କ କଥାକୁ ଶୁଣୁ ଶୁଣୁ ଗାଡି ଷ୍ଟାର୍ଟ ହେଇଯାଇଥିଲା ....

6    6.9K 11

ପିତୃତ୍ଵ

Drama Others

ସେଦିନ ବାପା ବି ତା ସାଙ୍ଗରେ ସିନେମା ଦେଖି ବାହାରିଥିଲେ | ତା’ର ସବୁ ସାଙ୍ଗ, ତାକୁ ଆଉ ତା ବାପାଙ୍କୁ ଏକାଠି ଦେଖି ବହୁ...

6    7.0K 17

କଲେଜ ଫ୍ରେସର ପାର୍ଟି

Others

ଫେସନ ନାଁରେ ଏମିତି ସବୁ ଝିଅ ମାନେ ଦେହକୁ ଫୁଙ୍ଗୁଳା କରିବା ଆଡକୁ ବଢୁଛନ୍ତି |

5    7.5K 14

କୁନ୍ଦୁଲୀ ପୀଡ଼ିତା

Inspirational Others

ସବୁକୁ ଦେଖୁ ଦେଖୁ ସ୍ମିତାର ମୁଣ୍ଡ ଭାରି ଭାରି ହେଇ ଆସୁଥିଲା | କେମିତି ସେ ଏକୁଟିଆ ରିମାକୁ ପାଳି ଆସିଛି ସବୁ ମନେ ପଡି...

3    6.9K 12

ବ୍ରେକିଙ୍ଗ ନିଉଜ

Tragedy Abstract Others

ଟିଭି ପରଦା ଉପରେ ପ୍ରଶାନ୍ତ ତା ଗାଡି ରେ ନିଆଁ ଲାଗି ହୁ ହୁ ଜଳୁଥିବାର ଦେଖୁଥିଲା....

4    14.6K 11

ଶୀତ

Others

ଗାଡ଼ିଟି ଷ୍ଟାଟ ହାଠାତ ବନ୍ଦ । ଗାଡି ଗୋଟେ ସହର ବାହାରକୁ ବାହାରୁ ଥିଲା । 10 କିଲୋମିଟର ପାଖା ପାଖି ପଳେଇ ଆସିଥିଲା ।

2    7.4K 14

ତୁମେ

Abstract

ଆଉ ତା ପରେ ତରତର ହେଇ ପଛକୁ ଚାହୁଁ ଚାହୁଁ , ହସି ହସି ପଡିଆ ଭିତରକୁ ଚାଲି ଯାଇଥିଲେ | ଅନୁରାଧା କାନ୍ଦୁ କାନ୍ଦୁ ହସି ପ...

8    7.0K 19

ରେଡ଼ ରିବନ ଡେ

Inspirational

ଶୀତୁଆ ସକାଳେ ମୁଁ ସବୁଦିନେ ଏଇଠି ଆସି ଚା ପିଏ । ବିଭିନ୍ନପ୍ରକାର ଲୋକଙ୍କଭିଡ଼ ଏ ଦୋକାନରେ ।

2    7.2K 11

ଅଜାଗା ଘା'

Drama Abstract

ବିଭୁ ଭାବୁଥିଲା , ଭଗବାନ କେମିତି ଗଢିଛନ୍ତି ଏ ସଂସାର | ଏତେ ଜୀବଙ୍କୁ ସୃଷ୍ଟି କରିଛନ୍ତି , ତାଙ୍କ ଭିତରେ ପୁଣି ସମ୍ପର...

9    7.3K 18

ଲିଫ୍ଟ ପ୍ଲିଜ୍

Inspirational

ମୁଁ ତାକୁ କିଛି ପଚାରିବାକୁ ଭାବୁଥିଲି , ଠିକ୍ ଏତିକିବେଳେ ଆଉ ଥରେ ଫୋନ୍ ଆସିଲା | ପିଲାଟି କହୁଥିଲା ....

2    7.3K 14

ଚୁପ୍ .....ଦେଖ କିଏ ଆସୁଛି !

Horror Thriller

ସେ ଦୋକାନୀର ହାତକୁ ଦେଖି ଏ ଲୋକଟାର ଆଖି ଖୋସି ହେଇଗଲା | ସେ ହାତଟାରେ ପାପୁଲି ନଥିଲା .....ଥିଲା ଘୋଡା ଟାପୁ !

10    7.0K 12

ବିଚାର କରନ୍ତୁ ଦୋଷ କାହାର

Crime Tragedy Others

ଗଳ୍ପଟିରେ ଜଣେ ଅପରାଧୀର ମନସ୍ତତ୍ବ ବୁଝିହେଉଛି

3    7.0K 11

ତ୍ରିରଙ୍ଗା

Inspirational

ଆମେ ଅଗଷ୍ଟ ୧୫ ପାଳିବା ? କିନ୍ତୁ .....

1    7.5K 12