Arabinda Acharya
Literary Colonel
AUTHOR OF THE YEAR 2018 - NOMINEE
18
Posts
207
Followers
22
Following
ମୁଁ ଖାଣ୍ଟି କେନ୍ଦୁଝରିଆ | କିନ୍ତୁ ଜନ୍ମ ହେଇଛି ସିମେଣ୍ଟ ସହର ରାଜଗାଙ୍ଗପୁର ରେ | ସେଇଠି ମୋ ବାପା ଙ୍କ ଚାକିରି ବେଳର ରହଣି କାଳରେ ମୋ ଜନ୍ମ | ପିଲା ଦିନୁ ପ୍ରତେକ କଳା ପ୍ରତି ମୋ ଆଗ୍ରହ | ବାପା ମଧ୍ୟ ନାଟକ କରୁଥିଲେ , ନିଜର ହବ୍ୟ ହିସାବରେ | ତାଙ୍କ ଅଫିସ ଡ୍ରାମା ରେ , ଗାଁ ରେ ପୂଜା ବେଳେ ମୁଁ ବହୁତ ଡ୍ରାମା ଦେଖି ଦେଖି ବଡ ହେଇଛି | ମୁଁ ଛୋଟ ଥିଲା... Read more
ମୁଁ ଖାଣ୍ଟି କେନ୍ଦୁଝରିଆ | କିନ୍ତୁ ଜନ୍ମ ହେଇଛି ସିମେଣ୍ଟ ସହର ରାଜଗାଙ୍ଗପୁର ରେ | ସେଇଠି ମୋ ବାପା ଙ୍କ ଚାକିରି ବେଳର ରହଣି କାଳରେ ମୋ ଜନ୍ମ | ପିଲା ଦିନୁ ପ୍ରତେକ କଳା ପ୍ରତି ମୋ ଆଗ୍ରହ | ବାପା ମଧ୍ୟ ନାଟକ କରୁଥିଲେ , ନିଜର ହବ୍ୟ ହିସାବରେ | ତାଙ୍କ ଅଫିସ ଡ୍ରାମା ରେ , ଗାଁ ରେ ପୂଜା ବେଳେ ମୁଁ ବହୁତ ଡ୍ରାମା ଦେଖି ଦେଖି ବଡ ହେଇଛି | ମୁଁ ଛୋଟ ଥିଲା ବେଳେ ମୋତେ ଡ୍ରାମାରେ ବାପା ମିସେଇଥିଲେ | ମୋତେ ଖୁବ ମଜା ଲାଗୁଥିଲା | ମୂର୍ତି କରିବା ଚିତ୍ର କରିବା ମଧ୍ୟ ମୋର ପିଲା ଦିନ ର ସଉକ ଥିଲା | ଆଉ ତା ଛଡା ଏ ଲେଖାଲେଖି , ୟା ବିଷୟରେ କଣ କହିବି ? ଅଷ୍ଟମ ଶ୍ରେଣୀ ରେ ପଢିବା ବେଳୁ ମୁଁ ମୋ ଲେଖା କୁ ପତ୍ରିକା ରେ ପ୍ରକାଶ କରିବାକୁ ବହୁତଆଗ୍ରହ କରୁଥିଲି | ସ୍କୁଲ ମ୍ୟାଗାଜିନ ରେ ମୋ ଲେଖା ବାହାରିଲେ ବହୁତ ଖୁଶି ଲାଗୁଥିଲା |ଏମିତି ଏମିତି ହେଇ ଅନେକ ପତ୍ରପତ୍ରିକା ରେ ଲେଖା ବାହାରିଲାଣି | ତଥାପି ମୋର ଗୋଟେ ଭଲ ଅଧ୍ୟାୟ "ଆହ୍ଵାନ" ଈ ମଗାଜିନ ସହିତ କଟିଛି | ବହୁତ ଲେଖା ସାଥିରେ ବାହାରିଛି | ଏବେ ବି ବାହାରୁଛି | ଦେଖାଯାଉ ମୋ ଏ ନିଶା ମୋତେ କୌଠିକି ନେଇ ପହଞ୍ଚେଇବ ? ଜୟ ଓଡିଆ ସାହିତ୍ୟ ! Read less
Share with friends