Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Parshuram Biswal Author of the Year 2018 - Nominee

  Literary Colonel

ଅପାଠୁଆ ହେଲେ ଜନପ୍ରତିନିଧି

Others

ପାଠ ପଢ଼ି ଯା’ର ଯିମିତି ଯୋଗ୍ୟତା, ତା ପାଇଁ ମିଳେ ଚାକିରି ରାଇଜ ସଂସାର ଚାଲିଚି ଇମିତି, ଅବୁଝା ନୁହେଁ କାହାରି ଜନପ୍ରତି...

1    6.8K 9

ଦେଲୁନାହିଁ ମୋତେ ମୋ ଆତ୍ମବିଶ୍ୱାସ

Others

ଆଜି ଯୋଡ଼ହସ୍ତେ ମାଗୁଚି କାଳିଆ, ଦେଏ ମୋ ଆତ୍ମବିଶ୍ୱାସ କରିବି ମୁଁ ସେବା ଜନମଭୂଇଁର, ଥିବାଯାଏ ମୋ ନିଃଶ୍ୱାସ ଗୁଣ୍ଡୁଚି ...

1    13.9K 6

ମହିଳା ଶକତୀକରଣଟି ଲୋଡ଼ା

Others

ଜଣେ ଏଠି କରେ ରୋଜଗାର ପ୍ରଭୁ, ବସି ଖାଏ ଦଶଜଣ ଓଡ଼ିଶା ଗରିବ ବାଜୁଅଛି ବାଜା, ଇଏ ବି ଗୋଟେ କାରଣ ମହିଳା ଶକତୀକରଣଟି ଲୋଡ଼ା...

1    13.3K 3

କାହାରି କାମରେ ଦିନେ ଲାଗିନାହିଁ

Others

ଦୁଃଖ ନାହିଁ ମୋର ଆସିଥିଲି ଏକା, ଯିବି ପୁଣି ଏକା ଚାଲି ଦୁଃଖ ରହିଯିବ କାହାରି କାମରେ ଦିନେ ଲାଗିନାହିଁ ବୋଲି ଦୁଃଖ ବି ...

1    13.0K 4

କୋଟି ହୃଦୟରେ ବଞ୍ଚିବି ମୁଁ ମରି

Others

ଏତିକି ମାଗୁଣି ହେ ଜଗନ୍ନାଥ ! କହିବୁ ମୋ ସାଇଭାଇ ଭଲମନ୍ଦେ ଟିକେ ରଖିବେ ନଜର ମୋ ସଂସାର ମୁଁ ନାହିଁ କୋଟି ହୃଦୟରେ ବଞ୍ଚ...

1    13.2K 3

ବଦଳେଇଦବୁ ମୋ ପ୍ରାଣନାଥ

Others

ହେ ଦୀନବନ୍ଧୁ କାଳିଆ ଠାକୁର ଗିରି ଗୋବର୍ଦ୍ଧନ ଧାରୀ କଅଣ ୟାଙ୍କର ହେଇଚି କେଜାଣି କିଛି ମୁଁ ପାରୁନି ବାରି ଦିନରାତି ଖାଲ...

1    6.6K 3

ଖାଲିପାଦରେ ଯାଉଚି ପ୍ରଭୁ

Others

ମୁଣ୍ଡରେ ମାଟି ମୁଣ୍ଡେଇ ଜଗା ରାସ୍ତା ଗଢ଼ିଲି ମୁହିଁ ପେଁ ପାଁ ହେଇ ଗାଡ଼ି ମଟର ସେବାଟେ ଯାଏ ଧାଇଁ ଖାଲିପାଦରେ ଯାଉଚି ପ୍ର...

1    1.2K 5

କି ଦୋଷ ମୁଁ କଲି, ହେଲି ବୋଲି ବେକାର

Others

ମାଟି ନୁହେଁ ମାଟି ନୁହେଁ, ନୁହେଁ ମୁଁ ପଥର ସହି ସହି ସୀମାରେଖା ଟପିଲାଣି ମୋର କହ କଳାଠାକୁର କି ଦୋଷ ମୁଁ କଲି, ହେଲି ବ...

1    6.5K 2

ଆଦର୍ଶ ଶିକ୍ଷକ କରିଦେ ତୁ ଜଗା

Others

ମଣିଷ ତିଆରି କାରଖାନାରେ ମୁଁ ହେବି କୁଶଳୀ ଶ୍ରମିକ ବିଦ୍ୟାଳୟ ଗୋଟି ମୋ ପାଇଁ ମନ୍ଦିର, ମୁଁ ସିନା ତା’ର ପୂଜକ ଆଦର୍ଶ ଶି...

1    6.5K 2

ରାଇଜଟି ଧନୀ, ଲୋକଟି ଗରିବ

Others

ରାଇଜଟି ଧନୀ, ଲୋକଟି ଗରିବ, ଶୁଣିଚୁ କି କହ କାହିଁ ପାଣି, ଜଙ୍ଗଲ ସେ ଖଣିଜ ସମ୍ପଦ କୋଉଟା ଅଭାବ ନାହିଁ ତେବେ ବି ଗରିବୀ ...

1    13.1K 8

ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର

Others

ବୁଝେଇ ବୁଝେଇ ଥକିଗଲିଣି ମୁଁ ମୋ କଥା କେ’ ଶୁଣୁନାହିଁ, କହିବୁ ଟିକିଏ ମୋ ଗାଆଁ ପିଲାଙ୍କୁ ଆରେ ମୋ କଳାକହ୍ନେଇ, ଗାଆଁଟି...

1    13.8K 5

ଆନ ଭାବନାକୁ ହେଉ ପ୍ରାଣେ ଭୟ

Others

ଦେଏରେ ଶକତି, ଆନ ଭାବନାକୁ ହେଉ ମୋ ପ୍ରାଣରେ ଭୟ, ନଦିଏ ମୁଁ କଷ୍ଟ ଦୁଃଖ କାହାରିକି, କରେ ତା ହୃଦୟ ଜୟ, ହେଇ ସତ୍ୟବାଦୀ ...

1    13.4K 4

ଗୁହାରି ମୋ ଘର କରିବୁ ସରଗ

Others

ସେନେହର ଫଲ୍ଗୁ ବହିବ ନାହିଁ କି ମୋ ଘରେ ହେ ମହାବାହୁ, କାହିଁ ଗଲା ସେଇ ମମତା ଶିକୁଳି, ଫେରିବନି କି ସେ ଆଉ? ତୋ କରୁଣା-...

1    6.6K 4

ଏ ସମାଜ ପାଇଁ ବଞ୍ଚିଅଛୁ ଆମେ

Others

ମୋ ଭଳି ସ୍ୱାର୍ଥୀ ମଣିଷକୁ ଜଗା କହିବୁ ଟିକେ ବୁଝେଇ ଏ ସମାଜ ପାଇଁ ବଞ୍ଚିଅଛୁ ଆମେ, ତାକୁ ଯିବାନି ଏଡ଼ାଇ ତା ପାଇଁ କରିବା...

1    6.6K 3

ଆମ ପେଟ ଲାଗି ଦାନାଟି କାହୁଁ ମିଳିବ

Others

ବିଲବାଡ଼ି ଯେବେ କଳ କାରଖାନା, କୋଠା, ରାସ୍ତା ସବୁ ହବ ବଞ୍ଚିବା ପାଇଁକି ଆମ ପେଟ ଲାଗି ଦାନାଟି କାହୁଁ ମିଳିବ କହିଦେ କାଳ...

1    13.9K 7

ହୃଦ କାନ୍ଦୁ ପର ପାଇଁ

Others

ତୋ ଦାଣ୍ଡର ଧୂଳି ମୁଣ୍ଡରେ ମାରି ମୁଁ ଡାକୁଚି ଆରେ କହ୍ନେଇ ମୋ ହୃଦରାଇଜେ ସେନେହ ମମତା ଫଲ୍ଗୁ ଗୋଟି ଯାଉ ବହି ସାର୍ଥକ ହ...

1    6.4K 5

ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ

Others

ତୋ ପାଦେ ଗୁହାରି ହେ ଗିରିଧାରୀ ଛଡ଼େଇଦେ’ ରାଗ ରୁଷା କାହାର କି କ୍ଷତି କରିବ ସେ ଅବା, ବୁଡ଼େଇ ଦେଲାଣି ହଂସା ଏଇ କ୍ରୋଧ ପ...

1    1.0K 0

ଇମିତି ପାନେ ମୁଁ ଦେବି ବେଳ ଦେଖି

Others

ନିଜ ସ୍ୱାର୍ଥ ପାଇଁ କିଛି ଆନ ନେତ୍ରେ ଭରନ୍ତି ଶୁଖୁଆ କଣ୍ଟା ଏଇ କାମ ପାଇଁ ଆଗରେ ଅଛନ୍ତି ରାଇଜର ରାଜନେତା ଇମିତି ପାନେ ...

1    1.2K 4

ମୂରୁଖପଣରେ ବାର ପିଲା ମୋର

Others

ମୂରୁଖଟେ ମୋତେ କଲୁ କିଆଁ ପ୍ରଭୁ, ସେ’ପାଇଁ ତ ସବୁ ନାଟ କା’ର କି କାମରେ ଲାଗିବିରେ ଜଗା, ମୋ ପାଇଁ ସବୁ ବିଭ୍ରାଟ ଭଲ କଥ...

1    1.2K 9

ଇମିତି ଘରେ ମୁଁ କିମିତି ରହିବି

Others

ଉଜୁଡ଼ିଗଲା ମୋ ସୁନାର ସଂସାର, ସଜାଡ଼ିପାରିଲି ନାହିଁ କିମିତି ଏ ସାରା ବ୍ରହ୍ମାଣ୍ଡର କଥା ବୁଝୁଚୁ କହ କହ୍ନେଇ କାହାକୁ କହି...

1    6.6K 4

ଦୁନିଆ ଦାଣ୍ଡରେ ସତ ମୁଁ କହିବି

Others

ବେଦ ପଇତା ମୁଁ କାନ୍ଧରେ ପକାଏ, ମଥାରେ ଚନ୍ଦନ ଚିତା ସଭିଏ ଡାକନ୍ତି ମାଧିଆନା ବୋଲି ବାପ-ପୁଅ-ଝିଅ-ମାତା କହେ ସତ ଜଗା ନା...

1    6.5K 1

ଭକ୍ତ ତାଲିକାରେ ନାଆଁ ରଖିଲୁନି

Others

ସତ କହୁଛି ମୁଁ ସତେଇଶି ଥର ଲଣ୍ଡା ହେଲିଣି ଠାକୁର କହ କିଆଁ ତୋର ଭକ୍ତ ତାଲିକାରେ ନାଆଁ ରଖିଲୁନି ମୋର କି ଭାବି ତୁ ମୋତେ...

1    6.6K 3

ଜଳାଏ ସେ ଏକା ଦେହ-ମନ ତା’ର

Others

ଆଜି ମୁଁ ବୁଝୁଚି ପରଶ୍ରୀକାତର ଈର୍ଷା ଆସିଗଲେ କା’ର ଜଳାଏ ସେ ଏକା ଦେହ-ମନ ତା’ର, ହୁଏ ସେ ଏକା ଶିକାର ଛଡ଼ାଇପାରିବ ନାହି...

1    6.6K 7

ବଞ୍ଚିଲି ମିଛୁଆ ହେଇ

Others

ସତ ମଜା ପ୍ରଭୁ ଚାଖିପାରିଲିନି, ବଞ୍ଚିଲି ମିଛୁଆ ହେଇ ମୋ ଅଧା ଜୀବନ ବିତିଲାରେ ଜଗା କଞ୍ଚା ମିଛ କହିକହି ଯୋଡୁଚି ମୁଁ ହା...

1    12.9K 2

କା’ ବାଟର ଫୁଲ ହେଲିନି କାଳିଆ

Others

କା’ ବାଟର ଫୁଲ ହେଲିନି କାଳିଆ, କଣ୍ଟା ହେଲି ଖାଲି ଜୀବନସାରା, କା’ ଘର ସଜାଡ଼ି ନାହିଁ ଦିନେ ମୁହିଁ, ଉଜାଡ଼ିବା ହେଲା ମୋ ...

1    13.1K 4

ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’

Others

ଷାଠିଏ ପଉଟି ଭୋଗରୁ ଭାଗ ମୁଁ ଲୋଡୁନାହିଁ ଜଗନ୍ନାଥ ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’, ଯୋଡୁଛି ମୁଁ ତୋତେ ହାତ ପରକୁ ...

1    6.7K 3

କେମିତି କହ ଯାଇଥାନ୍ତି ମୁଁ

Others

ମେଘରେ ! ମୋର ଖବର ନେଇ ଯିବୁ ତୁ ନୀଳାଚଳ କହିବୁ ତାକୁ ବୁଝେଇ ମୋର ଅଣ୍ଟିଲା ନାହିଁ ବେଳ କେମିତି କହ ଯାଇଥାନ୍ତି ମୁଁ ଛା...

1    6.6K 2

ଏଇ ଧନ ଖୋଜି ଅଶାନ୍ତିରେ ଦିନ

Others

ଏ ସଂସାର ଚିର, ନୁହେଁ କେ’ କାହାର ପୁତ୍ର, ଭାର୍ଯ୍ୟା, ବନ୍ଧୁ, ଭାଇ ଏଇ ଧନ ଖୋଜି ଅଶାନ୍ତିରେ ଦିନ ବିତୁଅଛି, ଶାନ୍ତି ନା...

1    6.8K 7

କଳ୍କୀ ରୂପ ତୋର ଦେଖାରେ ଠାକୁର

Others

       ଦିନରେ କରନ୍ତି କଳାକୁ ଧଳା        ତାଙ୍କ ପାଇଁ ଏ ଶାସନ ହୁଗୁଳା,        କଞ୍ଚା ମିଛ କହି ସତିଆ ହେଇ        ...

1    6.7K 7

ସାଇଭାଇ ତୋର ଆଗ

Others

ଧରମ ପଥରେ କରମ କରିବୁ, ସାଇଭାଇ ତୋର ଆଗ ତାଙ୍କ ସୁଖେ, ତାଙ୍କ ଦୁଃଖେ ରହିଥିଲେ କେହି କରିବେନି ରାଗ ସିଏ ଖୁସି ହେବେ, ଭଲ...

1    6.6K 2

ମଣିଷପଣିଆ କେହି ଖୋଜୁନାହିଁ

Others

ପୁଅ ହବ ବଡ଼ ଡାକତରଟିଏ, ହବ ସେ ଇଞ୍ଜିନିୟର, ସବୁ ବାପା-ମାଆ ଏଇ ଚିନ୍ତା କରି ବଢ଼େଇଚନ୍ତି ବେକାର, ମଣିଷପଣିଆ କେହି ଖୋଜୁନ...

1    13.5K 9

ତୋ ଆଖିରେ ଖାଲି ତୋ ପୁଅ-ଭାରିଯା

Others

  ହେଲେ ହିସାବ କରୁଚି ଜଣେ ବସି        ତା ନାଆଁ କାଳିଆ ରଜା, ତୋର ସବୁଦିନ, ତା’ର ଦିନେ        ସେ ବୁଝିବ ମଜା ।

1    13.4K 5

ଅଛି ସବୁ ଚିଜ, ଭକତିଟି ନାହିଁ

Others

କେତେ ରଙ୍ଗଢଙ୍ଗେ କରୁଚି ତୋ ପୁଅ ଠାକରପୂଜାଟି ଏଠି ଅଛି ସବୁ ଚିଜ, ଭକତିଟି ନାହିଁ, ଦୁଃଖଟି ସିନା ସେଇଠି ଦେଏ ତାକୁ ବୁଦ...

1    6.8K 3

ତା ଟଙ୍କାରେ ମୁଠେ ଦାନା କି ପାରିବ ଗଢ଼ି

Others

ଦେବକୀଙ୍କ କୋଳେ କୃଷ୍ଣ ସିନା ଜନ୍ମ, ପାଳିଲେ ଯଶୋଦା ମାତ ବ୍ରହ୍ମା ସରଜିଲେ ମାନବ ସମାଜ, ତୋଳିଦେଲେ ଚାଷୀ ହାତ କହରେ କାଳ...

1    7.0K 7

ଏ ଆଳୁ-ପିଆଜ ଚାଷ ପ୍ରୋତ୍ସାହନ

Others

ପିଆଜ-ଆଳୁଟି ନାହିଁ ବୋଲି ଜଗା କାନ୍ଦେ ମୋ ରୋଷେଇ ଘର, ହାତ ମାରିଦେଲେ ପୋଡ଼ିଯିବ ହାତ ଶୁଣି ସେ ଦିଇଟା ଦର, କହ ତୁ କେବେର...

1    13.2K 6

ଆମ ପର୍ଯ୍ୟଟକ ଆମର ଅତିଥି

Others

ଆମ ପର୍ଯ୍ୟଟକ ଆମର ଅତିଥି ଆମ ପାଇଁ ଭଗବାନ ତାଙ୍କ ସେବା ମନେ ରହୁ ସଭିଙ୍କର ସୁରକ୍ଷା ଆତ୍ମସମ୍ମାନ ଏ ଭାବନା ଗୋଟି ଭରିଦେ...

1    12.8K 3

ବଡ଼ଲୋକପଣିଆରେ ଓଡ଼ିଶାସାରା

Others

       ବଡ଼ଲୋକପଣିଆରେ ଓଡ଼ିଶାସାରା,        ଭାସୁଚିରେ ଜଗା ନାହିଁ କୂଳକିନାରା, ଚୁଲି ନାହିଁ, ଚାଳ ନାହିଁ           ଘ...

1    6.8K 4

ରୋକୁ ଏଇ ଭାରଥୋର

Others

ସବୁ ଜାଣି ଜଗା ଶୋଭା ପାଉନାହିଁ ତୋର ଏଇ ନିରବତା ବାହାଘର ପରେ ଝିଅଘର ମୁଣ୍ଡେ ପଶେ ଭାରଥୋର ଚିନ୍ତା ଗୁମୁରି କାନ୍ଦଇ ଝିଅ...

1    6.7K 0

ବଦଳେଇଦେଏ ଅବୁଝା ମଣିଷ

Others

ସଚେତନ ସତେ କରିବୁ ଠାକୁର ଆମ ଏ ଅନ୍ଧ ସମାଜ ମୂରୁଖପଣିଆ ଦୂର ହେଇଯାଉ, ଏକଥାଟି ସିନା ଲାଜ ବଦଳେଇଦେଏ ଅବୁଝା ମଣିଷ ମିନତି...

1    6.4K 2

ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି

Others

ଡାକୁଛି ତତେରେ ନୀଳାଦ୍ରିବିହାରୀ ଏ ଅନ୍ଧାର କୋଠରିରେ ଦେଏ ଶକ୍ତି, ଦେଏ ଭକତି ମୋ ପ୍ରାଣେ, ସେ ଭୁଲ୍ ହବନି ଥରେ ସ୍ୱାର୍ଥ...

1    1.2K 4

ଅଖୋଜା ଅଲୋଡ଼ା ତାଙ୍କ ପ୍ରତିମୂର୍ତ୍ତି

Others

ଦେଶ-ଜାତି ଆଉ ସମାଜ ପାଇଁକି କିଏ କେତେ କଲେ ଦାନ ତାଙ୍କ ପାଇଁ ଆଜି କରୁଚୁ ଗରବ, କହୁଚୁ ଆମେ ମହାନ ଶ୍ରୀହୀନ ତାଙ୍କର ପ୍ର...

1    6.6K 5

ଗଠନମୂଳକ କାମରେ ବିରୋଧୀ

Others

ଗଠନମୂଳକ କାମରେ ବିରୋଧୀ ସହଯୋଗ ଗୋଟି ଲୋଡ଼ା ନହେଲେ ସଂସଦ ବିଧାନସଭାଟି ପାଲଟିଯିବ ଆଖଡ଼ା କହିଦେ କାଳିଆ ଭଲକୁ ସେ ଭଲ କହୁଥ...

1    1.0K 2

ଇମିତି ଖରଚେ କି ଧନ ସଞ୍ଚିବି

Others

କୋଡ଼ିଏ ବରଷ ହେଲାଣିରେ ଜଗା ବ୍ୟାଙ୍କ ଖାତାଟି ମୋର କୋଡ଼ିଏଟି ଟଙ୍କା ନାହିଁଟି ସଞ୍ଚୟ, ଖାଲି କରଜ ଧାଆର ସମାଜ ବ୍ୟବସ୍ଥା ପ...

1    7.1K 3

ବଦଳେଇଦବୁ ଏ ଓଡ଼ିଆ ପୁଅ

Others

କୁସଂସ୍କାର ଆଉ ଭୁଲ ଚଳଣି ସେଇ ଯେ ଅନ୍ଧବିଶ୍ୱାସ ରାଜୁତି ଯେମିତି କରିଚିରେ ଜଗା ଦିନେ ହେଇଯିବ ଶେଷ ବଦଳେଇଦବୁ ଏ ଓଡ଼ିଆ ପ...

1    6.4K 2

କି ହେବି ମୁଁ ସୁନାବୋହୂ

Others

ଏ ହୀନ କପାଳି ଆଖି ଲୁହ ପୋଛି ବିତାଉଚି ତା’ର ଦିନ ଆଉ କୋଉ ଝିଅ ଭାଗ୍ୟରେ ମଦୁଆ ନଜୁଟୁ କଳାବଦନ ଦୁଃଖୀରଙ୍କୀ ଅବା ଦିନମଜୁ...

1    6.5K 4

ରକତ ସମାନ ନୁହେଁ କି ଠାକୁର

Others

ରକତ ସମାନ ନୁହେଁ କି ଠାକୁର        ଆମେ ତ ମଣିଷ ଜାତି, ବୁଝୁନି ସମାଜ ଏଇ କଥା ଗୋଟି        ଏ କି ଭେଦଭାବ ନୀତି ? ଅବ...

1    6.3K 4

ହସିବ ଓଡ଼ିଶା, ହସିବ ତୋ ଚଷା

Others

ବୁଝେଇ କହିଦେ କାଳିଆ ତୋ ପୁଅ ଖଟିବ ସେ ରାତିଦିନ ସବୁ କାମ ଏକା ଭାବିବନାହିଁ ସେ କିଏ ବଡ଼ କିଏ ସାନ ହସିବ ଓଡ଼ିଶା, ହସିବ ତ...

1    1.0K 0

ଭୁଲ ମଣିଷ ଭୋଅଟ ପାଇଲେ

Others

ବୁଝେଇ କହିବୁ ସତେ କି କାଳିଆ ଆମ କେନ୍ଦ୍ର ସରକାର ଯେମିତି ବି ହେଉ ଆଣିବରେ ସିଏ ନିର୍ବାଚନରେ ସଂସ୍କାର ଭୁଲ୍ ମଣିଷ ଭୋଅଟ...

1    6.8K 3

ନଉଠାଉ ହାତ, ନପୋଡୁ ନିଆଁରେ

Others

ପୋଷା ବିଲେଇକି ପୋଷା କୁକୁରଟେ ପୋଡ଼ି ମାରିବାର କାହିଁ ଶୁଣିନାହିଁ କାନ, ପୋଡ଼ି ମାରୁଅଛି ଘରଣୀକି ତା ଗୋସେଇଁ ଯଉତୁକ ଲୋଭ ...

1    6.6K 2

ପୁରୁଷ ବି ଏଠି ନିର୍ଯାତିତ ହୁଏ

Others

ସବୁଠି ଶୁଣୁଚୁ ନାରୀ ନିର୍ଯାତନା ଆରେ ମୋ କଳାଠାକୁର ପୁରୁଷ ବି ଏଠି ନିର୍ଯାତିତ ହୁଏ, ରଖିଚୁ କି ଏ ଖବର ଗୁମୁରି କାନ୍ଦୁ...

1    6.6K 1

ଏଇ ପଣି ଗୋଟି ସାରା ରାଇଜରେ

Others

ଆମ ସରକାର ପଣି କଥା ଗୋଟି ଜାଣି ବି ଆଜି ଅଜଣା ଲୋକେ ଜାଣିବାକୁ ହେଉଚନ୍ତି ସିଏ ମିଛେ ଖାଲି ବାଟବଣା ସବୁ ଜାଣିଶୁଣି ଶୋଭା...

1    1.3K 6

ଫେରେଇଦେ’ ଜଗା ଆମ ଭାଇଚାରା

Others

କି କହିବି ଜଗା ମୋର ଗାଆଁ କଥା, ଲାଗୁଅଛି ଭାରି ଦୁଃଖ କି ଥିଲା, କି ହେଲା ଭାବୁଚି ମୁଁ ନିତି ଆରେ ମୋ କଳାଶ୍ରୀମୁଖ ହତଶୀ...

1    13.0K 4

ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ

Others

ଧନୀ ବଢ଼ାଉଚି ତା ଧନରାଇଜ, ଗରିବଟି ନିମ୍ନଗାମୀ ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ ସ୍ୱାଧୀନତାଟି ବେକାମୀ ପେଟେ ନପଡ଼ିଲ...

1    13.0K 5

ଭୋଅଟରେ ଆଜି ନୋଟ୍ କାରବାର

Others

ଭୋଅଟରେ ଆଜି ନୋଟ୍ କାରବାର, କି ଥିଲା କି ହେଲା ଦେଶ କାହାକୁ କଅଣ କହିବ କୋଉଠି, ତା ସାଥେ ସେ ମଦମାଂସ ନୀଳାଚଳେ ବସି ଦେଖ...

1    13.5K 4

ଡାଲି ଚାଉଳରେ ମିଶୁଅଛି ଗୋଡ଼ି

Others

ମହଜୁଦକାରୀ କଳାବେପାରୀଙ୍କ ରାଜୁତି ଚାଲିଚି ଏଠି କୋଟିକୋଟି ଟଙ୍କା ନେଉଚନ୍ତି ଠକି, ଖୋଲୁନାହିଁ କା’ର ପାଟି ନୀଳାଚଳେ ବସ...

1    7.1K 3

ମୋ ଭଳି ଶ୍ରମିକ ଏଇ ସଂସାରରେ

Others

ମୋ ଭଳି ଶ୍ରମିକ ଏଇ ସଂସାରରେ କେତେ କେତେ ଚିଜ ଗଢ଼ି ଖୁସି ବାଣ୍ଟୁଚନ୍ତି ଏଇ ସମାଜକୁ, ଅଭାବରେ ଶଢ଼ିଶଢ଼ି ତାଙ୍କ ପାଇଁ ତୋର ...

1    1.2K 2

ଜୀବେ ଦୟା ଭାବ ବହି

Others

କହିଦେ କାଳିଆ ମଣିଷଜାତିକି, ନମାରୁ ସେ ପଶୁପକ୍ଷୀ ତାଙ୍କରି ସୁରକ୍ଷା ପାଇଁ ସରକାର ଟାଣ ଦଣ୍ଡ ଦେଉ ରଖି କେ’ ନମାରୁ କାହି...

1    6.7K 5

ଯୌତୁକ ତାଲିକା ନଗଦ ଟଙ୍କାଟି

Others

ବାଜା-ବାଣ ପ୍ରସେସନ ବିନା ଏଠି ହୁଏନାହିଁ ବାହାଘର ଇଏ ଝିଅ ବାପା ଟଙ୍କା ସିନା ପ୍ରଭୁ ଜମିବିକା ଋଣଭାର ଯୌତୁକ ତାଲିକା ନଗ...

1    6.6K 1

ଛାଡ଼ ଅର୍ଥନୀତି ଛାଡ଼ିଦେଉ ପ୍ରଭୁ

Others

ଛାଡ଼ ନୀତି ଆଜି ଛାଡ଼ିଦେଉ ପ୍ରଭୁ ଆମ ସବୁ ସରକାର ଲୋଡ଼ା ଭିତ୍ତିଭୂମି ବିକାଶ ଖରଚ, ଟଙ୍କା ହୁଏ ଦରକାର କର୍ମ କର୍ମଶାଳା ଲୋଡ଼...

1    7.1K 7

ଆମ ପରିଚୟ ଦିଅ

Others

ଆଖି ଲୁହ ପୋଛି ଅନାଥ ଆଶ୍ରମେ ଡାକୁଚନ୍ତି ପୁଅ ଝିଅ ତୋର କଳେବର ନୂଆ ରୂପ ହେଲା, ଆମ ପରିଚୟ ଦିଅ ଏତିକି କରୁଣା କଲେ ମହାପ...

1    6.8K 4

ହେଲେ ଯୁବଶକ୍ତି ଆଜି ପଥଭ୍ରଷ୍ଟ

Others

ଦେଶ ଗଢ଼ିବାର ଶକତି ସାମର୍ଥ୍ୟ ଦେଇଚୁ ଯା’ ହୃଦେ ଭରି ସିଏ ସିନା ଏକା ଯୁବ ଉଦ୍ଦାମତା, ଆଉ କିଏ ତାହା ସରି ହେଲେ ଯୁବଶକ୍ତି...

1    6.5K 10

ନିଜ ଝିଅ ଭଳି ଦେଖିବୁ ବୋହୂକୁ

Others

ଯେତେ ବୁଝେଇଲେ ବୁଝୁନିରେ ଜଗା ମୋ ଘରେ ଘରଣୀ ମୋର ।  ଜିରାରୁ ସିରା ସେ ବାହାର କରୁଚି, ଉଚ୍ଛନ୍ନ ମୋ ପରିବାର  । ଭିଡ଼ ସେ...

1    6.8K 5

ଯୋଗଟି ଇମିତି ଅମୂଲ୍ୟ ସମ୍ପଦ

Others

ନନ୍ଦିଘୋଷେ ଥାଇ କହୁଚି କହ୍ନେଇ ଆରେ ମୋ ଓଡ଼ିଆ ପୁଅ ଡାକ୍ତରୀ ଔଷଧ ଛାଡ଼ିଦେଇ ଧନ ଚେରମୂଳୀ ଆଶ୍ରା ନିଅ ସକାଳ-ସଞ୍ଜରେ ନିତି...

1    6.9K 5

ତା’ର ଜାତୀୟତା ସରଗ ଛୁଉଁରେ

Others

କହିଦେ କାଳିଆ ପୁଅକୁ ତୋହର ଦେଶ ପାଇଁ ଜାତି ପାଇଁ ପଡୁ ପଛେ ତା’ର ଜୀବନ ଦବାକୁ, ନଯାଉ ସିଏ ପଛେଇ ତା’ର ଜାତୀୟତା ସରଗ ଛୁ...

1    7.1K 7

ମଦକୁ ରାଜସ୍ୱ କରି ଆମ ସରକାର

Others

ଦେଖୁଚୁରେ ଜଗା ମଦକୁ ରାଜସ୍ୱ କରି ଆମ ସରକାର ପ୍ରଗତି ନାଆଁରେ ଦୁର୍ଗତିର ବାଟ କରିଚନ୍ତି ପରିଷ୍କାର ଉଜୁଡ଼ିଯାଉଚି ସଜଡ଼ା ସ...

1    6.8K 3

ଭିକାରିର ମନ ଦେଲୁରେ କାଳିଆ

Others

ଭିକାରିର ମନ ଦେଲୁରେ କାଳିଆ, ଖଟିବାକୁ ନାହିଁ ମନ ଶହେ ଚାରି ଜର ମାଡ଼ିଆସୁଅଛି, କରିବାକୁ ହେଲେ କାମ ଇମିତି ମଣିଷ କିମିତି...

1    6.6K 2

ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ

Others

ବୁଝେଇବୁ ସତେ କହିବୁ ହେ ପ୍ରଭୁ ! ରାଜ୍ୟ-କେନ୍ଦ୍ର ସରକାର ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ ଉପକୂଳ ଓଡ଼ିଶାର ବନ୍ୟା ଦୁଃଖ ...

1    6.9K 6

ଗାଆଁ ପୋଖରୀରେ ଫୁଟୁଥିଲା ପଦ୍ମ

Others

କାଳିଆରେ ଥରେ ବୁଲି ତୁ ଦେଖିଯା’ ଓଡ଼ିଶା ଶିକ୍ଷା ରାଇଜ ଅଛି ଘରବାଡ଼ି, ନାହିଁ ପାଠପଢ଼ା ସରବଶିକ୍ଷାର କାର୍ଯ୍ୟ ପରୀକ୍ଷା କେ...

1    6.4K 3

ପରମାଣୁ ପ୍ରତିଯୋଗିତା ଚାଲିଚି

Others

ପରମାଣୁ ପ୍ରତିଯୋଗିତା ଚାଲିଚି, କିଏ ବଡ଼ ହବ ବୋଲି ବିଶ୍ୱ ପରିବେଶ ନଷ୍ଟ ହବା କଥା ସଭିଏଁ ଗଲେଣି ଭୁଲି ଇମିତି ଭାବନା ରଖି...

1    6.3K 5

ଜଇବିକ ସାର, ଜୈବିକ ଔଷଧ

Others

ତିନିବରଷ ମୁଁ ଖାଇଲି ବାଣ୍ଟିଲି ମୋ ବାଡ଼ିର ବାଇଗଣ ଏ ବରଷ ଚାରା ଲଗେଇଲାପରେ ଆସିଗଲା ତା ମରଣ ମାଟି ପରଖି ମୁଁ ଜାଣିଲିରେ ...

1    6.4K 7

ଗଛ ହିଁ ଜୀବନ, ଗଛ ଆମ ପ୍ରାଣ

Others

ହେ ଜଗନ୍ନାଥ ! ଜଙ୍ଗଲୀ ହନୁ ମୁଁ, ଶୁଣିମା ହେଉ ଗୁହାରି ତମରି ଭକତ ବୋଲି ଏ ଜଗତେ ପଡ଼ିଅଛି ସିନା ହୁରି କିମିତି ବଞ୍ଚିବି ...

1    6.6K 7

ହାତପାଇଟିକି କିଆଁ କରୁ ତୁ ଘୃଣା ?

Others

       ନନ୍ଦିଘୋଷେ ଡାକି କହେ କଳାକହ୍ନେଇ        ରେ ଓଡ଼ିଆ ! ତୁ କି ନିଦେ ପଡ଼ିଲୁ ଶୋଇ ? ଜାଭା, ସୁମାତ୍ରା ବେପାର    ...

1    6.8K 7

ଗରିବ ଖାତାରୁ ନାଆଁଟି କଟିବ

Others

ତୋ ମହାପ୍ରସାଦ ହାତରେ ମୁଁ ଧରି କହୁଚି ସତଟି ଆଜି ଓଡ଼ିଶା ଗରିବୀ କାରଣର ନିରାକରଣ ପାଇଚି ଖୋଜି କେତେ ସତ କେତେ ମିଛ ସେ କ...

1    6.5K 4

ରକତରେ ନୁହେଁ, ଶାନ୍ତିରେ ସେ କଥା

Others

ପଥର ଦେଉଳେ ପଥର ହେଲୁ କି ଆରେ ମୋ ନନ୍ଦକୁମର ଏଇ ସନ୍ତରାସବାଦୀ ପାଇଁ ଆଜି ହୁଏ ବିଶ୍ୱ ଥରହର କେମିତି ବୁଝେଇପାରୁନୁ ତୁ ତ...

1    6.7K 6

ଦୁର୍ନୀତି ରାକ୍ଷସ କବଳୁ ମଣିଷ

Others

ଦୁର୍ନୀତି ରାକ୍ଷସ କବଳୁ ମଣିଷ ପାଇବନି କି ନିସ୍ତାର ଦିନକୁ ଦିନ ସେ ବଢ଼େଇ ଚାଲିଛି ତା’ର ନିଜ କଳେବର କେବେ କହ ଜଗା ତୋ ଚ...

1    6.6K 5

ଝିଅ ହୁଏ ଧଇଁସଇଁ

Others

ଆର ଜନମକୁ କାଳିଆରେ ମୋର ପୁଅ ଜମା ଲୋଡ଼ା ନାହିଁ ଜନମ ଦେଇଚି ତିନି ପୁଅ ସବୁ ନିଜ ଗୋଡ଼େ ଠିଆ ହୋଇ ମୋ ରୋଗଶେଯରେ କେହି ନାହ...

1    4.9K 3

ଆଶିଷ ଦେବାକୁ ଆସିବୁ କାଳିଆ

Others

ଆଶିଷ ଦେବାକୁ ଆସିବୁ କାଳିଆ, କାଲି ପୁଅ ବାହାଘର ସାଙ୍ଗରେ ଆଣିବୁ ଭୁଲିବୁ ନାହିଁ ତୁ ଲକ୍ଷ୍ମୀ ସାଆନ୍ତାଣୀ ମୋର ବସିଛି ଅ...

1    6.6K 8

ସୀମା ଡେଇଁଗଲେ କେ’ ନୁହେଁ କାହାର

Others

ତୋର ନିରିଦେଶେ ଚାଲିଚି ସଂସାର ଆହେ ପ୍ରଭୁ ଜଗନ୍ନାଥ ଆଜି ଯେ ବଇରି, କାଲି ହେଇଥାଏ ସବୁଠାରୁ ବଡ଼ ମିତ ପାକିସ୍ତାନ କିଆଁ ବ...

1    7.0K 5

କାନ୍ଦେ ଆଦିବାସୀ ପୁଅ

Others

ଶ୍ରୀମନ୍ଦିରରେ ବସି କହୁଚି କାଳିଆ ଆଖିରୁ ଝରାଇ ଲୁହ ସ୍ୱାଧୀନତା ଅଡ଼ଷଠି ବିତିଗଲା, କାନ୍ଦେ ଆଦିବାସୀ ପୁଅ ହେ ସର୍କାର ତମ...

1    6.7K 4

ଦୃଢ଼ ଜନମତ ବାହକ ସିନା ସେ

Others

ଶକତି ଦେଏରେ ଭକତି ଦେଏରେ ହେ ପ୍ରଭୁ ଚକାନୟନ ବଞ୍ଚିରହିଥାଉ ଆମରି ଦେଶରେ ଏ ଗଣତନ୍ତ୍ର ଶାସନ କରୁଥାଉ ଜଗା ଏ ମାଟି ସନ୍ତା...

1    6.7K 3

କେତେ ଭଣ୍ଡ ବାବା ଏ ଦେଶରେ ପ୍ରଭୁ

Others

ଭାଷା ନାହିଁ ବର୍ଣ୍ଣିବାକୁ ଭଣ୍ଡ ବାବା ଉପଦ୍ରବ ଏଠି ଯାହା ଭେଳିକି ଲଗାନ୍ତି ମିଛସତ କହି, ଲୋକେ ହୁଅନ୍ତି ବାଇଆ କୋଟିକୋଟ...

1    6.7K 4

ଖୋଜୁ କଳାଟଙ୍କା କୋଉଠି କିମିତି

Others

ଆମ ଦେଶେ ଯେତେ ଅଛି କଳାଟଙ୍କା, କି କହିବି ମହାବାହୁ ଦେଶ ରାଇଜର ପାଣ୍ଠିରେ ମିଶିଲେ ଗରିବୀ ଆସିବ କାହୁଁ ବିଦେଶରେ କଳାଟଙ...

1    6.7K 4

ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ

Others

ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ ଏ ଆମ ଗଣମାଧ୍ୟମ ତାଙ୍କ ତଣ୍ଟି ଚିପିବାକୁ କେ’ ସାହସ ନକରୁ ଯେହ୍ନେ ଉଦ୍ୟମ ସେ ନଥିଲେ ଗଣ...

1    1.2K 6

ତା ଇଚ୍ଛାରେ ଡୋରି ବାନ୍ଧୁ

Others

ହେ ଜଗନ୍ନାଥ ! ବୁଝେଇଦବୁ କି ଆମର ଏ ବାପାମାଆ ତା ଇଚ୍ଛାରେ ଡୋରି ବାନ୍ଧୁ, ପୁଅ ଇଚ୍ଛା ପୂରଣରେ ହେଉ ସାହା ତେବେରେ ଦେଖି...

1    6.5K 2

ପ୍ରଶାସନିକ ସେ ସଂସ୍କାରଟି ସିନା

Others

ପ୍ରଶାସନିକ ସେ ସଂସ୍କାରଟି ସିନା ଲୋଡ଼ା ଆଜି ଗଣତନ୍ତ୍ର ବୁଝେଇ କହିଦେ ନିତି ପ୍ରଶାସନ ଘୋଷୁଥାଉ ସେବା ମନ୍ତ୍ର ତେବେରେ ହସ...

1    88 4

ମଣିଷ ଭଳିଆ ମଣିଷଟେ ହେବ

Others

ବୁଝେଇଦବୁ କି ମୋ ମାଆମାନଙ୍କୁ ଆରେ ମୋ କଳାଠାକୁର ସ୍ନେହ ଆଦର ସେ ମମତା ଦେଇକି ବଢ଼ାଉ ତା’ର କୁମର ମାଡ଼ଗାଳି, ଟାଣ କଥା ଭୁ...

1    7.0K 3

ଗରିବ ଏକ ନମ୍ବର

Others

କାନ୍ଦୁଚିରେ ଜଗା ଉତ୍କଳ ଜନନୀ, ବହୁଚି ଲୋତକଧାର ଦେଶ ସ୍ୱାଧୀନତା ଅଡ଼ଷଠି ପରେ ଭାବି ପୁଅ କଥା ତା’ର ପାଞ୍ଚ-ସାତ ନୁହେଁ ତ...

1    6.6K 2

ବଞ୍ଚିରହୁ ଆମ ଜାତୀୟ ଭାବନା

Others

କୋଟିକୋଟି ହାତ ଉଠେ ଉପରକୁ, ଅବଦୁଲ କାଲାମ ପାଇଁ କାନ୍ଦଇ ଭାରତ ଜନନୀରେ ଜଗା ତା ଯୋଗ୍ୟ ପୁଅ ହରେଇ ୟାକୁବର ଫାଶୀ କଥାଟି ...

1    6.5K 2

ଆମେ ବରଗଛ ଥୁଣ୍ଟା

Others

ଖେଳନା ଗାଡ଼ି ମୁଁ କିଣିଲିରେ ଜଗା ଅଡ଼ିବସିଲା ମୋ ପୁଅ ପାଠ ପଢ଼ି ବଡ଼ ଅଫିସର ସିଏ, କୁଣ୍ଢେ ମୋଟ ହେଲା ଧିଅ ଜାଣି ମୁଁ ନଥିଲି...

1    6.5K 4

ଭାଷାଟି ବଞ୍ଚିଲେ ସଂସ୍କୃତି ବଞ୍ଚିବ

Others

ଶାସ୍ତ୍ରୀୟ ମାନ୍ୟତା ପାଇଲା ଓଡ଼ିଆ ଭାଷା-ସାହିତ୍ୟ ଆମର ଏକଥାଟି ଭାବି ଆମ ଗୋଡ଼ ତଳେ ଲାଗୁନାହିଁରେ ଠାକୁର ଖୁସି ହେଇ ଖଣ୍ଡ...

1    13.7K 6

ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ

Others

ପୁଅ ମୋର ହେଲା ବଡ଼ ବୈଜ୍ଞାନିକ, ଗଲା ଆମେରିକା ଦେଶ ଯେତେ ବୁଝେଇଲି ବୁଝିଲା ନାହିଁ ସେ, ପାଚିଗଲା ମୋର କେଶ ତୁ ତାକୁ ଫେର...

1    13.4K 6

ବୁଝେଇ କୁହ ସେ ବିଜ୍ଞ ବୈଜ୍ଞାନିକ

Others

ହେ ପ୍ରଧାନମନ୍ତ୍ରୀ ଦେଶଦେଶ ବୁଲି ଦିଅ ମୋର ଏ ବାରତା ଏ ବସୁଧା ଗୋଟି ଏକ ପରିବାର, ଯାଅନା ଭୁଲି ଏକଥା କହୁଚି ଦେଶର ମୁଖି...

1    6.8K 5

ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି

Others

ସଂସ୍କାରିତ ଗୋଟେ ସମାଜ ତୁ ଗଢ଼ି ଦେବୁ କି ରେ ନନ୍ଦଲାଲା ତୋର ନାମ ଗାଇ, କାନ୍ଧରେ ସେ ବହିଥିବ ତୋ ଭକତି ଝୁଲା ଗରିବ ପାଇଁ...

1    13.2K 1

ବିଶ୍ୱ ଅର୍ଥନୀତି ମାନ୍ଦା ହେଉ ପଛେ

Others

ହଜାର ହଜାର କୋଟି ଯାଉଅଛି ଆମରି ଦେଶର ଟଙ୍କା ସେଇ ପଇସାରେ କେତେ ଦେଶ ଧନୀ, ଆମ ରାଜକୋଷ ଫାଙ୍କା ବିଦେଶ ଦରବ କିଣୁଅଛୁ ଜଗ...

1    13.1K 3

ଶୀତତାପ ନିୟନ୍ତ୍ରିତ କୋଠରିରେ

Others

ଶୀତତାପ ନିୟନ୍ତ୍ରିତ କୋଠରିରେ ହୁଏ ଏ ଦେଶ ଯୋଜନା କି ବୁଝିଚି ସେଇ ଧନୀ ମଣିଷଟି ଏଇ ଗରିବ ବେଦନା ତୂଳୀତଳ୍ପ ଶେଯେ ଯା’ ଦ...

1    6.9K 5

ହେ ପିଲାଏ ଦେଖ ସପନଟି ଖାଲି

Others

ହେ ପିଲାଏ ଦେଖ ସପନଟି ଖାଲି ଯେତେ ପାର ଦିନରାତି ଏଇ କଥାଗୋଟି କହିଥିଲେ ଜଗା ଆମ ପୂର୍ବ ରାଷ୍ଟ୍ରପତି ଅବଦୁଲ କାଲାମ ଯିଏ ...

1    6.9K 2

ଭଲ ଖବରଟି ପ୍ରଚାର ପ୍ରସାର

Others

ଏ ମୁଖ୍ୟ ପ୍ରସଙ୍ଗ ହେଉନି କେ’ ଦେଲେ ଜୀବନ ଏ ଦେଶ ପାଇଁ ଶସ୍ତା ଖବରଟି ଆଗରେ ରହିଣ କରୁଚି ସେ ହଇଚଇ ଭଲର ପ୍ରଚାର ପ୍ରସାର...

1    6.8K 3

ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ

Others

ହେ ମହାବାହୁ ! ଦୂରିତ ନାଶନ ହେ ପ୍ରଭୁ ଚକାନୟନ ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ ଓଡ଼ିଆର ଗଣ୍ଠିଧନ ଏତିକି କରୁଣା କଲେ ଦୟାମ...

1    6.9K 6

ଫେରିଆରେ ଧନମଣି

Others

ହାତ ଠାରି ଡାକେ ମୋର ପ୍ରିୟ ଗାଆଁ        ହାତ ଠାରି ଡାକେ ସ୍ନେହମୟୀ ମାଆ,               ଫେରିଆରେ ଧନମଣି         ...

1    6.6K 5